Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ l
ରାୟଗଡ/ସରୋଜ କୁମାର ସାହୁ :--ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଚନ୍ଦ୍ରପୁର ବ୍ଲକକୁ ଆଜି ପ୍ରଥମେ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ବିଜେପୁର ଗ୍ରାମ ପଂଚାୟତର ଖିଲୁଣ୍ଡି, ବଡ ପଂକlଳ, ସlନପଂକlଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଶିଶୁ ମାନଙ୍କ…
ଆୟବହିର୍ଭୁତ ସମ୍ପତି ଠୁଲ ଅଭିଯୋଗ :ଖଡିଆଳ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ
ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ଖଡିଆଳ ରେଞ୍ଜ ଅଫିସର ସଦାନନ୍ଦ ସୁନାନୀଙ୍କ ଘରେ ଆଜି ଆୟବହିର୍ଭୁତ ସମ୍ପର୍ତ୍ତି ଠୁଲ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଜୟପୁର ଭିଜିଲାନ୍ସ ବିଭାଗର ଡିଏସପି ଶ୍ରୀ ଏସ କେ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ ଶ୍ରୀ…
ମାହାଙ୍ଗା ନିର୍ବାଚନମଣ୍ଡଳୀର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ
ଭୁବନେଶ୍ୱର : ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଆଇନ, ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ତଥା ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ମାହାଙ୍ଗା ଗ୍ରାମପଞ୍ଚାୟତ ଓ ରାହାଣିଆ ଗ୍ରାମପଞ୍ଚାୟତର ବିଜେପି ଓ କଂଗ୍ରେସର ବହୁ କର୍ମୀ…
ଧନୁପାଲି ନାଗରିକ କମିଟି ଗଠିତ ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ବୁଧବାର ସନ୍ଧ୍ୟା ରେ ଗୋପାଳଜୀ ମନ୍ଦିର ପରିସରରେ ଧନୁପାଲି,ଗୋବିନ୍ଦତୋଳା,ଭତ୍ରା,ପୁଟିବନ୍ଧ ଅଂଚଳର ନାଗରିକଙ୍କ ଉପସ୍ଥିତ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ସଭ୍ୟ ରାକେନ୍ଦ୍ର ପଣ୍ଡା ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଥିଲା ।ବୈଠକ ରେ ଧନୁପାଲି ଅଂଚଳ ର…
ପୋଲିସ କମିଶନରଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ
ପୋଲିସ ଫାଣ୍ଡିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରି ଅପରାଧୀକୁ ତୁରନ୍ତ ଗିରଫ କରୁ: ସ୍ମୃତି ପଟ୍ଟନାୟକ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସ୍ମାର୍ଟ ସିଟିର ଲୋକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଶେଷ କରି…
ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀର ମୃତଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟର ବରହେଇପାଣି ରେଞ୍ଜର ତୁଳସୀବଣୀ ଗେଟ ନିକଟ ଚାଡିରିପାହାଡ଼ ନିକଟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ନିଆଁଲିଭା କର୍ମଚାରୀ ବିର କିଶୋର ସିଂଙ୍କ ମୃତ୍ୟୁ ।ମୃତ୍ୟୁର କାରଣ ଅସ୍ପଷ୍ଟ ।ଆଜି ସେ ନିଆଁ ଲିଭା କାର୍ଯ୍ୟରେ ଉକ୍ତ…
ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟରେ ସୂଚନା ଅଧିକାର ଆଇନକୁ ଫୁଃ
୩ବର୍ଷ ୮ମାସ ଅତିକ୍ରାନ୍ତ, ତଥାପି ସୂଚନା ମିଳୁନି
ସୂଚନା କମିଶନଙ୍କ ଅଦାଲତରେ ମାମଲା
ଆବେଦନକାରୀଙ୍କ କୌଣସି ସୂଚନା ନାହିଁ
ସୂଚନା କମିଶନଙ୍କୁ ତଥ୍ୟ ମାଗିଲେ ବିଶ୍ବବିଦ୍ୟାଳୟ ପିଆଇଓ
ବାରିପଦା(ଦିଲ୍ଲୀପ ମହାନ୍ତି): ସୂଚନା ଅଧିକାର ଆଇନକୁ ଫୁଃ କରିଦେଇଛନ୍ତି…
ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟିଲା ଜିଲ୍ଲା ବିଜେପି
ରେଙ୍ଗାଲି/ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ଗତକାଲି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ପଞ୍ଚାୟତ କୁସୁମଡ଼ିହି ଗ୍ରାମ ର ଦାମୋଦର ବଗର୍ତ୍ତି ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ କୁ ନେଇ ଅଞ୍ଚଳ ରେ ଖେଳି ଯାଇଛି ଶୋକ ର ଛାୟା । କେବଳ ପରିବାର ବନ୍ଧୁ ବର୍ଗ ନୁହଁନ୍ତି ସମଗ୍ର ଚାଷୀକୂଳ…
ଜୀବନ ହାରିଲେ ହତାଶ ଯୁବ ଚାଷୀ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ରେଙ୍ଗାଲୀ ବ୍ଳକର କୁସମଡିହି ଗ୍ରାମରେ ମାନସିକ ଚାପରେ ରହି କୀଟନାଶକ ପିଇ ଜୀବନ ହାରିଲେ ହତାଶ ଯୁବ ଚାଷୀ ।
ସମ୍ବଲପୁର ଜିଲ୍ଲା ରେ କିଛି ମାସ ବ୍ୟବଧାନ ପରେ ପୁଣି…
ଆଜାଦ୍ ହିନ୍ଦ୍ ଯୁବକ ସଂଘର ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ବରଗଡ :- ବରଗଡ ଜିଲ୍ଲା ରାୟଶୋଭା ଗ୍ରାମର ଆଜାଦ୍ ହିନ୍ଦ୍ ଯୁବକ ସଂଘ ଆନୁକୂଲ୍ୟରେ ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଇ କୃପା ହସପିଟାଲର ଯୁବ ଡାକ୍ତର ତଥା ଜଣାଶୁଣା ସମାଜସେବୀ ଡ. ସସ୍ମିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ…