Sign in
Sign in
Recover your password.
A password will be e-mailed to you.
ରଘୁନାଥ ମନ୍ଦିର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ସହକାରୀ ଦେବୋତ୍ତର କମିଶନର
ମନ୍ଦିର ନିକଟ ରାସ୍ତାରେ ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରବେଶ ପଥ ରାସ୍ତାର ଉଭୟ ପାଖରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହ ସଂକୀର୍ଣ୍ଣ ହୋଇଥିବା ପ୍ରବେଶ ପଥକୁ ପ୍ରଶସ୍ତ କରାଯିବ । ଏଥି ସହିତ…
ମନ୍ଦିର ମଠ ସୁରକ୍ଷା ସମିତି ପକ୍ଷରୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ…
ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ଏବଂ ଉକ୍ତ ଅନୁଦାନରେ…
ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କୁ ପଦୋନ୍ନତି
ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କୁ ଆଜି ପଦୋନ୍ନତି ମିଳିଛି। ଶ୍ରୀ ଖଣ୍ଡାୟତରାୟଙ୍କୁ ଏସଆଇରୁ ଆଇଆଇସି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଅତୀତରେ ଗଣିଆ ଥାନାରେ କାର୍ଯ୍ୟ କରୁଥିବା ବେଳେ ଦୀପକ ଖଣ୍ଡାୟତରାୟଙ୍କୁ ଜିଲ୍ଲାର ଶ୍ରେଷ୍ଠ…
ସାମ୍ବାଦିକ ତଥା “ଘୁମୁସର ର ସ୍ୱର”ର ସମ୍ପାଦକଙ୍କ ବିୟୋଗରେ ଶୋକ ସଭା
ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବାଲିପଦରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା, ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ୱର" ପକ୍ଷରୁ ଆୟୋଜିତ ୯୮ ତମ ପୂର୍ଣ୍ଣିମା ସାହିତ୍ୟ ଆସରରେ ସାମ୍ବାଦିକ ତଥା ଅନୁଷ୍ଠାନ ର ସମ୍ପାଦକ ସ୍ୱର୍ଗତ ରତ୍ନାକର…
ଛଅଟି ସେକ୍ଟର ଦ୍ୱାରା ଘରକୁ ଘର ଯାଇ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା
ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ନୋଡାଲ ଅଫିସର ଥିବା ବେଳେ ସମଗ୍ର ବୁଗୁଡା ଅଞ୍ଚଳକୁ ୬ ଟି ସେକ୍ଟରରେ ବିଭକ୍ତ କରି ପ୍ରତ୍ୟେକ ସେକ୍ଟରରେ ଏକ…
ବୁଗୁଡା ମେଡ଼ିକାଲ ଆଉଟ ଡୋର ବନ୍ଦ, ସାନିଟାଇଜ ହେଲା ବୁଗୁଡା ସହର ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା); ଗତକାଲି ବୁଗୁଡା ସହରର ୫ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ ଭାବେ ସନ୍ଧ୍ୟାରେ ଘୋଷଣା ହୋଇଥିବା ବେଳେ ସେହି ୫ ନମ୍ବର ୱାର୍ଡର ୪୫ ବର୍ଷର ଜଣେ କରୋନା ପଜିଟିଭି ଚିହ୍ନଟ ବ୍ୟବସାୟୀ ହୋମ୍ କ୍ବାରାଣ୍ଟଇନ ଥିବା ବେଳେ ରାତ୍ର ପ୍ରାୟ ଦୁଇଟା ସମୟରେ ଗୁରୁତର…
ଭାରତ ସ୍କାଉଟ ଓ ଗାଇଡ଼ ପକ୍ଷରୁ ଜଳଛତ୍ର
ବୁଗୁଡା (ଡ଼ଃ.କୁମିଡ ଚନ୍ଦ୍ର ବେହେରା) ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ ପକ୍ଷରୁ ଶ୍ରୀକର ଭଞ୍ଜ ଓପେନ ୟୁନିଟ ଦ୍ୱାରା ବୁଗୁଡାରେ ଏପ୍ରିଲ ୨୯ ତାରିଖ ଦିନ ଏକ ଜଳଛତ୍ର ସେବା କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ…
୧୦୪ ଓ ୧୯୨୯ ସହାୟତା ନମ୍ବରକୁ ସମନ୍ୱିତ କରାଯାଇଛି- ଅନୁ ଗର୍ଗ
କୋଭିଡ୍ ହେଲ୍ପ୍ ଲାଇନ୍ ପରିଚାଳନା ସଂପର୍କିତ ସମନ୍ୱୟ ବୈଠକ
ଭୁବନେଶ୍ୱର : ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବି.ଏମ୍.ସିର କୋଭିଡ୍ ସହାୟତା ନମ୍ବର ୧୯୨୯ ଏବଂ ସ୍ୱାସ୍ଥ୍ୟ…
କୋଭିଡ୍ ସଚେତନତା : ଏ ମାସରେ ୩୫୦ଟି କୋଚିଂ ସେଣ୍ଟର ଏବଂ ଦୋକାନ ସିଲ୍
ଭୁବନେଶ୍ୱର : କୋଭିଡ୍ କଟକଣା ପାଇଁ ପଦକ୍ଷେପ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଏପ୍ରିଲ ୨୦୨୧ରେ ମାସ୍କ ନପିନ୍ଧିଥିବା ଦେଢଲକ୍ଷ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୩୫୦ଟି କୋଚିଂ ସେଣ୍ଟର ଏବଂ ଦୋକାନ ସିଲ୍…
ବୁକୁରାମୁଣ୍ଡା ସିଏଚସିରେ ପର୍ଯ୍ୟାପ୍ତ ପରିମାଣରେ କରୋନା ଟେଷ୍ଟିଙ୍ଗ କିଟ ଯୋଗାଇଦେବା ଦାବିରେ ବୀର ସାବରକର ଯୁବକ ସଂଘ…
ପଦ୍ମପୁର(ଶାସକପ୍ରଶାସକ)-ସଂପ୍ରତି ଦ୍ୱିତୀୟ ଲହର କରୋନା ମହାମାରୀ ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ରେ ତାର କାୟା ବିସ୍ତାର ପ୍ରବଳ ରୁ ପ୍ରବଳତର ଭାବେ କରିବାରେ ଲାଗିଛି lହେଲେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିର୍ଭର କରୁଥିବା ସରାଇକେଲା ଗ୍ରାମ…