ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ 

ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) :  ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ପାଇଁ ବିଧାନ ସଭାରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଏହି…

ସଡକ ଦୁର୍ଘଟଣାରେ ତିନି ଆହତ, ସହାୟତା ପାଇଁ ପହଂଚିଗଲେ ସମାରିଟନ ଦିବସ 

ଆହତଙ୍କୁ ବାଇକରେ ନେଇ ଡାକ୍ତରଖାନା ପହଞ୍ଚାଇଲେ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୌରଜୁରୀ ଗ୍ରାମ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ତିନି ଜଣ ଯୁବକ ଆହତ ହୋଇ ରାସ୍ତା କଡରେ ବାଇଥିବା ବେଳେ ପଦ୍ମପୁର ପଟୁ ପାଇକମାଲ କୁ ଫେରୁଥିବା ଶିକ୍ଷକ ଦିବସ ସାହୁ ଙ୍କର ନଜର ତାଙ୍କ ଉପରେ…

ମଣିଷ ଜୀବନ ଠାରୁ ମୂଲ୍ୟବାନ ଘୁଷୁରୀ !

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ପାଇକମାଲ ରୁ ପଦ୍ମପୁର ରାସ୍ତା ର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ରାସ୍ତା କୁ ଲାଗି କିଛି ଲୋକ ଘୁଷୁରୀ ପାଳନ କରିଛନ୍ତି । ଏକ୍ସପ୍ରେସ ୱେ ହୋଇଥିବା କାରଣରୁ ଏହି ରାସ୍ତା ସବୁବେଳେ ବ୍ୟସ୍ତ ଥାଏ । ଏହି ସ୍ଥାନରେ…

ପିପିଲି ପାଇଁ ବିଧିବଦ୍ଧ ଗେଜେଟ ବିଜ୍ଞପ୍ତି ଜାରି 

ଭୁବନେଶ୍ୱର : ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଗେଜେଟ ବିଜ୍ଞପ୍ତି ଜାରି ହୋଇଛି | ନାମଙ୍କନ ପତ୍ର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୩୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ | ନାମାଙ୍କନ ପତ୍ର…

ବାପୁଙ୍କ ଓଡିଶା ଆଗମନର ଶତବାର୍ଷିକୀ।

  ସମ୍ଵଲପୁର/ରମାକାନ୍ତ ବିଶ୍ବାଳ: ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓଡିଶା ଆସିଥିଲେ। ୧୯୨୧ ମସିହାରୁ ୧୯୪୬ ମସିହା ଏହି ୨୫ ବର୍ଷ ମଧ୍ୟରେ ଗାନ୍ଧି ଓଡିଶାକୁ ୮ଥର ଆସିଛନ୍ତି। ଏହି ୮ ଥର ମଧ୍ୟରେ ଗାନ୍ଧି ସମ୍ବଲପୁରକୁ ୨ ଥର ଆସିଛନ୍ତି। ୧୯୨୮ ମସିହାରେ…

ଶକ୍ତିମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।। 

  କଳାହାଣ୍ଡି /ତୁଳମଣି ନାଗ: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୁରୁଖମାର ଓ କାପସରା ଗ୍ରାମବାସୀ ବିଦ୍ଯୁତ୍ ବିଭାଗର ମନମୁଖୀ କାର୍ଯ୍ୟକଳାପ ଓ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାରା ଦେଇଥିଲେ । ୨୬ ନମ୍ୱର୍ ଜାତୀୟ ରାଜପଥ କଡରେ ଥିବା କୁଟୃଖମାର…

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି

ଆଉ ୪ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସଂଖ୍ୟା ପହଞ୍ଚିଲା ୧୧୭ ଭୁବନେଶ୍ବର,: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ଚନ୍ଦ୍ରପ୍ରଭା ଦେବୀଙ୍କ ପରଲୋକ 

ଭୁବନେଶ୍ବର(ଶାସକ ପ୍ରଶାସକ) : ବିଶିଷ୍ଟ ରାଜ‌ନୀତିଜ୍ଞ ତଥା ସତ୍ୟବାଦୀର ପୂର୍ବତନ ବିଧାୟକ, ଶିଳ୍ପପତି ସ୍ବର୍ଗତ ଚନ୍ଦ୍ରମାଧବ ମିଶ୍ରଙ୍କ ଧର୍ମପତ୍ନୀ ଚନ୍ଦ୍ରପ୍ରଭା ଦେବୀଙ୍କର ରବିବାର  ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ବରର…

ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ବାଜିମାତ୍

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକରେ ଥିବା ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଓଡିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ ବାଜିମାତ କରିଛନ୍ତି। ଗତ ୮ ମାର୍ଚ୍ଚରେ ହୋଇଥିବା ପ୍ରବେଶିକା ପରିକ୍ଷାର ଫଳ ପ୍ରକାଶ…

ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ପକ୍ଷରୁ ବନାଗ୍ନି ସଚେତନତା ନେଇ “ବୁଦ୍ଧିଜୀବୀ ସମାବେଶ” I 

ଲୋକ କଳାକାର ହରେକୃଷ୍ଣ ବାଘ ଓ  ପୂର୍ଣ୍ଣବାସୀ ଦମ୍ପତି ସମ୍ବର୍ଦ୍ଧିତ I ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) :    ଜଙ୍ଗଲ ହିଁ ଜୀବନ I ଜଙ୍ଗଲ ବଞ୍ଚିଲେ ଆମେ ବଂଚିବା I ଆଉ ଏଭଳି କ୍ଷେତ୍ର ରେ ଲୋକ ସଚେତନ ହେଲେ ହିଁ ଜଙ୍ଗଲ କୁ ନିଆଁ ଦାଉ ରୁ ରକ୍ଷା  କରିପାରିବା ବୋଲି ଓଡିଶା ସାମ୍ବାଦିକ ସଂଘ…