ନୂଆଦିଲ୍ଲୀ : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ କୋଭିଡ ଟୀକାକରଣର ପ୍ରଥମ ଡୋଜ ନେବା ସଂଗେ ସଂଗେ , କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା କାରଣ ରୁ ସମସ୍ତ ଯୋଗ୍ୟ ବ୍ୟକ୍ତି ଟୀକା ନେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ଯାହାର ପ୍ରକ୍ରିୟା ଅତ୍ୟନ୍ତ ସୁରକ୍ଷିତ ଏବଂ କୁଶଳ ।ଆଗାମୀ ଦିନରେ ଭାରତକୁ କୋଭିଡ ମୁକ୍ତ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.