ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପରିସରରେ ଆୟୁଷ କାଢା ବିତରଣ ଶୁଭାରମ୍ଭ

ପାଇକମାଲ : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ ଆଜି ସକାଳେ ଆୟୁଷ କାଢା ବିତରଣ  ଶୁଭାରମ୍ଭ ହୋଇଛି ।  ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ ,  ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ,   ନିଦାନ ବିଭାଗ…

କରୋନା ସଚେତନତା ପାଇଁ ‘ଚକା ଉପରେ ମଞ୍ଚ’ କାର୍ଯ୍ୟକ୍ରମ ଶୁଭାରମ୍ଭ  

ରାୟଗଡ/ସରୋଜ କୁମାର ସାହୁ:  ରାୟଗଡ ଜିଲ୍ଲାରେ କୋଭିଡ ସଚେତନତା ନିମନ୍ତେ ଚକା ଉପରେ ମଞ୍ଚ କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କୋଭିଡ ସଚେତନତା ରଥରେ ସ୍ଥାନୀୟ କଳାକାର ମାନେ ନାଚଗୀତ ମାଧ୍ୟମରେ ରାୟଗଡ ଏବଂ କୋଲନରା ବ୍ଲକର…

ଘୋଷଣା କଲେ ନବୀନ : ପିପିଲିରେ ବିଜେଡିରୁ ଲଢ଼ିବେ ମହାରଥୀ ନନ୍ଦନ ରୁଦ୍ର

https://www.youtube.com/watch?v=zGhI8AVH2cs ଭୁବନେଶ୍ୱର : ଝୁଲେଇ ଝୁଲେଇ ଶେଷରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ | ସ୍ବର୍ଗତ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବିଜେଡି…

ପ୍ରତ୍ୟେକ ଦମ୍ପନ୍ତିଙ୍କ ଦୁଇ ସନ୍ତାନ ଆଇନ ପ୍ରଣୟନ କରିବା ପାଇଁ ଦାବୀ ପତ୍ର

  ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-   ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଓଡିଶା ପ୍ରଦେଶର ସମ୍ବଲପୁର ଜିଲ୍ଲା ଶାଖାର ସଭାପତିଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ପ୍ରାଦେଶିକ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ …

ଦାଦାବଟି ମାଗିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): .ସମ୍ବଲପୁର ରେ ସକ୍ରିୟ ଭୟଙ୍କର ଦାଦାବଟି କାରବାର।ସମ୍ବଲପୁର ରେ ଦାଦାବଟି ମାଗୁଥିବା ଅସାମାଜିକ ଙ୍କ ଗୁଣ୍ଡାରାଜ ଚାଲିଥିବା ଜଣା ପଡିଛି।କାରଣ ସମ୍ବଲପୁର ପୋଲିସ ଦାଦାବଟି ମାଗୁଥିବା ଜଣେ କୁଖ୍ୟାତ ଅପରାଧୀ ଶିବ ବାଗ ସମେତ ତାର 4 ଜଣ ସହଯୋଗୀଙ୍କୁ ସମ୍ବଲପୁର…

ଟିଟିପିଏସ-୩ର ସଂପ୍ରସାରଣ ନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଫୋନରେ କଥା ହେଲେ…

ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର- ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ…

ମହିଳା ଉଚ୍ଚ ବିଦ୍ୟାଳୟ ଦ୍ବାରା ଇକୋ କ୍ଲବ ଗଠନ : ପରିବେଶ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ବିଦ୍ୟାଳୟ ଦ୍ବାରା ଇକୋ କ୍ଲବ ଗଠନ କରାଯାଇ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ କାର୍ଯ୍ୟକ୍ରମର ସଭାନେତ୍ରୀ ତଥା ଅଧ୍ୟକ୍ଷା ଡ଼ଃ.ଅରୁଣା କୁମାରୀ ସାମଲ ପରିବେଶ ସୁରକ୍ଷାର ମୂଳମନ୍ତ୍ର ,…

ବିଡ଼ିଓ ଶ୍ରୀ ଲାକ୍ରାଙ୍କର ବିୟୋଗରେ ଶୋକ ସଭା

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି ବ୍ଲକର ଅନେକ ଗ୍ରାମ । ଏହି ଝାରବନ୍ଧ ବ୍ଲକ ବିଡ଼ିଓ ଦାଇତ୍ୱ…

ଚାକିରୀ ନାରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ। 

ଟିଟିଲାଗଡ,  (ଗୌରବ ଦର୍ଜୀ)- ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର  ଜଣେ ସରକାରୀ ବାବୁ। ଏମିତିକି ନିଜ ସରକାରୀ ଚାକିରୀ କାଳ ର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚା ର ପରିସର କୁ ଆସିଛି।  ଅଭିଯୋଗ ମୁତାବକ ରାଜସ୍ୱ ବିଭାଗ ର ବରିଷ୍ଠ କିରାଣୀ…

ଲାକ୍ରା ବାବୁ ଚାଲିଗଲେ ସିନା : ବିଶ୍ୱାସ କରିପାରୁନାହାନ୍ତି ଅଂଚଳ ବାସୀ

 ସେ ଥିଲେ ବିଡ଼ିଓ କମ, ସାମାଜିକ କର୍ମୀ ବେଶୀ :  ବିଧାୟକ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି…