ପୁଣି ନବୀନ ଶୀର୍ଷରେ : ଏବିପି ନ୍ୟୁଜ ସର୍ଭେ

ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ଦ୍ଵିତୀୟ ସ୍ଥାନରେ କେଜରିୱାଲ , ଦଶମରେ ଗୁଜୁରାଟ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ପୁଣି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ  ଭାବେ ସର୍ଭେରେ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

କାଲି କୋଭିଡ଼-୧୯ ଟୀକାକରଣ : ଓଡିଶା ପ୍ରସ୍ତୁତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୬୧ ଟି ସାଇଟରେ କୋଭିଡ଼-୧୯ ବିରୁଦ୍ଧରେ ଆସନ୍ତାକାଲିର ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଓଡିଶା ପ୍ରସ୍ତୁତ ହୋଇଛି ଯେଉଁଥିରେ ୧୬୧୦୦ ଜଣଙ୍କୁ ଟିକା ଦିଆଯିବ | ଟିକା ସମସ୍ତ ଜିଲ୍ଲା ଏବଂ କୋଲ୍ଡ ଚେନ୍ ପଏଣ୍ଟରେ ପହଞ୍ଚିଛି ଏବଂ ଆସନ୍ତାକାଲିର ଟୀକାକରଣ ପାଇଁ ସମସ୍ତ…

ଗଛରେ ପିଟିହୋଇ ପିକଅପ ଦୁର୍ଘଟଣା ଗ୍ରସ୍ତ , ଦୁଇ ଆହତ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହାପଲି  ସାତଟା ସମୟରେ ପାଇକମାଲ ପଟରୁ ଡଭା ଆଡକୁ ପରିବା ନେବାକୁ ଯାଉଥିବା ଏକ ପିକଅପ ଭେନ ଏକ ମୋଟର ସାଇକଲ ଅରୋହି କୁ ବଞ୍ଚାଇବା କୁ ଯାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି । ଉକ୍ତ ଦୁର୍ଘଟଣା ରେ ଉଭୟ…

ବଳିଷ୍ଠ ନେତୃତ୍ୱ ତଥା ଲକ୍ଷ୍ୟ ପୂରଣ ପାଇଁ ଝାରବନ୍ଧ ବିଡ଼ିଓଙ୍କୁ ସରକାରଙ୍କ ବାହାବା 

ବରଗଡ଼ :- ଗୋଟେ ସୁନ୍ଦର ଘର ସମସ୍ତଙ୍କର ସ୍ବପ । ଧନୀ ହେଉକି ଗରିବ ସମସ୍ତେ ନିଜ ଘରେ ରହିବାକୁ ସୁରକ୍ଷିତ ମନେ କରନ୍ତି । କିନ୍ତୁ ଆଜିବି ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଜାଗା କିମ୍ବା ଅର୍ଥ ଅଭାବରୁ ନିଜର ଏହି ମୂଲ୍ୟବାନ ସ୍ୱପ୍ନକୁ ପୂରଣ କରି ପାରୁନଥିଲେ । କିନ୍ତୁ ବିଗତ…

ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

 ଏହି ଅଭିଯାନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଓଡିଶାର ରାଜ୍ୟପାଳ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ  ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ନିବେଦନ ଭୁବନେଶ୍ୱର - ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଏକ ବିଶ୍ୱସ୍ତରୀୟ…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର କଲେଜ ରୋଡ଼ସ୍ଥିତ ରିଜେନ୍ସି ହୋଟେଲ ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣେ ବାଇକ ଆରୋହୀ ଗୁରୁତର । ଖଇରପାଲି ଗ୍ରାମର ଭକ୍ତ ତାଣ୍ଡି ଏକ ନମ୍ବର ବିହିନ ନୂଆ ପଲସର ଗାଡିରେ ବରିକେଲ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ ଖଇରପାଲି ଅଭିମୁଖେ ଯାଉଥିଲେ । ସେହି…

ଧର୍ମେନ୍ଦ୍ରଙ୍କ ସ-ସ-ସ ମନ୍ତ୍ର : ୨୦୩୬ରେ ନୂଆ ଓଡିଶା ପାଇଁ

ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍, ଆମ ଜାତିର ଅସ୍ମିତାର ପରିଚୟ : ଧର୍ମେନ୍ଦ୍ର  ଭୁବନେଶ୍ୱର/(ଶାସକ ପ୍ରଶାସକ) – ଭୁବନେଶ୍ୱର ଠାରେ‘ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଶାର ଉନ୍ନତି…

ରାଜ୍ୟ କାୟାକଳ୍ପ ଟିମର ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ କାୟାକଳ୍ପ ଟିମ୍ ନିଜ ପରିଦର୍ଶନ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସରେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଡ଼ାକ୍ତର ଶୁଭାଶିଷ ମହାନ୍ତି ଙ୍କ ନେତୃତ୍ବରେ ଗଠିତ ଟିମ୍ ରେ ଜାତୀୟ ସ୍ବାସ୍ଥ୍ୟ…

ଓଡିଶା ବଜାରରେ ବିକ୍ରି ହେଉଛି କର୍ଣ୍ଣାଟକ ଶିଶୁଙ୍କପାଇଁ ମାଗଣା ବିତରଣ କ୍ଷୀର ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର): କିଛିଦିନ ହେବ ଓଡ଼ିଶାର ମାଲକାନଗିରି ର ବିଭିନ୍ନ ପ୍ରାନ୍ତର  ଦୋକାନ ବଜାର ମାନଙ୍କରେ ବିକ୍ରି ପାଇଁ ମନାଥିବା  କ୍ଷୀର ପ୍ୟାକେଟ୍ ଏବେ ଅଧିକ ମାତ୍ରାରେ ବିକ୍ରି ହେଉଛି ।  ଏମଭି 79 ଅଞ୍ଚଳ ରେ ଥିବା ସ୍ଥାନୀୟ ବଜାରରେ ପ୍ରାୟ ସମସ୍ତ କିରାନା ଦୋକାନରେ ଏବେ…

ରାଜ୍ୟସ୍ତରୀୟ ସମ୍ବଲପୁରୀ ଭେଟ୍ ଘାଟ୍ ପାଇ ପ୍ରସ୍ତୁତି ବୈଠକ। 

ପଦ୍ମପୁର(ଶାସକପ୍ରଶାସକ)-ମନୋହର ସାଂସ୍କୃତିକ ସଂସଦ ଭେଡେନ ଓ ଘାଏ ଦେଖତ ଗାଇସିଲାଟ ର ମିଳିତ ଉଦ୍ୟମକ୍ରମେ ଆସନ୍ତା ଜାନୁଆରୀ ୨୩ ତାରିଖ ବୀରସୁରେନ୍ଦ୍ର ସାଏ ଓ ସୁବାଷ ବୋଷ ଜୟନ୍ତୀ ଗାଇସିଲାଟ ଠାରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂସଦ ର ସଭାପତି ଉତ୍ପନ କୁମାର…