କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚକ୍କା ଜାମ।

କଳାହାଣ୍ଡି/ ତୁଳମଣି ନାଗ( ଶାସକ ପ୍ରଶାସକ)-ଆଜି  ଜାତୀୟ ରାଜପଥ୨୬ କୁଟୁରୁଖମାର  ଛକ ଠାରେ ଅପରାହ୍ନ ୧୨ଘ. ଠାରୁ ୦୨ ଘ. ପର୍ଯ୍ୟନ୍ତ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏବଂ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ର ସମର୍ଥନ ରେ  କେନ୍ଦ୍ର ସରକାର ଦ୍ୱାରା ଅଣା ଯାଇଥିବା…

କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

ପଦ୍ମପୁର-କୃଷି ବିଲ୍ ବିରୋଧରେ ପୁଣି ଚାଷୀ ହୁଙ୍କାର ଦେଇଛନ୍ତି। କୃଷି ବିଲ୍ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଯାଇଛି। ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଦିନ ୧୨ରୁ ଅପରାହ୍ନ ୩ଟା ଯାଏ…

କୃଷି ଆଇନ ରଦ୍ଦ ଦାବୀରେ ଚାଷୀଙ୍କ ରାସ୍ତା ରୋକ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରି କରିବାକୁ ଥିବା କୃଷି ଆଇନ ରଦ୍ଦ ଦାବୀରେ ଆଜି ସାରା ଦେଶରେ କୄଷକ ସଂଗଠନ ଚକାଜାମ ଆନ୍ଦୋଳନ କରିଛନ୍ତି । ଗତ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଚାଲି ଆସିଥିବା ଚାଷୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ …

ଏସପି ଓ ଜିଲ୍ଲାପାଲ କୋଭିଡ ଟିକା ନେଲେ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ରେ ଜିଲ୍ଲାପାଳ ଓ ଏସପି ଙ୍କ ଶତାଧିକ ପୋଲିସ ଓ ସରକାରୀ କର୍ମଚାରୀ ନେଲେ କୋଭିଡ ଟୀକା । ସମ୍ବଲପୁର ର ଚାରିଟି  ସ୍ଥାନରେ ଟୀକା ପ୍ରଦାନ କେନ୍ଦ୍ର କରାଯାଇ କେବଳ ସରକାରୀ କର୍ମଚାରୀ ଙ୍କ ଟୀକାକରଣ ହେଉଛି ।ଆସନ୍ତା କାଲି ଠାରୁ 22 କେନ୍ଦ୍ର କରାଯାଇ…

ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ…

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ । ଏହିଭଳି ଆହ୍ୱାନ ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍ ପକ୍ଷରୁ ଏକ ସଚେତନତା…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ “ୱାସ–ଅସ୍ମିତା ପ୍ରକଳ୍ପ” ସମ୍ପର୍କିତ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ “ୱାସ–ଅସ୍ମିତା…

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ ଜଣ ଜନ୍ମଗତ ହୃଦରୋଗ ଶିଶୁ ଅସ୍ତ୍ରୋପଚାର ପାଇଁ ଗୁଜୁରାଟ ଗଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ  ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳର ୧୧ ଜଣ ଜନ୍ମଗତ ହୃଦରୋଗ ଆକ୍ରାନ୍ତ ଶିଶୁ ଅସ୍ତ୍ରୋପଚାର ପାଇଁ  ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା…

ମୋହନାରେ ଅସହ୍ୟ ଜାଡ,ଘନ କୁହୁଡ଼ି

ପାରଳାଖେମୁଣ୍ଡି  / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛି ଦିନ ହେଲା ଶୀତର ପ୍ରକୋପ କମିଜାଇଥିବା ବେଳେ ପୁଣି ଶୀତ ଲେଉଟିଛି। କ୍ରମାଗତ ଭାବେ ପାଞ୍ଚ ଦିନ ହେଲା ଅସହ୍ୟ ଜାଡ ଉପାନ୍ତ , ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳରେ ଅନୁଭୂତ ହେଉଛି। ଯାହାଫଳରେ ରାତିର ଜାଡ…

ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦିଲ୍ଲୀ ଫେରନ୍ତା କଣ୍ଟିଜେଣ୍ଟ ଲିଡ଼ର ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା

ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବା ନିମନ୍ତେ  ବାରିପଦା ସହରର ତଖତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ମନୋନୀତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ…