କୁଚିଣ୍ଡା -ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନୂତନ ଉପଜିଲ୍ଲାପାଳ ଭାବରେ ଆଇଏଏସ୍ ଅଫିସର ଆଦିତ୍ୟ ଗୋୟଲ କାର୍ଯ୍ୟରେ ଯୋଗଦାନ କରିଛନ୍ତି l ଶ୍ରୀ ଗୋୟଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କ ଠାରୁ ବିଧିବଦ୍ଧ ଭାବେରେ ଦାୟିତ୍ୱ ଗ୍ରହଣ କରିଛନ୍ତି l କୁଚିଣ୍ଡା ତହସିଲଦାର ପ୍ରତିମା ପିଙ୍ଗ, ବିଡ଼ିଓ ନିଶି ପୁନମ ମିଞ୍ଜ, ଆର ଏମ୍ ସି କର୍ମଚାରୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post