ଭୁବନେଶ୍ୱର : କରୋନାର ପ୍ରାବଲ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜାରି କରିଛନ୍ତି ସମ୍ପିର୍ଣ୍ଣ ଲକଡାଉନ | ସରକାର କଲେ ଘୋଷଣା | ଏହି ଲକ ଡାଉନ ଆସନ୍ତା ମେ ୫ ତାରୀଖ ସକାଳୁ ମେ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ | ଏ ସମୟରେ ଅତ୍ୟାବଶ୍ୟକ ସେବା ବଳବତ୍ତର ରହିବ ବୋଲି ଜଣାପଡିଛି | ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।
Sign in
Sign in
Recover your password.
A password will be e-mailed to you.
Prev Post