ଲୋକକବି ହଳଧର ନାଗ ଆବାସିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ବରଗଡ / ସୋହେଲା :- ପ୍ରଦୂଷଣ କାରଣରୁ ବର୍ତ୍ତମାନ ଅବସ୍ଥା ସାଙ୍ଘାତିକ ହେବାକୁ ବସିଲାଣି । ସରକାରୀ ଓ ବେସରକାରୀ ଖାଲି ସ୍ଥାନରେ , ଯେଉଁଠାରେ ସମ୍ଭବ ସେହି ସ୍ଥାନରେ ଗଛ ଲଗାଇବା ପାଇଁ ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ବର୍ତମାନ ଲୋକେ ମଧ୍ୟ ବୃକ୍ଷର ଆବଶ୍ୟକତା କୁ ବୁଝେଲେଣି । ସରକାର…

ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର – ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍…

ପୁରାତନ ଶିବ ମନ୍ଦିର ସ୍ଥାନାନ୍ତର ଓ ନୂତନ ମନ୍ଦିର ପାଇଁ ଭୂମି ପୂଜନ

ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା ଅଂଚଳ ବାସୀଙ୍କର ଆର୍ଥିକ ଅଭିବୃଦ୍ଧି ହେବା ସହିତ…

ବନବିଭାଗ ଓ କାଠ ମାଫିଆଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଉ l

କଳାହାଣ୍ଡି /ତୁଳମଣି ନାଗ: ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ପୋଡୁ ଚାଷ ଆଲରେ ଜଙ୍ଗଳକୁ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ କରୁଛନ୍ତି ଓ କାଠ ମାଫିଆ ମନେ ଗଛ ହାଣି ଜଙ୍ଗଲ କୁ ପଦା କରି ନଷ୍ଟ କରିଦେଉଛନ୍ତି |ସେଥିପାଇଁ ଏହାର ପ୍ରତିବାଦରେ ଜଙ୍ଗଲ ସୁରକ୍ଷା ସମିତି…

ଗୋଏଲଙ୍କୁ ରାଜାଙ୍କ ଚିଠି : କେନ୍ଦ୍ର ତୁରନ୍ତ ଦେଉ ବକେୟା ସବସିଡ଼ି ଆଉ ଉଠାଉ ଚାଉଳ 

ଭୁବନେଶ୍ୱର(ଶାସକ ପ୍ରଶାସକ) :କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ଅର୍ଥ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ ସଂଗ୍ରହ…

ସାଧାରଣ ବୀମା କର୍ମଚାରୀଙ୍କ ଧର୍ମଘଟ ସଫଳ

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜିି ଅଖିଳ ଭାରତ ବୀମା ସଂଘ ତରଫରୁ ୪ଟି ଦାବିିକୁ ନେଇ ସର୍ବ ଭାରତୀୟ ସ୍ତରରେ ଦିିନିିକିିଆ ଦର୍ମଘଟର ଡାକରା ଦିିଆଯାଇଥିଲା। ଏହିି ଅବସରରେ ଝାରସୁଗୁଡାର ସମସ୍ତ ସାଧାରଣ ବୀମା ଅଫିସ ସପୁଣ୍ଣ ବନ୍ଦ ରହିିଥିଲା। କର୍ମଚାରୀ,ଅଧିକାରୀଙ୍କ ଦାବିି ଥିଲା: ଘରୋଇକରଣ…

ହେଉନି ପୁନରୁଦ୍ଧାର :ପୋତି ହୋଇ ଗଲାଣି ଝାରବନ୍ଧ ବ୍ଲକର ଏକାଧିକ ପଞ୍ଚାୟତ ପୋଖରୀ

  -ପୁନରୁଦ୍ଧାର ହେଲେ ହୋଇ ପାରନ୍ତା ମାଛ ଚାଷ, ବଢ଼ନ୍ତା ପଞ୍ଚାୟତ ରାଜସ୍ୱ   -ଉନ୍ନତି ହୁଅନ୍ତା ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅବସ୍ଥା   -ଆବଶ୍ୟକ ବେଳେ ଚାଷ ଜମି ହୋଇପାରନ୍ତା ଜଳସେଚିତ ଝାରବନ୍ଧ-ମନୋହର ଦାଶ: ପଞ୍ଚାୟତର ରାଜସ୍ୱ ବୃଦ୍ଧି ପାଇଁ ସରକାର ଆଦର୍ଶ ପୋଖରୀ ହେଉ କି ମୋ ପୋଖରୀ…

” ନିଫା ” ପକ୍ଷରୁ ଆସନ୍ତା ୨୩ ମାର୍ଚ୍ଚରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : " ନିଫା " ଏକ ସର୍ବ ଭାରତୀୟ ସେବା ସଂସ୍ଥା । ଏହାର ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ସହୀଦ୍ ଦିବସ ଉପଲକ୍ଷେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ସେହିଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ…

ସମ୍ବଲପର ଫାଟକ ଷ୍ଟେସନ ବନ୍ଦ ପାଇଁ ନିଷ୍ପତ୍ତି  ପ୍ରତ୍ୟାହାର ଦାବିରେ ଯୁବ ଛାତ୍ର ବିଜେଡି ର ଧାରଣା

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପର ରେ ବନ୍ଦ ହେବାକୁ ଯାଉଛି ୧୨୫ ବର୍ଷ ର ସମ୍ବଲପୁର  ରୋଡ ରେଲଷ୍ଟେସନ  ।  ଏଥିପାଇଁ ରେଲବିଭାଗ ପକ୍ଷରୁ  ସମ୍ବଲପୁର ଡିଆରଏମ ଅଫିସ କୁ ସରକାରୀ ନିଦ୍ଦେର୍ଶ ର ଚିଠି ଆସି ପହଞ୍ଚି ସାରିଥିବା ବେଳେ ସମ୍ବଲପୁର ରେଲ ଡିଭିଜନ ଏହି ଷ୍ଟେସନ କୁ ବନ୍ଦ କରିବା…

ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଂଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ସାମାଜିକ ଓ ଆର୍ଥିକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶରେ ସାମାଜିକ ଓ ଆର୍ଥôକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱାଦଶ ଅନ୍ତରାଷ୍ଟ୍ରୀୟ…