ଜଙ୍ଗଲ ନିଆଁ : ଜୟନାରାୟଣଙ୍କ ନେତୃତ୍ୱରେ ଶିମିଳିପାଳ ଗଲା ୧୫ ଜଣିଆ ବିଜେପି ତଥ୍ୟ ଅନୁଧ୍ୟାନକାରୀ ଦଳ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟର ଅନେକ ପାହାଡ ଏବଂ ବନାଂଚଳ ବର୍ତ୍ତମାନ ବି ନିଆଁର ଘେରରେ ରହିଛି । ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା…

ଦୀନବନ୍ଧୁ ଗୋସ୍ୱାମୀ ସ୍ମାରକୀ  କ୍ରିକେଟ ପ୍ରତିଯୋଗିତା  ଉଦଘାଟିତ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଗୋବିନ୍ଦତୋଲା ର ସ୍ପୋର୍ଟିଂ ୟୁନିୟନ କ୍ରିକେଟ କ୍ଳବ ପକ୍ଷରୁ ଦୀନବନ୍ଧୁ ଗୋସ୍ୱାମୀ ସ୍ମାରକୀ  କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସହରର ଫୋରସି ଗ୍ରାଉଣ୍ଡ ଠାରେ ଆଜିଠାରୁ ଆରମ୍ଭ  ହୋଇଥିବା ଏହି ପ୍ରତିଯୋଗିତା କୁ ପୁର୍ବତନ ବିଧାୟିକା…

ଓଜେଏସ୍ ପାଇଲେ ମୟୂରଭଞ୍ଜର ଶ୍ରେୟା ଶତପଥୀ

ବାରିପଦା(ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲାର ଝିଅ ଶ୍ରେୟା ଶତପଥୀ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)-୨୦୧୯ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ୧୧ ନମ୍ବର ୱାର୍ଡ, ପ୍ରୟାସ କୁମାର ଶତପଥୀ ଓ ସଂଧ୍ୟାରାଣୀ ଶତପଥୀଙ୍କ ଏକ…

ଗଠନପାଲ୍ଲୀ ଗ୍ରାମରେ ବନବିଭାଗ ଦ୍ୱାରା ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସଚେତନା ଶିବିର

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଆଜି ମାଲକାନଗିରି ଜିଲ୍ଲା କାଳିମେଳା  ରେଞ୍ଜ ଅଧିନସ୍ଥ  ବାପନପାଲ୍ଲୀ ଗ୍ରାମ ପଂଚାୟତ ସମିତିର ଗଟନପଲ୍ଲୀ  ଗ୍ରାମ ଠାରେ କାଳିମେଳା ବନ ବିଭାଗ ତରଫ ରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଆଜି ଏକ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ବନ୍ୟ…

ମୋତିଆବିନ୍ଦୁ ଅପରେସନ ପାଇଁ ଭବାନୀପାଟଣା ଗଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର / ନୂଆପଡା :- ଗତ ମାସ ୭ ତାରିଖ ଦିନ ବିଜୁ ଜୟନ୍ତୀ ଉପଲକ୍ଷେ ,ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ନିର୍ଦ୍ଦେଶ କ୍ରମେ କାଞ୍ଚନ ବେନ୍ ରସିକ୍ ଲାଲ୍ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ ତରଫରୁ ତରବୋଡ଼ ଠାରେ,ନୂତନ କରି ନିର୍ବାଚିତ…

ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ଓ ସମ୍ବର୍ଦ୍ଧନା ସଭା

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ରଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍କୁଲର ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ଓ ସମ୍ବର୍ଦ୍ଧନା  ସଭା ଆୟୋଜନ କରାଯାଇଥିଲା ।        ୧୯୪୪ ମସିହା ରୁ  ୧୯୬୫ ମସିହା ଭିତରେ ସ୍କୁଲରେ ପାଠ ପଢିଥିବା ଶହେ ଜଣ ବରିଷ୍ଠ ଛାତ୍ରଛାତ୍ରୀ…

ଚୁପକା ଗ୍ରାମରେ ସହଜ ଜନ ସେବା କେନ୍ଦ୍ର କର୍ମଚାରୀଙ୍କ ପାଖରୁ ଦୁର୍ବୃତ୍ତଙ୍କ  ଲୁଟ ଘଟଣା,  ଆଉ ଜଣେ ଫେରାର ଅଭିଯୁକ୍ତ…

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ଚୁପୁକା- ତ୍ରିବଣପୁର ରାସ୍ତାର   କୁମ୍ଭାରମୁଣ୍ଡା ନିକଟରେ ଗତ ଫେବୃଆରୀ ୧୭ ତାରିଖ ଦିନ  ତ୍ରିବଣପୁର ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କର ସହଜ ଜନ ସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ୪…

ଆନ୍ତର୍ଜାତିକ କଲାମସ୍ ସ୍ୱର୍ଣ୍ଣ ପୁରସ୍କାର-୨୦୨୧

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ  ମାନବ ଅଧିକାର କାଉନସିଲର ଓଡିଶା ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷ "ଶ୍ରେଷ୍ଠ ସାମାଜିକ କର୍ମୀ-୨୦୨୧" ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।  ଚେନାଇର କୋୟାମ୍ବଡୁ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ କାଲାମସ୍…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ 

କାଠପାଳଠାରେ ସରକାରୀ ଭେଟନାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ  ବାରିପଦା-(ଦିଲ୍ଲୀପ ମହାନ୍ତି )-ବାରିପଦା ନିକଟସ୍ଥ କାଠାପାଳଠାରେ ୧୦୦ ଏକକରୁ ଅଧିକ ଜମି ଭେଟନାରୀ ବିଭାଗ ଅଧିନରେ ଅଛି । ଯେଉଁଠି ପୂର୍ବରୁ ଗାଈ ଫାର୍ମ ଏବଂ ଫୁଡାର ଚାଷ କରାଯାଉଥିଲା ଏବଂ ଏହି ମୁଲ୍ୟବାନ ଜମି ୪ ଥାକିଆ…

ମାନସିଂହ ସାହିତ୍ୟ ସଂସଦର ମାସିକ ଅନଲାଇନ କବିତା ଆସର

ବରଗଡ଼/ ଶାସକ ପ୍ରଶାସକ : ଗତ ୧୦ ମାର୍ଚ୍ଚ ୨୦୨୧ ତାରିଖରେ ମାନସିଂହ ସାହିତ୍ୟ ସଂସଦ , ନନ୍ଦଳା, ପୁରୀ ତରଫରୁ ମାସିକ ଅନଲାଇନ କବିତା ଆସର ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପରେ…