ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ଧର୍ମଶାଳା ଠାରେ ମାରୱାଡି ଯୁବାମଂଚ ଓ ଜାଗୃତି ଶାଖା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଯୁବା ମଂଚର ସଭାପତି ହରିଶଙ୍କର ଅଗ୍ରୱାଲ,ସଂପାଦକ ଆଶୁତୋଷ ଅଗ୍ରୱାଲ,ଉପ ସଭାପତି ଭଜନ ଅଗ୍ରୱାଲ,ରକ୍ତ ସଂଯୋଜକ ଜୟପ୍ରକାଶ ଅଗ୍ରୱାଲ,ଜାଗୃତି ଶାଖାର ବବି ଅଗ୍ରୱାଲ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ୩୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ସ୍ବେଚ୍ଛାକୃତ ରକ୍ତ ଦାନ କରିଥିବା ରକ୍ତଦାତା ହେଲେ ଆଶୀଷ ଅଗ୍ରୱାଲ,ପ୍ରେମାନନ୍ଦ ଭୋଇ,ସୁଶୀଳ ସାହୁ,ଧରିତ୍ରୀ ସାହୁ,ସ୍ବସ୍ଥିକ ଶତପଥି,ସୁଜନ ମେହେର,କ୍ଷୀରୋଦ୍ର ମେହେର,ସୁରେନ୍ଦ୍ର ପଟେଲ,ରାହୁଲ ପଟେଲ,ସୁଶାନ୍ତ ସୁନା,ଭେଂକୁଲାଲ ପ୍ରଧାନ,ରାଧେଶ୍ୟାମ ପ୍ରଧାନ,ବେଣୁଧର ବରିହା,ଜଗଦିଶ ପଣ୍ତା,ଆଦିତ୍ୟ ଅଗ୍ରୱାଲ,ନରେଶ ଅଗ୍ରୱାଲ,ହରିଶଂକର ଅଗ୍ରୱାଲ,ରବି ଜସୱାନୀ,ନିତୀନ ଅଗ୍ରୱାଲ,ଅଂକିତ ଅଗ୍ରୱାଲ,ପ୍ରାଚୀ ଅଗ୍ରୱାଲ,ବିନୟ ଶର୍ମା,କାର୍ତ୍ତିକ ବରିହା,ଅନ୍ତର୍ଯ୍ୟାମୀ ସାହୁ,କର୍ଣ୍ଣ ବିଶ୍ବାଲ,ପ୍ରଦୀପ ପୋଢ,ବାବୁନ ମାଝୀ,ରିକୁ ମେହେର,ଶିବାଶିଷ ପଟ୍ଟନାୟକ,ଅଶ୍ବିନୀ ବାରିକ,ପ୍ରଦୀପ ପଟେଲ,ଠାକୁର ବାରିକ ।ରକ୍ତ ଭଣ୍ତାରର ସଂଗ୍ରାମ କେଶରୀ ମହୁନ୍ତ,ଦୀପକ ସାହୁ,ହୀତେଶ ସାହୁ,ଜିତେନ୍ଦ୍ରୀୟ ଗୁର୍ଲା ରକ୍ତ ସଂଗ୍ରହ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post