ହୋଲି ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍ । 

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନାର ଦ୍ବିତୀୟ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରଶାସନ ନୂଆ ଗାଇଡଲାଇନ୍ ଜାରି କରିଛି। ଏଥିରେ ଲୋକଙ୍କ ହୋଲି ପାଳନ କରିବା ସମ୍ବନ୍ଧରେ ନିୟମ କରାଯାଇ ଅଯଥା ଭିଡ଼ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ନିୟମାନୁଯାୟୀ, ଏଥର ସର୍ବସାଧାରଣରେ…

ସାବଧାନ !  ସମ୍ବଲପୁର ଜ଼ିଲ୍ଲାରୁ ଆଜି ୧୦ ଜଣ  କରୋନା ପଜିଟିଭ ଚି଼ହ୍ନଟ I

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) :  ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସମ୍ବଲପୁର ଜ଼ିଲ୍ଲା ରେ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟl ବୃଦ୍ଧି ପାଇଛି I  ଆଜି ସମ୍ବଲପୁର ଜ଼ିଲ୍ଲାରୁ  କରୋନା ପଜିଟିଭ ଚି଼ହ୍ନଟ ୧୦ ଜଣ  ବ୍ୟକ୍ତି ଙ୍କ ମଧ୍ୟରୁ ୪ ଜଣ ରେଙ୍ଗାଲି ବ୍ଲକ ଲପଙ୍ଗା ର ହୋଇଥିବା ବେଳେ ୨ ଜଣ…

ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘଟାଇଲା ଦୁର୍ଘଟଣା

ପଦ୍ମପୁର-ପଦ୍ମପୁର ଗାଇସିଲାଟ ରାସ୍ତା ବୁଡାମାଲ ଛକ ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ(CG-04-JD-7950) ଭାରସାମ୍ୟ ହରାଇ ଦୁର୍ଘଟଣା । ଏହି ସିମେଣ୍ଟ ବୋଝେଇ ଟ୍ରକ ପଦ୍ମପୁର ରୁ ଗାଇସିଲାଟ ଅଭିମୁଖେ ଯାଉଥିଲା । ଦୁର୍ଘଟଣା ଯୋଗୁଁ କୌଣସି ଜନ ଜୀବନ କ୍ଷୟକ୍ଷତି ହୋଇନାହିଁ ହେଲେ ରାସ୍ତା କଡ଼ରେ…

ମା ସୁନାଦେଇ ହାଇସ୍କୁଲରେ ତମାଖୁ ସଚେତନତା କାର୍ଯ୍ୟକ୍ରମ

କୋମନା-(ଭାଗିରଥି ଭୋଇ):ନୂଆପଡା ଜିଲା କୋମନା ବ୍ଲକ ସୁନାବେଡାସ୍ଥିତ ମା ସୁନାଦେଇ ହାଇସ୍କୁଲରେ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନୂଆପଡା ସ୍ଵାସ୍ଥ୍ୟ ବିଭାଗର ଡାକ୍ତର ସୁନିଲ କୁମାର ପଣ୍ଡା ଯୋଗଦେଇ ଛାତ୍ରଛା୍ତ୍ରୀଙ୍କୁ ତମାଖୁ ଉପରେ ସଚେତନ…

ବାକିଆ ଥିବା କେନ୍ଦ୍ରୀୟ ଅନୁଦାନ ପ୍ରଦାନ ଦାବିରେ  ନିଶଙ୍କଙ୍କୁ ଭେଟିଲେ ବିଜେଡି ସାଂସଦ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ବାବଦରେ ବାକିଆ ଥିବା ଓଡିଶାର ପ୍ରାପ୍ୟକୁ ଶୀଘ୍ର ପ୍ରଦାନ କରିବା ଦାବିରେ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ମନ୍ତ୍ରୀ ଶ୍ରୀ…

ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ(ସରୋଜ କୁମାର ସାହୁ): ବର୍ତମାନ ଲାଲ ଗଡରେ ବହୁ ସମସ୍ୟା ମାନ ଉପୁଜୁଥିବାରୁ ବହୁ କୁଖ୍ୟାତ କ୍ୟାଡର ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ସ୍ୱାଭାବିକ ଜୀବନ ଜିଇଁବା ପାଇଁ ଇଛା ପ୍ରକାଶ କରୁଥିବା ଜଣା ପଡିଛି । ସେଠାରେ ପୁରୁଷ ମାଓବାଦୀ ଓ ମହିଳା ମାଓବାଦୀ ମାନେ ଉପରିସ୍ଥ…

ବ୍ଲକସ୍ତରୀୟ ମହାସଙ୍ଘ ନିମନ୍ତେ ଦିନକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

https://www.youtube.com/watch?v=L22a-ZJNXFs ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜଳ ବିଭାଜିକା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ମହାସଙ୍ଘ…

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀରେ ପାରଳାରେ ବିଭିନ୍ନ କାର୍ଯ୍ୟକ୍ରମ

https://www.youtube.com/watch?v=lSJlLndrGc8  ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ "ଗାନ୍ଧୀ ଙ୍କ ଓଡ଼ିଶା" ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର…

ମା’ ବନଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ I

ସମ୍ବଲପୁର- ଜମନକିରା(ରମାକାନ୍ତ ବିଶ୍ବାଳ) - ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ବଡ଼ରମା ଘାଟି ତଳେ ଥିବା ପତ୍ରାପାଲି ଗ୍ରାମରେ ନବ ନିର୍ମିତ ମା' ବନଦୁର୍ଗାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିରର ଟ୍ରଷ୍ଟି ପି କେ କନାପ୍ପା  ସପତ୍ନୀକ କର୍ତ୍ତା  ଥିବା…

ଯୁବ ବିଜେଡି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ରକ୍ତଦାନ ଶିବିର।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ: ବିଜୁ  ଯୁବ ଜନତାଦଳ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲୀ ବିଧାନସଭା ର ସୋନୁଟିକ୍ରା ଠାରେ ଆୟୋଜିତ ଶିବିର ରେ ଜିଲ୍ଲାର ଯୁବ ଓ ଛାତ୍ର  ବିଜେଡି  ର ବହୁ କାର୍ଯ୍ୟକର୍ତ୍ତା ମାନେ  ସ୍ଵେଚ୍ଛାକୄତ ଭାବରେ…