Sign in
Sign in
Recover your password.
A password will be e-mailed to you.
ବୁଝିପାରୁନାହାନ୍ତି ଲେଖାଶ୍ରୀ : ବିଜେଡି
ଭିତ୍ତିହୀନ ଆରୋପ ଲଗାଇବାରେ ସିଦ୍ଧହସ୍ତା : ଲେନିନ
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଶ୍ୱବିଦ୍ୟାଳୟ ପେନ୍ସନଧାରୀଙ୍କ ପେନସନ୍ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପତ୍ରରେ କୌଣସି ଠାରେ ଉଲ୍ଲେଖ ନାହିଁ । ସେମାନେ ପୂର୍ବଭଳି ପେନ୍ସନ ପାଇ ଚାଲିବେ । ପେନ୍ସନ୍ ପାଇବା ସଂକ୍ରାନ୍ତରେ ବିଜେପି…
ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ରେଙ୍ଗାଲି-ସପ୍ନେ ଆରଡି ରାସ୍ତା:- ଫ୍ଲାଏ ଓଭର ବ୍ରିଜ ପାଇଁ ଲୋକଙ୍କ ଦାବି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର (ବିଜୁ ଏକ୍ସପ୍ରେସ ୱେ)ର ରେଙ୍ଗାଳି ମହାବୀର ଛକରୁ ବ୍ଲକ ରାସ୍ତା ଦେଇ ଯାଇଥିବା ସପ୍ନେ ଫେରି ରାସ୍ତା ଉପରେ ଶତାଧିକ ଛୋଟ ବଡ ଗାଡି ସହ ଭାରି ଯାନ ଯାତାୟାତ ଯୋଗୁଁ ଦିନକୁ ଦିନ ଏହି ରାସ୍ତା ଦୁର୍ଘଟଣା…
ରାସ୍ତାର ପ୍ରଶସ୍ତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ ଯୋଜନା।
ବିଭିନ୍ନ ଅଂଚଳ ବୁଲି ଜିଲ୍ଲାପାଳ କଲେ ସ୍ଥିତିର ସରଜମିନ ଅନୁଧ୍ୟାନ
ଝାରସୁଗୁଡ଼ା :(ସୁଭାଷ ସହାରେ) -ସହରର ସୌନ୍ଦର୍ଯ୍ୟକରଣ ହେବ। ରାସ୍ତାର ପ୍ରଶସ୍ତୀକରଣ ହେବ। ଝାରସୁଗୁଡ଼ା ସହର ଟକ୍କର ଦେବ ରାଜ୍ୟର ଅନ୍ୟାନ୍ୟ ବଡ଼ ସହର ସହ । ବୋଧହୁଏ ଏପରି କିଛି ଯୋଜନା ଚଳାଇଛନ୍ତି ଜିଲ୍ଲା ପ୍ରଶାସନ।…
ପାନୀୟ ଜଳ ସମସ୍ୟା ଥିବା ହଟ୍ସ୍ପଟ୍ ଅଞ୍ଚଳ ଚିହ୍ନଟ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ତ୍ରୁଟିଶୂନ୍ୟ ଅଭିଯୋଗ ପ୍ରତିକାର ବ୍ୟବସ୍ଥା ଓ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ପରାମର୍ଶ
ଭୁବନେଶ୍ୱର(ଶାସକ…
ଗାନ୍ଧିଜୀଙ୍କ ଓଡିଶା ଆଗମନର 100ବର୍ଷ ପୂର୍ତ୍ତିରେ “ଗାନ୍ଧୀଙ୍କ ଓଡିଶା” ନାଟକ ମଞ୍ଚସ୍ଥ
ରାୟଗଡ/ସରୋଜ କୁମାର ସାହୁ: ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତି ଅବସରରେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ଆନୁକୂଲ୍ୟରେ ଓଡିଶା ସଂଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶଙ୍କର ତ୍ରିପାଠୀଙ୍କ ରଚିତ ନାଟକ ‘ଗାନ୍ଧୀଙ୍କ ଓଡିଶା’କୁ ଏକକାଳୀନ ଗୋଟିଏ ନାଟକ,୩୦ଟି…
ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚା କମିଟି ଗଠିତ
ପଦ୍ମପୁର- ବିଜେପି କୄଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଜିଲ୍ଲା କୄଷକ ମୋର୍ଚାର ନୂତନ ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି ଏବଂ ସମସ୍ତ ନୂତନ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି…
ମରଣାନ୍ତକ ଆକ୍ରମଣର ଶିକାର ଯୁବକଙ୍କ ମୃତ୍ୟୁ
ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଅମଠି ଗ୍ରାମରେ ଗତ କାଲି ରାତିରେ ଏସ କେ ଏସ ଫାଇନାନ୍ସ କମ୍ପାନୀ ରେ କଲେକ୍ସନ ଏଜେଣ୍ଟ ଭାବରେ କାର୍ଯରତ ବିଶ୍ୱଜିତ ରାଜହଂସ ନାମକ ଯୁବକକୁ ଦୁଇ ଅଜଣା ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଗ୍ରାମବାସୀ ଙ୍କର ସାହାଯ୍ୟ ରେ ଆମ୍ବୁଲାନ୍ସ ଯୋଗେ…
ବିଶ୍ଵ ଯକ୍ଷ୍ମା ଦିବସ ଉପଲକ୍ଷେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସଚେତନତା କର୍ମଶାଳା
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ରାମକୃଷ୍ଣ ପତିଙ୍କ ପୌରହିତ୍ୟରେ ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ମଞୁଲତା ଯୋଗଦେଇ ଯକ୍ଷ୍ମା ରୋଗର ପ୍ରାଥମିକ…
ଜଳୁଛି ଗନ୍ଧମାର୍ଦ୍ଦନ , ନିଘୋଡ଼ ନିଦରେ ବିଭାଗୀୟ ଅଧିକାରୀ
ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ହେଲା ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଗତ ପ୍ରାୟ ଦଶ ରୁ ପନ୍ଦର ଦିନ ହେବ ପର୍ବତର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଦେଖଗିବାକୁ ମିଳୁଛି । ପ୍ରତ୍ୟେକ…
ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ଆଇସିୟୁରେ ଆହତ କର୍ମଚାରୀ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମରେ ଗତ ରାତିରେ ଜଣେ ମଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଗତ କାଲି ରାତିରେ ଏସ କେ ଏସ ମଇକ୍ରୋ ଫାଇନାନ୍ସ କମ୍ପାନୀ ରେ କାର୍ଯରତ ସୁବର୍ଣ୍ଣପୁର ଜିଲ୍ଲା…