Sign in
Sign in
Recover your password.
A password will be e-mailed to you.
ଜଳବାୟୁ ପରିବର୍ତନ ଓ ସବୁଜ ଇନ୍ଧନ ଉପରେ ବିଶ୍ୱର ଉର୍ଜା ନେତୃତ୍ୱଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ବିଶ୍ୱର ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଜଳବାୟୁ ପ୍ରସଙ୍ଗ ଉପରେ ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ…
ମୋହନା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ୟମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥା ଲାଗିରହିଥିବା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି । ଦର୍ଶାଯାଇଥିବା ଅଭିଯୋଗ…
ଇଏ କି କଥା : ଟୀକା କେନ୍ଦ୍ର କିଣିଲେ ୧୫୦, ରାଜ୍ୟ କିଣିଲେ ୪୦୦ ଆଉ ଖୋଲା ବଜାରରେ ୬୦୦ !!!!
ବିପତ୍ତି ସମୟରେ ବେପାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ସରକାର : ସୁପର୍ନୋ ଶତପଥୀ
ଦରରେ ଭିନ୍ନତାକୁ ପ୍ରତିବାଦ କରନ୍ତୁ ରାଜ୍ୟ ସରକାର, କେନ୍ଦ୍ର ସରକାର କଣନ୍ତୁ ହସ୍ତକ୍ଷେପ
ନଚେତ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଟୀକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ ୧୫୦ ଟଙ୍କାରେ…
ନରସିଂହ ମିଶ୍ର କୋଭିଡ଼ ପଜିଟିଭ
ବଲାଙ୍ଗୀର/ ନିରୋଜ ମିଶ୍ର: କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ପୂର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର ନମୁନା ପଜିଟିଭ ଥିବା ଜଣାପଡ଼ିଛି। କରୋନା…
ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର(ଶାସକ ପ୍ରଶାସକ) -ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଜନସେବକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଭିଡ୍ କଟକଣା ମଧ୍ୟରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ…
କୋଭିଡ଼ ନିୟମ ଉଲଙ୍ଘନ ଯୋଗୁଁ ପ୍ରଶାସନ ପକ୍ଷରୁ ମିନାକ୍ଷୀ ଜ୍ବେଲେରୀ ସିଲ
ପଦ୍ମପୁର(ଶାସକପ୍ରଶାସକ)-କୋଭିଡ଼ର ଦ୍ବିତୀୟ ଲହରରେ ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାର ବିଭିନ୍ନ ନିୟମମାନ କରିଛନ୍ତି । ମାକ୍ସ ପରିଧାନ,ସାମାଜିକ ଦୂରତ୍ୱ କୁ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁ ଅମାନିଆ ମାନେ ନିୟମ ଭଙ୍ଗ କରୁଛନ୍ତି…
କିନ୍ନର ଓ ମହିଳା ଚଲେଇବେ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡ଼ି
ବାରିପଦାକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ରଖିବେ
ରୋଜଗାରକ୍ଷମ ହେବାକୁ ନଗର ଉନ୍ନୟନ ବିଭାଗର ଯୋଜନା
ଗଠନ ହୋଇଛି କିନ୍ନର ସ୍ବୟଂସହାୟିକା ଗୋଷ୍ଠୀ
ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ପୌରପାଳିକାରେ ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ବ୍ୟାଟେରୀ ଚାଳିତ…
କିନ୍ନର ଓ ମହିଳା ଚଲେଇବେ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡ଼ି
ବାରିପଦାକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ରଖିବେ
ରୋଜଗାରକ୍ଷମ ହେବାକୁ ନଗର ଉନ୍ନୟନ ବିଭାଗର ଯୋଜନା
ଗଠନ ହୋଇଛି କିନ୍ନର ସ୍ବୟଂସହାୟିକା ଗୋଷ୍ଠୀ
ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ପୌରପାଳିକାରେ ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ବ୍ୟାଟେରୀ ଚାଳିତ…
ଗଳା କାଟି ହତ୍ୟା : ହତ୍ୟାକାରୀ ଫେରାର
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ତୁମୁଡିବନ୍ଧ ବ୍ଲକ ଅଧୀନସ୍ଥ ସିର୍ଲା ପଞ୍ଚାୟତରେ ଟୀଙ୍ଗାଡ଼ି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଥିବାର ଦେଖିବାକୁ ମିଳିଛି l ମଙ୍ଗଳବାର ରାତ୍ର ୮ ଘଣ୍ଟିକା ସମୟରେ ନିଜ ଗୃହ ବାରଣ୍ଡାରେ ଭକ୍ତ ପାଟମାଝୀ ନାମକ ବ୍ୟକ୍ତି ଶୋଇଥିଲେ I ଏହି ସମୟରେ ଘରେ ପଶି…
କରୋନା ମହାମାରୀ ବେଳେ ସହଯୋଗ ବଦଳରେ ହୀନ ରାଜନୀତି କରୁଛି ବିଜେପି: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବାବେଳେ ଓଡିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି…