Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର ଗ୍ରହଣ
ବଲାଙ୍ଗୀର (ନିରୋଜ ମିଶ୍ର) : ଟାଉନ ହାଇସ୍କୁଲର ବରିଷ୍ଠ ତଥା ଛାତ୍ରବତ୍ସଳ ଦକ୍ଷ ଶିକ୍ଷକ ଶ୍ରୀ ତ୍ରିଲୋଚନ ମହାପାତ୍ର ଅବସର ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ଟାଉନ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ଭାବେ ଫଟାବାହାଲର ଶ୍ରୀ ତ୍ରିଲୋଚନ ମହାପାତ୍ର ୨୦,୧୧,୧୯୮୭ ମସିହାରେ ନିଯୁକ୍ତ ହୋଇଥିଲେ।…
ଦୁଇଟି ସ୍କୁଲରେ ୩୩୦ ଜଣଙ୍କୁ ପୋଷାକ ଓ ଜୋତା ବଣ୍ଟନ ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଏନଏସି ଅନ୍ତର୍ଗତ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୁଗୁଡା ବ୍ଳକର ଘୋଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୩୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ୩୩୦ ଜଣ ଛାତ୍ରଛାତ୍ରୀଙ୍କୁ…
ପାଞ୍ଚଟି ବିଦ୍ୟାଳୟରେ ପୋଷାକ ବିତରଣ
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକର ପାଞ୍ଚଟି ବିଦ୍ୟାଳୟରେ ମାର୍ଚ୍ଚ ୩୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକରାବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ…
ଓଡ଼ିଶାରେ ପ୍ରଥମ: କିମ୍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍-ଅସ୍ତ୍ରୋପଚାର
ଭୁବନେଶ୍ୱର, : ମାତ୍ର ୩ ଦିନର ଶିଶୁର ହୃଦ୍ ଅସ୍ତ୍ରୋପଚାର କରି ଶିଶୁକୁ ନୂତନ ଜୀବନ ପ୍ରଦାନ କରିଛନ୍ତି କିମ୍ସର ହୃଦ୍ଶଲ୍ୟ ବିଶେଷଜ୍ଞ। ଶିଶୁଟି ରକ୍ତଚାପ ଯୋଗୁଁ ହୃଦ୍ପିଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଜାଣିବା ପରେ ଶିଶୁର ପିତାମାତା କିମ୍ସ ହୃଦ୍ଶଲ୍ୟ ବିଶେଷଜ୍ଞ ଡାକ୍ତର…
ରାଜ୍ୟ ସ୍ତରୀୟ ସଂଘ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଜିଲ୍ଲା ଶାଖା ଗଠନ
ରାୟଗଡ( ସରୋଜ କୁମାତ୍ର ସାହୁ) : ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ରାଜ୍ୟ ସ୍ତରୀୟ ସଂଘ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଜିଲ୍ଲା ଶାଖା ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ରାୟଗଡ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରରେ କାର୍ଯ୍ୟରତ ବିଭିନ୍ନ…
କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନ ରାୟଗଡ ଶାଖାର ନୂତନ ସମ୍ପାଦକ ଦୀପୁ ମାଝିଙ୍କୁ ସମ୍ବର୍ଦ୍ଧନା
ରାୟଗଡ( ସରୋଜ କୁମାତ୍ର ସାହୁ) : ରାୟଗଡ ସଦର ମହକୁମାର ଗଜପତି ଛକ ନିକଟରେ ଥିବା ଫିଟନେସ ଜୋନରେ କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନ ରାୟଗଡ ଶାଖାର ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଚଳିତ ବର୍ଷ ୨୦୨୧ ମାର୍ଚ୍ଚ ମାସ ୨୭ ତାରିଖରେ ଆୟୋଜିତ…
ଟାଇମ୍ସ ହେଲ୍ଥ ଆଇକନ୍ ଆୱାର୍ଡରେ ସମ୍ମମ୍ ସମ୍ମାନିତ
ଏକ ବର୍ଷରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍
ଭୁବନେଶ୍ୱର: ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର । ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଟାଇମ୍ସ…
ଟାଇମ୍ସ ହେଲଥ ଆଇକନ୍ ଆୱାର୍ଡ: ସମ୍ ହସ୍ପିଟାଲର ଆଠଟି ବିଭାଗ ୧ ନମ୍ବର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫାକଲ୍ଟି ଅଫ୍ ମେଡିସିନ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ୮ଟି ବିଭାଗ ୧ ନମ୍ବର ମାନ୍ୟତା ପାଇଛି । ରବିବାର ଏଠାରେ ଆୟୋଜିତ ଟାଇମ୍ସ ହେଲ୍ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ହସ୍ପିଟାଲ୍ ଗୁଡିକ…
ଅଂଶୁଘାତ ମୁକାବିଲା ନେଇ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l
ରାୟଗଡା / ସରୋଜ କୁମାର ସାହୁ :-ରାୟଗଡା ଜିଲ୍ଲାରେ ଚଳିତ ଗ୍ରୀଷ୍ମରେ ଅଂଶୁଘାତ ଜନିତ ସମସ୍ୟାକୁ ମୁକାବିଲା ନେଇ ଜିଲ୍ଲାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷ୍ୟତାରେ ଏକ ବୈଠକ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ…
ଗାଇସିଲେଟ ରେ ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ପଦ୍ମପୁର:- ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ବିଜେପିର ଯୋନ-୧ ଗୁଦେରପାଲି ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିପିନ ବିହାରୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ଶ୍ରୀମାନ ସନତ ଗଡତିଆ, ଜିଲ୍ଲା…