କୋମନାଠାରେ ଗ୍ରାମ୍ୟନ୍ୟାୟାଳୟ ଏବଂ ସିନାପାଲିଠାରେ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟ ଉଦ୍ଘାଟିତ 

0

ଭୁବନେଶ୍ୱର(ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲାର କୋମନାଠାରେ ଗ୍ରାମ୍ୟନ୍ୟାୟାଳୟ ଏବଂ ସିନାପାଲିଠାରେ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟକୁ ଓଡ଼ିଶାର ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକଫର ଏସ୍. ମୁରଲୀଧର ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତିା ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍.କେ. ସାହୁ ଏବଂ ନୂଆପଡ଼ା କୋର୍ଟର ଆଡମିନିଷ୍ଟ୍ରେଟିଭ୍ ଜଜ୍ ଭର୍ଚୁଆଲ ବୈଠକରେ ଉପସ୍ଥିତ ଥିଲେ | 

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ବିଶ୍ୱଜିତ୍ ମହାନ୍ତି, ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍. ପୂଜାହାରି, ମାନ୍ୟବର ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ, ମାନ୍ୟବର ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ ଉପସ୍ଥିତ ରହି ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ | 

Leave A Reply

Your email address will not be published.