ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ ବିୟୋଗ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ  ବିୟୋଗ । ସେ ଜଣେ ବି ସି ସି ବ୍ୟାଙ୍କର ମ୍ୟାନେଜର ହିସାବରେ କାର୍ଯ୍ୟ ନିର୍ବାହୀ କରି ଅବସର ନେଇଥିଲେ। ସେ ବ୍ୟାଙ୍କ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମଧ୍ୟ କଂଗ୍ରେସ ଦଳ ପରିଚାଳିତ ଉପରେ ସଂପୂର୍ଣ୍ଣ ନଜର ରଖିବା ସହିତ ସଂପୂର୍ଣ୍ଣ ରୁପେ କଂଗ୍ରେସ ଦଳକୁ ଅତି ଭଲପାଉଥଲେ । 

ତାଙ୍କ ଏହି ବୃଦ୍ଧା ବୟସରେ ବିୟୋଗରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା , ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ପୂର୍ବତନ ପାରଳାଖେମୁଣ୍ଡି ପୋୖରାଧ୍ୟକ୍ଷ ସଂଜୟ ଅଧିକାରୀ , ରାଜା ପାତ୍ର , ପୂର୍ବତନ କାଉନସିଲର ତ୍ରୀନାଥ ପାତ୍ର ପ୍ରମୁଖ ପାରଳାଖେମୁଣ୍ଡି କଂଗ୍ରେସ ଦଳ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.