କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଚିଣ୍ଡା ଏନ.ଏ.ସି ର ୱାର୍ଡ ନଂ ୩ ଏବଂ ୪ ରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ନଗର ସଭାପତି କାହ୍ନୁ ନାଏକ, ଜିଲ୍ଲା ସମ୍ପାଦକ ସୁଶୀଲ କର , ଉପ ସଭାପତି ମହେଶ ରାୟ ଓ ପ୍ରମୁଖ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ l ଏହି ଅବସରରେ ୱାର୍ଡ ନଂ. ୩ ବୁଥ କମିଟି ସଭାପତି ଅନିଲ ପଣ୍ଡା ଓ ୱାର୍ଡ ନଂ. ୪ ବୁଥ କମିଟି ସଭାପତି ବଳଦେବ ବାଘଙ୍କୁ ସମ୍ମାନୀତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post