ଓଡିଶା  ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ଉପଦେଷ୍ଟା ଓ ପକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ଡ.ବିଜୟ କୁମାର ସାହୁ ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଓଡ଼ଗାଁ ଗସ୍ତରେ ଆସି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁର ଭିତିଭୁମି ଓ ଶୈକ୍ଷୀକ ବାତାବରଣ ସମନ୍ଧରେ ସମୀକ୍ଷା କରିଥିଲେ । ବିଦ୍ୟାଳୟର…

ଟ୍ରେନ ପଟରିରେ କଟି ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):    ସମ୍ବଲପୁର କ୍ଷେତରାଜପୁର ରେଲୱେ ଷ୍ଟେସନ ନିକଟସ୍ଥ ଠାକୁର ପଡା ଓଭରବ୍ରିଜ ନିକଟ ରେଲୱେ ପଟରିରେ ଜଣେ ଯୁବକ ଭୋର 4ଟା ସମୟରେ ଆତ୍ମହତ୍ୟା କରିଥିବା ଜିଆରପି ସୁତ୍ରରୁ ଜଣାପଡିଛି। ସୂଚନା ଅନୁଶାରେ ସମ୍ବଲପୁର ଠାକୁର ପଡାର ମାନୁ ମେହେର(30) ସମ୍ବଲପୁର ର…

 ଆସନ୍ତା ୭ରେ ବିଜେପି ପକ୍ଷରୁ ବଜେଟ ସଂପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର:ଗତ ଫେବୃଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆସିଛି । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ…

ନୟାଗଡ଼ ଜିଲ୍ଲାର ସମସ୍ତ ମଠ ମନ୍ଦିର ଐତିହ୍ୟର ସୁରକ୍ଷା ପାଇଁ ଜଣେ ଆଇଏଏସ୍ ନିଯୁକ୍ତ ପାଇଁ ଦାବୀ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ପୁରୀ ଶ୍ରୀଜଗନ୍ନାଥ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ନୟାଗଡ଼ ଜିଲ୍ଲାରେ ଥିବା ମଟ ମନ୍ଦିର ଐତିହ୍ୟ କୀର୍ତିରାଜିର ସୁରକ୍ଷା ସହିତ ଏହାକୁ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ରୁପେ ପ୍ରତିସ୍ଥିତ କରିବା ସହିତ ଏହାର ପାରିପାର୍ଶିକ ଉନ୍ନୟନ ପାଇଁ ରାଜ୍ୟ ସରକାର…

ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରି କରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫର ସଚେତନତା କାର୍ଯ୍ୟକ୍ରମ 

ରାୟଗଡ(ସରୋଜ ସାହୁ)  ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରି କରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫର ମିଳିତ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଛି।…

ଆଇ ଟି ଡି ଏ  ଅଫିସ ସ୍ଥାନାନ୍ତର ଦାବିରେ  କଂଗ୍ରେସର ରାଲି ।

କଳାହାଣ୍ଡି /ତୁଳମଣି ନାଗ(ଶାସକ ପ୍ରଶାସକ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହାର କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ। ଆଇ ଟି ଡି ଏ  ଅଫିସ  ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା  କାର୍ଯ୍ୟାଳୟ ଜିଲ୍ଲା…

ଖୁବ୍‌ ଶୀଘ୍ର ମୁଁ କୁଟିଆ ପଞ୍ଚାୟତ ଯିବି – ମୁଖ୍ୟମନ୍ତ୍ରୀ

କୁଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୫ କୋଟିର ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି କୁଟିଆକୁ ଆଦର୍ଶ ପଞ୍ଚାୟତ ଭାବରେ ଗଢାଯିବ,…

ଜେଲରେ ରାଶନ ସାମଗ୍ରୀ ବିକ୍ରୟ ଆରମ୍ଭ , ଅନ୍ତେବାସି ଙ୍କୁ ଜେଲଭିତରେ ସ୍ୱବାଲମ୍ବୀ କରିବା ପାଇଁ ଅଭିନଵ ପ୍ରୟାସ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଲ : ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠୁ ଆରମ୍ଭ ହେଲା ଫୁଡ ପ୍ରସେସିଙ୍ଗ ୟୁନିଟ୍ ଏଣିକି ପ୍ରାୟ ସମସ୍ତ ପ୍ରକାରର ରାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ସମ୍ବଲପୁର ସହରବାସୀ  , ସେପଟେ ଶୁଦ୍ଧ ତଥା ସଠିକ ଓଜନର ସାମଗ୍ରୀ ଗୋଟିଏ ସ୍ଥାନରେ ଲୋକେ ସୁବିଧା…

ରହେଞ୍ଚୁଆ ରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ। 

ଟିଟିଲାଗଡ, ( ଗୌରବ ଦର୍ଜୀ)- ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ଯ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରାହେଞ୍ଚୁଆ ନାମରେ ବେଶ ପରିଚିତ ।  ପ୍ରାୟ 25 ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ଯ୍ୟଟନ ସ୍ଥଳୀ…