ବଚସାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ନନ୍ଦମୁଣ୍ଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ମୁତାବକ, ନନ୍ଦମୁଣ୍ଡା ଗ୍ରାମର ରବି ନାଏକ ଓ ତାର ସ୍ତ୍ରୀ ସୁରୁବାଲି ନାୟକ…

“ଲକ୍ଷ୍ୟ” ମାନଦଣ୍ଡ ହାସଲ କଲା ଗଜପତି ଜିଲ୍ଲା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  "ଲକ୍ଷ୍ୟ" ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପୋଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଗଜପତି ଜିଲ୍ଲା ପାଇଁ ଏକ…

କୃଷି ମହୋତ୍ସବ:  କୁକୁଡ଼ା ପାଳନ ଗୋ ପାଳନ ଓ ସମନ୍ୱିତ ଚାଷ ଉପରେ  ଆଲୋଚନା ଚକ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ  କୃଷି ମହୋତ୍ସବର ତୃତୀୟ ଦିବସରେ  ଜିଲ୍ଲା ମୁଖ୍ୟ କୃଷି  ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତ ରାୟ ପ୍ରଦୀପ ପ୍ରଜ୍ବଳନ କରି ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରି ଥିଲେ ।…

ଡିଏଫଓ କାର୍ଯ୍ୟାଳୟରେ ପହଁଚିଲା ନିଆଁ ଲିଭା ଯନ୍ତ୍ର

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଫରେଷ୍ଟ ଡିଭିଜନ କୁ ଆଜି ଫାୟାର  ବ୍ଲେୟର(ନିଆଁ ଲିଭା ଯନ୍ତ୍ର) ପହଂଚିଛି I ଚଳିତ ବର୍ଷ ଜିଲ୍ଲାର ଜ଼ିଲ୍ଲାରେ ବନାଞ୍ଚଳ ଗୁଡିକ ରେ ବ୍ୟାପକ ମାତ୍ର ରେ ନିଆଁ ଲାଗିଛି I ଏହି  ନିଆଁକୁ ଆୟତ କରିବା ପାଇଁ ସମ୍ବଲପୁର ଡିଏଫଓ କାର୍ୟାଳୟ ପରିସରକୁ ୧୩ ଟି…

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବର ମିଛ ଓ ଉଦେଶ୍ୟ ପ୍ରଣୋଦିତ: ସଫେଇ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବର ମିଛ ଓ ଉଦେଶ୍ୟ ପ୍ରଣୋଦିତ | ଏକଥା  ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ମିଛ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପ୍ରଚାର କରାଯାଇଛି ବୋଲି କୁହାଯାଇଛି ।…

ଝାରସୁଗୁଡ଼ା ପୋଲିସର ବିରାଟ ସଫଳତା, ଅନଲାଇନ ଗ୍ୟାଙ୍ଗର ପର୍ଦ୍ଦାଫାସ। 

ଅପରାଧିଙ୍କ ଚେର ବିହାରରେ।  ବିଭିନ୍ନ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ଚାଲିଥିଲା କାରବାର।  କୋଟି କୋଟି ଟଙ୍କାର ଧୋକାବାଜି।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଅନଲାଇନ ମାଧ୍ୟମରେ କେବଳ ଫୋନ ଫୋନ କଲ ଦ୍ବାରା ଲୋକଙ୍କଠାରୁ  ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଏକ ବଡ଼…

“ଶ୍ରୀଜଗନ୍ନାଥଙ୍କ ପରିଚୟକୁ ବିକୃତ କରୁଥିବା ବ୍ୟକ୍ତି ହିସାବରେ ଲେଖାଶ୍ରୀ ରେକର୍ଡ କରିବେ”

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି । ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି…

ଖୋଜିବାକୁ ଯାଇଥିଲେ, ଖୁସି ହୋଇ ଫେରିଲେ 

ମନ କିଣିନେଲା ନବୀନଙ୍କ ସୌଜନ୍ୟତା ଓ ଆଲୋଚନା  ବିଜେଡି ପକ୍ଷରୁ ବିଜେପି ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା  ଅତିଥି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି  ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟ କରାଯିବ ସ୍ବାଭାବିକ  ଭୁବନେଶ୍ୱର (ମାନସୀ ମିଶ୍ର) : ଆଖିରେ…

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ରତ୍ପାନୀର ପର୍ଯ୍ୟାପ୍ତ ସୁଯୋଗ ରହିଛି: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛିା ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ମାଛଚାଷ…

ଜଗନ୍ନାଥଙ୍କ ଜମି ବିକ୍ରି ଧର୍ମନିରପେକ୍ଷତାର ବିକୃତିକରଣ: ବୈଜୟନ୍ତ ପଣ୍ଡା 

ଭୁବନେଶ୍ବର- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫,୨୭୨ ଏକର ଜମିକୁ ବିକ୍ରି କରିବା ଲାଗି ଓଡ଼ିଶା ସରକାରଙ୍କ ଯୋଜନାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ପୁରା ରାଜ୍ୟକୁ ଗଭୀର ଦୁଃଖଯନ୍ତ୍ରଣା ଦେଇଛି ବୋଲି…