ବହୁଚର୍ଚିତ ଡକାୟତିର ପର୍ଦାଫସ କଲା ବରଗଡ଼ ପୋଲିସ 

ଅଠର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ,ମୂଲ୍ୟବାନ ଗହଣା ଜବତ : ତିନି ଅଭିଯୁକ୍ତ ଗିରଫ ବରଗଡ :- ଗତ 12 ତାରିଖ ଦିନବେଳ ବରଗଡ଼ ୱାର୍ଡ ନମ୍ବର ପାଞ୍ଚ ରେ ରହୁଥିବା ଅଙ୍କିତ ରେଖାନି ଙ୍କର ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଡକାୟତି ଘଟଣା କେବଳ ବରଗଡ଼ ସହର ନୁହେଁ ସାରା ଜିଲ୍ଲା ରେ ଲୋକଙ୍କୁ…

ଉପଖଣ୍ଡକୁ ପହଁଚିଲା କୋରୋନା ଟୀକା

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଜି କୋରୋନା ଟୀକା ପଂହଂଚି ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା କାଲି ଠାରୁ ଦେଶ ବ୍ୟାପି ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟେକ କେନ୍ଦ୍ର ଗୁଡିକୁ ଟୀକା ପହଞ୍ଚାଇବାରେ…

ଭଲ କଥା , ସମସ୍ତେ କଲେ ବି ଭଲ ହୁଅନ୍ତା 

ପୁରସ୍କାର ଟଙ୍କାରେ ବାପା ମାଙ୍କୁ ହେଲମେଟ ଉପହାର ସଚେତନତା ବାର୍ତା ଦେଲେ ଦୁଇଭାଇ ଭୁବନେଶ୍ୱର (ଶାସକ ପ୍ରଶାସକ) : ଫେସବୁକରେ ଗୋଟିଏ ପୋଷ୍ଟ ଦେଖି ଭଲ ଲାଗିଲା | ନିହାତି ସଚେତନତା ଧର୍ମୀ | ଘର ଭିତରୁ ସଚେତନତାର ଅଭିଯାନର ରୂପାୟନ | ଆଖିକୁ କଥାଟା ଛୋଟିଆ ଲାଗିପାରେ, ହେଲେ ବାର୍ତ୍ତା…

କାଲି ଦେଶବ୍ୟାପୀ ଟୀକାକରଣ ଅଭିଯାନର ଶ୍ରୀଗଣେଶ କରିବେ  ପ୍ରଧାନମନ୍ତ୍ରୀ

୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଯୋଡ଼ି ହେବେ  ଭର୍ଚୁଆଲ ମାଧ୍ୟମରେ  ଉଦଘାଟନୀ ଦିବସରେ ପ୍ରତ୍ୟେକ କେନ୍ଦ୍ରରେ ପ୍ରାୟ ୧୦୦ ହିତାଧିକାରୀ ନେବେ ଟୀକା  ଶାସକ ପ୍ରଶାସକ( ଭୁବନେଶ୍ୱର) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜାନୁଆରୀ, ୨୦୨୧ ପୂର୍ବାହ୍ନ ସାଢ଼େ ଦଶଟା…

ମନ୍ତ୍ରୀ ବୁଲି ଆସୁଛନ୍ତି ମାନେ ହବ ବୋଧେ : ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ଆଶା ପୁନର୍ଜୀବିତ 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଦେବେନ୍ଦ୍ରପୁରଠାରେ ପ୍ଲାନେଟୋରିୟମ ନିର୍ମାଣ ଆଶା ସଞ୍ଚାରିତ ହୋଇଛି । ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଜାନୁଆରୀ ୧୬ରେ ଉକ୍ତ ସ୍ଥାନ ପରିଦର୍ଶନରେ ଆସୁଥିବାର ଜଣାପଡ଼ିଛି । ପ୍ରକାଶ…

ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ ହୋଇଯାଇଛି | ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଉନ୍ନୟନ କମିଶନର ତଥା ଅତିରିକ୍ତ…

କୄଷି ଆଇନ ବିରୋଧରେ ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବିଜେପି ରାଜ୍ୟ କୄଷକ ମୋର୍ଚ୍ଚା  ସଭାପତି ଙ୍କ ଆହ୍ନାନ।

ରମାକାନ୍ତ ବିଶ୍ବା/.ସମ୍ବଲପୁର - ଦିଲ୍ଲୀ ରେ କୄଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୄଷକ ମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅପିଲ କରିଛନ୍ତି ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ । ଚାଷି ଆନ୍ଦୋଳନ ଓ କୄଷି ଆଇନ ଉପରେ ସୁପ୍ରିମକୋଟ  ରାୟଦେଇ କୄଷି ଆଇନ କୁ…

ଖୋଲା ଆକାଶ ତଳେ ମ୍ୟୁଜିକ ସିଟିଙ୍ଗ

ପ୍ରେମ ଆନନ୍ଦଙ୍କ ନିଆରା ପ୍ରୟାସ: 15ରୁ ଉର୍ଧ୍ଵ କଣ୍ଠଶିଳ୍ପୀଙ୍କୁ ନେଇ 'ଏ ମାଟି ଓଡିଶା,  ଏ ଜାତି ଓଡ଼ିଆ' ଭୁବନେଶ୍ୱର : ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନୂଆ ବର୍ଷର ନିଆରା ପ୍ରୟାସ | ଏକାଠି ହେଲେ ଓଡ଼ିଆ ସଙ୍ଗୀତର ଆଗଧାଡିର କଣ୍ଠଶିଳ୍ପୀ | ମୁକ୍ତାକାଶ ତଳେ ହେଲା…

୭ ଦିନରେ ସଂକ୍ରମିତ ହେଲେ ୫୪ ଜଣ ଛାତ୍ରଛାତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବିଦ୍ୟାଳୟ ଖୋଲିବାର ସାତ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ୫୪ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟ ୨୨ ଜଣ କୋରୋନା ପଜିଟିଭ ଥିବା ଜଣାଯାଇଛି। ଏ ମଧ୍ୟରୁ ୧୩ ଜଣ ନର୍ସିଂ ସ୍କୁଲ ଛାତ୍ରୀ ଓ ଅନ୍ୟାନ୍ୟ ୩ଟି ବିଦ୍ୟାଳୟର…

ଝାରସୁଗୁଡ଼ା ପୋଲିସକୁ ସ୍କୁଟି ଦାନ କଲା ହିରୋ କମ୍ପାନୀ। 

ଝାରସୁଗୁଡ଼ା (ସୁଭାଷ ସହାରେ) :ଝାରସୁଗୁଡ଼ା ପୋଲିସ ବିଭାଗକୁ ୧୦ଟି ସ୍କୁଟି ଦାନ କରିଛନ୍ତି ହିରୋ ଅଟୋମୋବାଇଲ କମ୍ପାନୀ। ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଝାରସୁଗୁଡ଼ାସ୍ଥିତ ହିରୋ ଅଟୋମୋବାଇଲ କମ୍ପାନୀର ଝାରସୁଗୁଡ଼ା ଶୋରୁମ ବିଜୟଲକ୍ଷ୍ମୀ ଅଟୋମୋବାଇଲସର  ମାଲିକ ଅରୁଣ ମୁନ୍ଦ୍ରା ଝାରସୁଗୁଡ଼ା…