Sign in
Sign in
Recover your password.
A password will be e-mailed to you.
କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର(ଶାସକ ପ୍ରଶାସକ) ମୋ’ସ୍କୁଲ ଯୋଜନାରେ ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବେ ଆପଣାଇ ଏହାର ବିକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ପରେ ମନ୍ତ୍ରୀ, ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ରାଜ୍ୟର…
ଚାରବାହାଲ ଠାରେ ଜିଲ୍ଲା ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।
କଳାହାଣ୍ଡି /ତୁଳମଣି ନାଗ: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମରେ ଜିଲ୍ଲା ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ କୋଡିଏ ଜଣ ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଆରମ୍ଭ…
ବାହୁଡ଼ିହିବ ସୁନ୍ଦରୀ
ସମ୍ବଲପୁର-ଅନଗୁଲ(ରମାକାନ୍ତ ବିଶ୍ବାଳ): କିଛି ବର୍ଷ ପୂର୍ବରୁ ମଧ୍ୟପ୍ରଦେଶରୁ ଶାତକୋଶିଆ ଅଭୟାରଣ୍ୟକୁ ସୁରକ୍ଷା ରଥା ଶିକାରୀଙ୍କ କବଲରୁ ବନ୍ୟଜନ୍ତୁଙ୍କ ସୁରକ୍ଷିତ ରହିବ ପାଇଁ ବାଘୁଣି ସୁନ୍ଦରୀକୁ ଅଣାଯାଇ। ଶାତକୋଶିଆରେ ଛଡାଯାଇଥିଲା। ବିଗତ ତିନି ବର୍ଷ ଭିତରେ ଶାତକୋଶିଆ ପାଖ ଗାଁ ମୁଣ୍ଡକୁ…
ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲୀ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲୀ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରେଙ୍ଗାଲୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦର ଏକ ପ୍ରତିନିଧି ଦଳ ରେଙ୍ଗାଲୀ ତହସିଲଦାର କାର୍ଯ୍ୟାଳୟକୁ ଯାଇ…
ସମ୍ବଲପୁର ସଦର ରେଞ୍ଜରେ ହାତୀ ଉପଦ୍ରବ : ୨ ମୃତ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ । ସଦର ରେଞ ଝାଙ୍କରପାଲି ସେକ୍ସନ ଅନ୍ତଗତ କୁଢେନିଶା ଗାଁରେ ମଙ୍ଗଳବାର ରାତି ୮ଟାରେ ଦନ୍ତାହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟ ହୋଇଛି । ଘଟଣା ସ୍ଥଲରେ ଜଣକ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ବଲପୁର…
ଜୀବନଶୈଳୀ ନ ବଦଳିଲେ ପରିସ୍ଥିତି ଭୟଙ୍କର ହେବ
ଜଳବାୟୁ ପରିବର୍ତନ ଯୋଗୁଁ ଅନେକ କ୍ଷତି ଘଟିବ : ବିଶେଷଜ୍ଞ
୨୦୩୦ ବେଳକୁ ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ
ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୭ ମାସ ଅନୁଭୂତ ହେବାର ସମ୍ଭାବନା
ଭୁବନେଶ୍ୱର: ଜଳବାୟୁ…
୯୦ତମ ଶହୀଦ ଦିବସ ପାଳନ ଅବସରରେ “ନିଫା” ପକ୍ଷରୁ ମେଗା ରକ୍ତଦାନ ଶିବିର : ୭୦ ୟୁନିଟ୍ ରକ୍ତ ସଂଗ୍ରହ
https://www.youtube.com/watch?v=itx3h_6bWn4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :୯୦ ତମ ଶହୀଦ ଦିବସ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ-ଭଣ୍ଡାର ଠାରେ ସର୍ବ ଭାରତୀୟ ଅନୁଷ୍ଠାନ "ନିଫା" ସମ୍ବେଦନା…
ଅପରାଧୀଙ୍କ ଛାତିରେ ଛନକା ପୁରାଇଛି ଜଗଦଲପୁର ପୋଲିସ
ଝାରବନ୍ଧ-ମନୋହର ଦାଶ: ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବିଧାନସଭା ଭିତରେ ଓ ବାହାରେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ କଥା କଟା କଟି ଦୋଷ ଲଦା ଲଦି ହୋଇଥାନ୍ତେ।ରାଜ୍ୟ ରେ ଦିନକୁ ଦିନ ବଢିଚାଲିଥିବା ଅପରାଧ ହତ୍ୟା ରାହାଜନି,ଲୁଟ,ଅପହରଣ, ସାଇବରଠକାମି ଉଭୟ ରାଜ୍ୟ ସରକାର ଓ…
ବିଶ୍ୱ ଅର୍ଥନୀତି ଫୋରମର “କ୍ଲିନ୍ ସ୍କାଏ୍ ଫର୍ ଟୁମୋରୋ” ବ୍ଲୁ ପ୍ରିଂଟ୍ ଉନ୍ମୋଚିତ
ବିଶ୍ୱରେ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ତଥା ଘରୋଇ ସମ୍ବଳର…
ଏଲ ଏନ କଲେଜରେ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଲ ଏନ କଲେଜରେ ଗତକାଲି 'ମୋ କଲେଜର' ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ଦେବତା କଲେଜର ବିକାଶ ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଆଜିର ଏହି…