ବନ୍ଧୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ଭୁବନେଶ୍ଵର(ଶାସକ ପ୍ରଶାସକ) : ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସାମାଜିକ ଅନୁଷ୍ଠାନ 'ବନ୍ଧୁ' (ବୋନାଫାଏଡ ଆସୋସିଏସନ ଫର ଡେଭେଲପମେଣ୍ଟ ଫର ନେଚର, ହେଲଥ କେୟାର ଆଣ୍ଡ ଅଣ୍ଡରପ୍ରିଭିଲେଜ୍ଡ) ତରଫରୁ ସ୍ଥାନୀୟ ମହାମାୟା ଯୁବ ପରିଷଦ ହିରାପୁର ଠାରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ…

ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି

ଭୁବନେଶ୍ୱର :  ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି  | ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯାଆଁଳା  ନିକଟରେ  ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।  ତାଙ୍କର ପରଲୋକ ହୋଇଥିବା ଖବର ଜଣାପଡିବା ପରେ ଶୋକର ଛାୟା…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଶାସକ ପ୍ରଶାସକ)  :ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି | ବଦଳିଛନ୍ତି କିଛି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ  | ନିଯୁକ୍ତି ମିଳିଛି ଫେଜ ୨ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚର ଆଇଏଏସ ଅଫିସରଙ୍କୁ |   ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି…

ଶହୀଦ ନଗର ଦୁର୍ଗା ପୁଜା ମଣ୍ଡପ ପରିସରରେ ” ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ: ୧୨୮ ୟୁନିଟ ରକ୍ତ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ରାଜ୍ୟରେ ଦେଖାଦେଇଥିବା ରକ୍ତାଭାବକୁ ଭରଣା କରିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଶା  ମୋ ପରିବାର ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ  ଭୁବନେଶ୍ୱର ମଧ୍ୟ ନିର୍ବାଚନ…

ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ହେଲେ ଶ୍ରୀମତି ପୁର୍ଣ୍ଣବାସୀ ନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୁର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀୀଯୁକ୍ତ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀମତି ନାୟକ ୨୦୦୨…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

କରୋନା ମୁକାବିଲାରେ ଡା.ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ…

୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କଲା ବୁର୍ଲା ପୋଲିସ ।

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସକୁ ବଡ ସଫଳତା । ୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ  କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ। ଏନେଇ ଆଜି ରବିବାର ଅପରାହ୍ନ ସାଢେ 3 ଟାରେ ସୂଚନା ଦେଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର। ଗିରଫ ଅଭିଯୁକ୍ତଙ୍କୁ ପଟ୍ରୋଲିଂ ସମୟରେ…

କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଲାଳିଙ୍କ ପତ୍ର ଖରିଦ୍ ପଇସା ରଥଯାତ୍ରା ପୂର୍ବରୁ…

ପଦ୍ମପୁର(ଶାସକପ୍ରଶାସକ)-କେନ୍ଦୁପତ୍ର ତୋଲାଳି ମାନେ ଗତ ୨ ମାସ ହେଲା ଜଙ୍ଗଲ ରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗ କୁ ବିକ୍ରି କରିଥିଲେ ମଧ୍ୟ  ପଦ୍ମପୁର କେନ୍ଦୁପତ୍ର ଡିଭିଜନ ର ୫୫ ହଜାର କେନ୍ଦୁପତ୍ର ତୋଲାଳିଙ୍କୁ ଟଙ୍କା ଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି  ।…

ହାର ମାନିଲା ବୟସ ; ୭୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ।

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଶିକ୍ଷା ଆଗରେ କୌଣସି ବାଧାବିଘ୍ନ ନଥାଏ । କୌଣସି ବୟସର କଟକଣା ନଥାଏ । ଏମିତି ଶିକ୍ଷା ଯାହାକି ବୟସରେ ହିସାବ ହୋଇନଥାଏ , ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ  ।    ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ…

୧୦୦ ଟଙ୍କା ପାଇଁ ଚାଲିଗଲା ପ୍ରାଣ !

ସମ୍ବଲପୁର ପୂର୍ବତନ କୁଳପତିଙ୍କୁ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ…