Sign in
Sign in
Recover your password.
A password will be e-mailed to you.
ସାଂସ୍କୃତିକ ସଦଭାବନା ପାଇଁ ୩ଦିନ ଧରି ଜିଲ୍ଲା ପରିକ୍ରମା କରିବେ ସଂସ୍କୃତି ସୈନିକ
ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ଶ୍ରୀରାମ ଚନ୍ଦ୍ର ଜ୍ୟେତିରଥର ଜିଲ୍ଲା ପରିକ୍ରମା ଆରମ୍ଭ
ବାରିପଦା ( ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାର ଅବଲୁପ୍ତପ୍ରାୟ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ୨୦୦୩ଠାରୁ ବାରିପଦାଠାରେ ସାଂସ୍କୃତିକ ଗଣପର୍ବ…
ମହିଳା ଦିବସ ଅବସରରେ ଦିବ୍ୟାଂଶୀ ମହିଳା ମଣ୍ଡଳ ଆନୁକୂଲ୍ୟରେ ଦାନ ଉତ୍ସବ ପାଳିତ
ଠିକା ମହିଳା କର୍ମଚାରୀମାନଙ୍କ ମଧ୍ୟରେ ଅନୁଷ୍ଠାନ ତରଫରୁ ଶାଢ଼ି ଓ ମିଷ୍ଟାନ୍ନ ବଂଟନ
ଭୁବନେଶ୍ୱର/ହିରାକୁଦ: ଦିବ୍ୟାଂଶୀ ମହିଳା ମଣ୍ଡଳ, ରିଭର ସାଇଟ୍ କଲୋନି, ହିଣ୍ଡାଲ୍କୋ, ହିରାକୁଦ ଆନୁକୂଲ୍ୟରେ ମହିଳା ଦିବସ ତଥା ଦାନ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ରିଭର ସାଇଡ୍ କଲୋନିର ଘରେ…
ଶିମିଳିପାଳ ଅଭୟାରଣ୍ୟରେ ନିଆଁ :ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ
ବାରିପଦା(ଦିଲ୍ଲୀପ ମହାନ୍ତି )-ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଘଟଣାର ଯାଞ୍ଚ ଓ ସ୍ଥିତାବସ୍ଥା ଅନୁଧ୍ୟାନ କରିବା ନିମନ୍ତେ ଗତ କାଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଟିମ ମୟୂରଭଞ୍ଜ ଗସ୍ତରେ ଆସି…
ଭୟ, ଭ୍ରଷ୍ଟାଚାର ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପଶ୍ଚିମବଙ୍ଗର ଜନତା ମନ ବନେଇ ସାରିଛନ୍ତି – ଧର୍ମେନ୍ଦ୍ର…
ତିନି ଦିନିଆ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋଲକାତା / ଭୁବନେଶ୍ୱର – ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଆରମ୍ଭ…
ଆର.ଆଇ ଅଫିସ କାର୍ଯ୍ୟକ୍ଷମ କେବେ?
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦରହା,ଡଭା ଗ୍ରାମ ଠାରେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ରୁ ଘୋଷଣା କରିଛନ୍ତି।ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ପାରିନାହିଁ।ଓଡିଶା…
ନାରୀ ଶକ୍ତି ହିଁ ସୁରକ୍ଷାର ପ୍ରମୁଖ କବଚ
ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମୃଦ୍ଧ ସମାଜ ଗଠନରେ ମହିଳାମାନଙ୍କ ନେତୃତ୍ବ ଓ ପାରଦର୍ଶିତାର ଏକ ଅଂଶ ବିଶେଷ ପ୍ରତ୍ୟେକ ବର୍ଷ ସାରା ବିଶ୍ବରେ ମହିଳାଙ୍କ ମାନଙ୍କୁ ନିଜର ଅଧିକାର ଦାୟିତ୍ବ ତଥା ସଚେତନତାର…
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆନୁକୂଲ୍ୟରେ ଜଙ୍ଗଲ ନିଆଁ ସମ୍ପର୍କିତ ସଚେତନତା
ବିଶାଳ ସାଇକେଲ ଶୋଭାଯାତ୍ରା ସହ ସଚେତନତା ବୈଠକ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆନୁକୂଲ୍ୟରେ ଜଙ୍ଗଲ ନିଆଁ ସମ୍ପର୍କିତ ଜଙ୍ଗଲରେ ନିଆଁ ଲଗେଇବା ପାଇଁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବା ସହ ସଚେତନତା ବୈଠକ…
ଜେଲ ଅନ୍ତେବାସୀଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ପାଇଁ ଗତ ୧ ତାରିଖରୁ ଚାଲିଥିବା ଛତୁ ଚାଷ ଉପରେ ତାଲିମ କାର୍ଯ୍ୟ ଆଜି ସମାପ୍ତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମ ଜେଲରେ ଥିବା ଅନ୍ତେବାସିଙ୍କୁ ଜେଲରୁ ବାହାର ହେବା ପରେ ତାଙ୍କର ପରବର୍ତ୍ତୀ ଜୀବନରେ ସହାୟକ…
ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅନ୍ତର୍ଗତ ମିର୍ଦ୍ଧାଡେରାରୁ ଜଣେ ଯୁବତୀଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତ ଯୁବତୀଙ୍କ ପିତାମାତା ସଂଧ୍ୟାରେ କାମରୁ ଫେରି ଘରକୁ ଆସିବା ପରେ ନିଜ ଝିଅର ମୃତଦେହ ଦେଖିବାକୁ ପାଇଥିଲେ।
ସୂଚନା ଅନୁଯାୟୀ,…
ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ ଛାତ୍ରଛାତ୍ରୀମାନଙ୍କ ହଷ୍ଟେଲ ଫି ଛାଡ
ଉପକୃତ ହେବେ ୧୭,୦୧୨ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ କରୋନା ପାଇଁ ଏପ୍ରିଲ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ଥିଲା | ଛାତ୍ରଛାତ୍ରୀମାନେ ଏ ସମୟରେ ହଷ୍ଟେଲ ସୁବିଧା ବ୍ୟବହାର କରିନଥିଲେ |…