Sign in
Sign in
Recover your password.
A password will be e-mailed to you.
କରୋନା ମହାମାରୀକୁ ବେଳେ ସହଯୋଗ ବଦଳରେ ହୀନ ରାଜନୀତି କରୁଛି ବିଜେପି: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବାବେଳେ ଓଡିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି…
କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର :ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥଳେ ଆମେ କାହାରିକୁ ସମାଲୋଚନା କରିବାକୁ ଚାହୁଁନାହୁଁ । ମାତ୍ର ରାଜ୍ୟ ସରକାର ନିଜ ସଠିକ୍ ଦାୟୀତ୍ୱ ତୁଲାଇବା ପରିବର୍ତେ ଯେଉଁଭଳି ଭାବରେ ଏଭଳି ସଂଗୀନ ମହାମାରୀ ସ୍ଥିତିକୁ ହାଲୁକା ଭାବେ…
କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର :ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥଳେ ଆମେ କାହାରିକୁ ସମାଲୋଚନା କରିବାକୁ ଚାହୁଁନାହୁଁ । ମାତ୍ର ରାଜ୍ୟ ସରକାର ନିଜ ସଠିକ୍ ଦାୟୀତ୍ୱ ତୁଲାଇବା ପରିବର୍ତେ ଯେଉଁଭଳି ଭାବରେ ଏଭଳି ସଂଗୀନ ମହାମାରୀ ସ୍ଥିତିକୁ ହାଲୁକା ଭାବେ…
ବ୍ରଜ କିଶୋର ସିଂ ଭୋଇଙ୍କ ବିୟୋଗ ରେ ଶୋକ ସଭା।
ଟିଟିଲାଗଡ ( ଗୌରବ ଦର୍ଜୀ ) :ଉତ୍କଳ କନ୍ଧ ସମାଜ ଟିଟିଲାଗଡ ଟୁପା ପ୍ରଗଣା ତରଫରୁ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ଠାରେ ଟୁପା ପ୍ରଗଣା ର ସଭାପତି ପଦ୍ମନ ପ୍ରଧାନୀ ଙ୍କ ସଭାପତିତ୍ବରେ ବଲାଙ୍ଗୀର ଜିଲ୍ଲାର ବରପୁତ୍ର , ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲା ସଭାପତି , ସଂଘ ର…
ଦୀନବନ୍ଧୁଙ୍କ ଆତ୍ମହତ୍ୟା ପଛରେ ଥିବା ଖଳନାୟକ ମାନଙ୍କ ପର୍ଦ୍ଦାଫାସ ହେଉ
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାରେ ସହର ସ୍ତବ୍ଧ | ଦୀନବନ୍ଧୁଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ବିଶ୍ବବିଦ୍ୟାଳୟ ସିଣ୍ଡିକେଟର ସୁପାରିଶ ଥିଲେ ମଧ୍ଯ ଦୀନବନ୍ଧୁଙ୍କ…
ଦଶମ ପରୀକ୍ଷା ବାତିଲ ହେଲା, ମଦ୍ରାସା ପରୀକ୍ଷା ବି
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥଗିତ ଥିବା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାତିଲ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ |…
ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ
ବରଗଡ (ଶାସକ ପ୍ରଶାସକ) : ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ । ପଦ୍ମପୁର ରେଂଜ ଗାଇସିଲାଟ ଥାନା ରାଇସଲପଦର ପଞ୍ଚାୟତର ଦୁଇଗୋଟି ଗ୍ରାମରେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୄତ୍ୟୁ । ରାଇସଲପଦର ଗ୍ରାମପାୟତ ଉମରାଡ଼ ଗ୍ରାମରେ ଦୁଇଜଣ ମାଲ ସେଠ ଓ ବିରଞ୍ଚି କୁମ୍ଭାର ଏବଂ ନାଥପାଲି…
ପାଞ୍ଚହଜାର ମୁହାଁ କରୋନା, ଶତାଧିକ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୩ ଜିଲ୍ଲା
ଭୁବନେଶ୍ୱର : ପାଞ୍ଚହଜାର ମୁହାଁ ହୋଇଛି କରୋନା | ଆଜି ପୁଣି ନୂଆ ୪୮୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୨୦୩୭ ଜଣ | ଖୋରଧା ଜିଲ୍ଲାରେ ସର୍ବାଧିକ ୭୦୩ ଜଣ ଚିହ୍ନଟ ହୋଇଥିବା ଦ୍ଵିତୀୟ ସ୍ଥାନରେ ଅଛି ସୁନ୍ଦରଗଡ ୫୧୦ ନୂତନ…
ଦିବଂଗତ ସାମ୍ବାଦିକ ଯତୀଶ ଖମାରି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଟିଟିଲାଗଡ , (ଗୌରବ ଦର୍ଜୀ) -ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଜଲାରାମ ହୋଟେଲ ପରିସରରେ ପାଟଣାଗଡ ର ବରିଷ୍ଠ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରି ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ମହାମାରୀ କୋଭିଡ ୧୯ ର ଭୟାବହତା କୁ ନେଇ ଜାରି ହୋଇ ଥିବା କୋଭିଡ ୧୯ ନିୟମ…
ଦୁଇ ବସ୍ କର୍ମଚାରୀ କୋର୍ଟ ଚାଲାଣ, ପରମିଟ୍ ବାତିଲ ପାଇଁ ପ୍ରସ୍ତାବ
ବେଆଇନ ଭାବେ କଲିକତା ଯାଉଥିଲା ଦାସ୍ ଏଣ୍ଡ୍ ଦାସ ବସ
ବାରିପଦା/ ଦିଲ୍ଲୀପ ମହାନ୍ତି ,: ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ଥିବାବେଳେ ଗତକାଲି ଦାସ ଓଡି-୧୧-ଏସ-୧୧୧୪ ଦାସ ଏଣ୍ଡ୍ ଦାସ ନାମକ ଏକ ଘରୋଇ ବସ ଯାତ୍ରୀ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା। ତେବେ ଏସମ୍ପର୍କରେ ସୂଚନା ପାଇ ବାରିପଦା…