ଭିଜଲାନ୍ସ ଜାଲରେ ଗୋବିନ୍ଦ

0

 

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସହ ସହର ମଧ୍ୟରେ ଅନେକ ଉଚ୍ଚ ପଦାଧିକାରୀ ଆୟବହିଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ତାଙ୍କ ଠିକାଣା ସ୍ଥାନରେ ପହଁଚି ସାରିଥିବା ବେଳେ ଏବେ କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।ଯେଉଁଥିରେ ସେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର(ଜିପିଓ) ଭାବେ କାର୍ଯ୍ୟରତ ଅଛନ୍ତି।ତେବେ ଆଜି ସକାଳୁ ବ୍ଲକ୍ ଗ୍ରାମ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪ ଗୋଟି ବିଭାଗ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁରରେ ଭିଜିଲାନ୍ସ ଟିମ ଚଢ଼ଉ ଜାରି ରଖିଛି।ଏବଂ ତନ୍ନ ତନ୍ନ କରି ଯାଞ୍ଚ ପ୍ରକିୟା ଜାରି ରଖିଛି।ଅନ୍ୟପଟେ

କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓରେ ଚଢ଼ଉ ଜାରି ରହିଥିବା ସୂଚନା ରହିଛି।

Leave A Reply

Your email address will not be published.