Sign in
Sign in
Recover your password.
A password will be e-mailed to you.
ତେନ୍ଦୁଲକରଂକୁ କରୋନା
ମୁମ୍ବାଇ :ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଂକୁ ହୋଇଛି କରୋନା | ସେ କୋଭିଡି ପଜିଟିଭ ଚିହ୍ନିତ ହୋଇଥିବା ଆଜି ନିଜେ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ଘରର ଅନ୍ୟ ସଦସ୍ୟମାନେ ନେଗେଟିଭ ଅଛନ୍ତି | ସେ ସଙ୍ଗ ରୋଧରେ ଅଛନ୍ତି ଓ କୋଭିଡ ପ୍ରଟୋକଲ ଅନୁପାଳନ କରୁଛନ୍ତି ବୋଲି କହିଛନ୍ତି…
ବ୍ୟୁହରେ ଫସିଲେ ଅଭିମନ୍ୟୁ
ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଙ୍ଗିରିପୋଷି ତହସିଲଦାର
ସରକାରୀ ଗାଡ଼ିରୁ ଜବତ ହେଲା ୨,୫୬,୫୦୫ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଏମାନଙ୍କ…
ଅଲିମ୍ପିକ୍ କ୍ୱାଲିଫାଏର୍ କିଟ୍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
କିଟ୍ ମୋ ପାଇଁ ଶୁଭଙ୍କର: ଭବାନୀ
ଭୁବନେଶ୍ୱର,: ଟୋକିଓ ଅଲିମ୍ପିକ୍ ପାଇଁ ଅସିଚାଳନାରେ କ୍ୱାଲିଫାଏ କରିଥିବା କିଟ୍ ଛାତ୍ରୀ ସି ଏ ଭବାନୀ ଦେବୀଙ୍କୁ କିଟ୍ ଓ କିସ୍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍ କ୍ୱାଲିଫାଏ କରିବାରେ ଭବାନୀ ହେଉଛନ୍ତି…
ଅମାନିଆ ଛତିଶଗଡ଼, ସମସ୍ୟାରେ ଓଡ଼ିଶା।
ପୁଣି ମହାନଦୀ ଜଳ ବିବାଦ।
ମାର୍ଚ୍ଚ ମାସ ନ ସରୁଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧୦ ଫୁଟ କମିଛି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ମହାନଦୀ ଜଳ ବଣ୍ଟନ ନେଇ ପୁଣି ସମସ୍ୟାରେ ଓଡ଼ିଶାବାସୀ। ନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ବାରା ବ୍ୟାରେଜ ନିର୍ମାଣ ନେଇ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମି କମି…
ବିକ୍ରି ହେଲା ଭୂଷଣ ଷ୍ଟିଲ କାରଖାନା : ଜିନ୍ଦଲ ହାତରେ ଭୂଷଣ, ଆଶ୍ବସ୍ତ କର୍ମଚାରୀ।
ସମ୍ବଲପୁର,(ରମାକାନ୍ତବିଶ୍ବାଳ)/ଝାରସୁଗୁଡ଼ା(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ସୀମାରେ ସମ୍ବଲପୁର ଜିଲ୍ଲାର ଠେଲକୋଲୋଏଠାରେ ଅବସ୍ଥିତ ଥିବା ଭୂଷଣ ଷ୍ଟିଲ କାରଖାନା ଶେଷକୁ ବିକ୍ରି ହୋଇଯାଇଛି। ଏ ନେଇ କମ୍ପାନୀର ଭବିଷ୍ୟତ ନେଇ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି।
ଗତ ୨୦୦୪ ମସିହାରୁ…
ମିଳିତ କୃଷକ ମୋର୍ଚ୍ଚାର ଆହ୍ବାନରେ ଭାରତବନ୍ଦ ସଫଳ।
ଝାରସୁଗୁଡ଼ାର ବିଭିନ୍ନ ବ୍ଲକରେ ବନ୍ଦକୁ ସମର୍ଥନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତୀୟ କିଷାନ ଏକତା ମଞ୍ଚ ତରଫରୁ ଡାକରା ଦିଆଯାଇଥିବା ବନ୍ଦ ଆଜି ଝାରସୁଗୁଡ଼ା ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ସଫଳତା ପାଇଛି। ଗତକାଲି ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟକୁ…
ଭାରତ ବନ୍ଦ ସତ୍ତ୍ବେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରୁ ୫୫ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ଼ :- ଆଜି କୃଷକ ମାନଙ୍କର ତରଫରୁ ଭାରତ ବନ୍ଦ ର ଡାକରା ଦିଅ ଯାଇଥିଲା । ବରଗଡ଼ ର ସମସ୍ତ ଦୋକାନବଜାର ବନ୍ଦ ଥିବା ସତ୍ତ୍ୱେ ଶ୍ରୀ ଶ୍ୟାମ ନିସାନ ସେବା ମଣ୍ଡଳ ଟ୍ରଷ୍ଟ ,ଏକାଦଶୀ ନିସାନ ସେବା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ବ୍ରାହ୍ମଣ…
ଆଦିବାସୀ ରୟତି ଜମିରେ ସରକାରୀ ହାଇସ୍କୁଲ ନିର୍ମାଣ ଘଟଣା- ଆଦିବାସୀ ସଂଘର ବିରୋଧ।
ଟିଟିଲାଗଡ, (ଗୌରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲ ର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରି ଗୁଡ଼ିକ ଜଣେ ଆଦିବାସୀ ଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ…
ରାଜ୍ୟର ଏମଏସଏମଇ ୟୁନିଟ ଦ୍ଵାରା ଉତ୍ପାଦିତ ଫର୍ଣ୍ଣିଚର ଗୁଡିକର ହେବ କମନ ବ୍ରାଣ୍ଡିଂ
ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା…
ଝାରବନ୍ଧ ବ୍ଲକ କାର୍ଯ୍ୟଵାହୀ ବିଡ଼ିଓ ଭାବରେ ଦାଇତ୍ୱ ଗ୍ରହଣ କଲେ ଦେବାଶିଷ ସିହ୍ନା
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ଙ୍କର ଗତକାଲି ଦେହାନ୍ତ ହୋଇଯିବା ପରେ ଆଜି ଜିଲ୍ଲାପାଳଙ୍କ ଙ୍କର ନିର୍ଦେଶ କ୍ରମେ ବ୍ଳକରେ କାର୍ଯରତ ଏବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା କାର୍ଯ୍ୟଵାହୀ ବିଡ଼ିଓ ଭାବରେ କାର୍ଯଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ…