କୋଭିଡ୍ ସଂକ୍ରମଣର ଦ୍ଵିତୀୟ  ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ

ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର,: ଦେଶବ୍ୟାପୀ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଓଡିଶା ରାଜ୍ୟ ମଧ୍ୟ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ…

ଯୁବ ପିଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତି : ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଯୁବଜନତା ଦଳ ପକ୍ଷରୁ କୃତଜ୍ଞତା ।

ଯୁବ ପିଢିଙ୍କୁ ନିଶୁଳ୍କ ଟୀକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବଜନତା ଦଳ ପକ୍ଷରୁ ୱେବିନାର  ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଅଛି ।ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା  ବିଧାୟକ ଡଃ. ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ମୁଖ୍ୟ ଅତିଥି…

ନିଷିଦ୍ଧାଞ୍ଚଳ ଘୋଷଣା ହେଲା ୫ ନମ୍ବର ୱାର୍ଡ଼

ବୁଗୁଡା( ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) : ବୁଗୁଡା ସହରର ୫ ନମ୍ବର ୱାର୍ଡ଼ ଏପ୍ରିଲ ୨୮ ତାରିଖ ସନ୍ଧ୍ୟାରୁ ନିଷିଦ୍ଧାଞ୍ଚଳ ଭାବେ ପ୍ରଶାସନ ଘୋଷଣା କରିଥିବା ଜଣାପଡିଛି। ଏହି ୱାର୍ଡରେ ଏକାଧିକ କରୋନା ପଜିଟିଭି ଚିହ୍ନଟ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୱାର୍ଡର…

କୋଭିଡ ନିୟନ୍ତ୍ରଣ ନିମନ୍ତେ 24ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲେ ଜିଲ୍ଲାପାଳ l

ରାୟଗଡ:-(ସରୋଜ କୁମାର ସାହୁ)-ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ରାୟଗଡ ଜିଲାରେ 24ଘଂଟିଆ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯାଉଛି l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚଦ୍ର ପଣ୍ଡାଙ୍କ ତତ୍ତ୍ୱlବଧାନରେ…

 ପିପିଲି ନିର୍ବାଚନମଣ୍ଡଳୀ ବିଜେଡି  ବରିଷ୍ଠ ନେତା ଦିଲ୍ଲୀପ ଦାସଙ୍କ ପରଲୋକ 

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଯଶୁଆପୁର ଗ୍ରା.ପ ର ସଭାପତି ଦିଲ୍ଲୀପ କୁମାର ଦାସଙ୍କର  ଆଜି  ହୃଦଘାତରେ ପରଲୋକ  ହୋଇଯାଇଛି | ଗତ କିଛି ଦିନ ହେଲା ସ୍ବର୍ଗତ ଦାସ ଅସୁସ୍ଥ ଥିଲେ | ଆଜି ତାଙ୍କୁ ଭୁବନେଶ୍ୱରରେ ମେଡିକାଲ ଚିକତ୍ସା…

ଦେଶରେ ମେଡ଼ିକାଲ ଅକ୍ସିଜେନର ଯୋଗାଣ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା – ଧର୍ମେନ୍ଦ୍ର…

ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ନିଷ୍ପତି ପ୍ରସଙ୍ଗ ଭୁବନେଶ୍ୱର, – ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠା…

ଜୀବନ ଥାଉ ଜୀବିକା ବି ଥାଉ, କାହାର ଯେମିତି କିଛି  ଅସୁବିଧା ନହେଉ : ଜିଲ୍ଲାପାଳ 

ଦୋକାନ ବଜାର ଖୋଲିବା ସମୟ ପରବର୍ତ୍ତନ ନିମନ୍ତେ ପ୍ରଶାସନକୁ ଅନୁରୋଧ ଜଣାଇଲେ ରାୟଗଡର ବିଭିନ୍ନ ବାଣିଜ୍ୟକ ସଂଗଠନ   ରାୟଗଡ/ ସରୋଜ କୁମାର ସାହୁ -ରାୟଗଡ ସହରର ବିଭନ ବଣିକ ସଂଘର କର୍ମକର୍ତ୍ତାମାନେ ଆଜି ଆପରାହ୍ନରେ ଜିଲ୍ଲାପାଳ ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ନିଜ ଆଡୁ ଆସି ଭେଟି…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ):ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛିା ଏହି ଅବସରରେ ରାଜଭବନସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା  ସକାଳ ୭.୩୦ ମିନିଟ୍ ସମୟରେ…

ଦୁଇ ଦିନ ଅନ୍ତର ରେ ମା ପୁଅଙ୍କ ମୃତ୍ୟୁ, ବାପା ଶଯ୍ୟାଶାୟୀ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ନିଲଜିପତ୍ରା (ପତ୍ରାପାଲି) ଗ୍ରାମ ରେ ପ୍ରଥମେ ଦୁକାଳୁ ସତନାମୀ(୬୫) ଙ୍କ ପତ୍ନୀ ଦୁଇ ଦିନ ପରେ ତାଙ୍କ ପୁଅ ମନିରାମ ସତନାମୀ(୪୫) ଙ୍କ ମୃତ୍ୟୁ ହୋଇଯାଇଅଛି।କେଉଁ କାରଣ ରୁ ଏମାନଙ୍କ ମୃତ୍ୟୁ ଘଟିଛି…

ଆଉ କେତେ ସରି ହେଲେ ଚେତିବା ଆମେ !!!

ଜିଲ୍ଲାରେ କୋଭିଡ-୧୯ କଟକଣାକୁ ମାନୁ  ନାହାଁନ୍ତି  ଜିସିଡି ହାଇସ୍କୁଲ ପଡିଆରେ ଥିବା ମାଛ ଓ ମାଂସ ଦୋକାନୀ  ରାୟଗଡ(ସରୋଜ କୁମାର ସାହୁ): ସମଗ୍ର ଦେଶରେ କୋରନା ଉଗ୍ର ରୂପ ନେଇ ସାରିଛି । ଦିନକୁ ଦିନ କୋରନା ରୋଗୀଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ଡାକ୍ତରଖାନାରେ ବେଡର ଅଭାବ ଘୋର ସଙ୍କଟ…