Sign in
Sign in
Recover your password.
A password will be e-mailed to you.
ମଙ୍ଗନ ଭୋଜି ଖାଇ ଜଣେ ମହିଳା ମୃତ,୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରୁମଵାଙ୍କତରା ଗ୍ରାମର ଆଡୁଆସାହିରେ ମଙ୍ଗନ ଭୋଜିଖାଇ ଜଣେ ମହିଳାଙ୍କ ଶୁକ୍ରବାର ଵିଳମ୍ଵିତ ରାତିରେ ଚିକିତ୍ସା ସମୟରେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାଵେଳେ ୨୫ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସରକାରୀ/ ଵେସରକାରୀ…
ରହିଲା ଧର୍ମେନ୍ଦ୍ରଙ୍କ ଅନୁରୋଧ : ତାଳଚେର ଏମସିଏଲ୍ ହସ୍ପିଟାଲ କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ
ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର- ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା ସହ ଆନୁଷଙ୍ଗିକ…
ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ କରି କୋରୋନା ସଂକ୍ରମିତଙ୍କୁ ଡାକ୍ତରଖାନା ନେଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ତବଡା ଗ୍ରାମରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଜଣେ ବ୍ୟକ୍ତି ଫୋନ କରି କହିଲା ଯେ ତାଙ୍କର ଭାଇ କୋରୋନା ସଂକ୍ରମିତ ହୋଇ କଷ୍ଟ ପାଉଛନ୍ତି । ଏହି ଖବର ଶୁଣିବା ମାତ୍ରେ କାଳ ବିଳମ୍ବ ନକରି ବା ଆମ୍ବୁଲାନ୍ସ ଡ୍ରାଇଭରର ଆସିବାକୁ ଅପେକ୍ଷା ନକରି…
ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ ; ଚିନ୍ତାରେ ପାଞ୍ଚପ୍ରାଣୀ
ଭଞ୍ଜନଗର (ନିଲୁ ବିଷୋୟୀ ) - ବାପା ମାଆ,ସ୍ତ୍ରୀ ପିଲା ଛୁଆ କୁ ନେଇ ପାଞ୍ଚପ୍ରାଣୀ କୁଟୁମ୍ବ ଆଉ ବୁଢାକାଳେ ପୁଅ ସହାୟ ହେବ ବୋଲି ବାପା ମା ଆଶା ରଖିଥିଲେ ହେଲେ ଦଇବ ଦାଉସାଧିଲା । ଚଳ ପ୍ରଚାଳ ହେବାକୁ ଏବେ ବାପା ମାଆ ଙ୍କ ବଳ ପାଉନି ଆଉ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ପ୍ରତି ୩ଦିନକୁ…
ଭୁତାଣୁ ହଜାଇଦେଉଛି ମଣିଷ ପଣିଆ :ମାନବିକତା ଦେଖାଇଲେ ବିଜେଡି ଯୁବ ନେତା ପ୍ରଦ୍ୟୁମ୍ନ
ବରଗଡ :- ବରଗଡ଼ ଜିଲ୍ଲାର ବରପାଲିରେ ଦେଖିବାକୁ ମିଳିଛି ଏକ କରୁଣ କାହାଣୀ । ପୁଅକୁ ଗତ 22 ତାରିଖରେ ହୋଇଥିଲା କରୋନା ପଜିଟିଭ | ପୁଅର ଚିନ୍ତା କରି ଶେଷ ରେ ଆଖି ବୁଝିଥିଲେ 75 ବର୍ଷୀୟ ବୃଦ୍ଧ ବାପା । ବିଡମ୍ବନାର କଥା ଶେଷ କୃତ୍ୟ ପାଇଁ କେହି ପହଁଚିଲେ ନାହିଁ । କାରଣ କାଲେ ଆମକୁ କରୋନା…
ଗୋଟେ ଦିନରେ ଦଶ ହଜାରରୁ ଉର୍ଧ୍ଵ ଆକ୍ରାନ୍ତ
ଖୋର୍ଦ୍ଧା ୧୮୦୦ ଉପରେ, ସୁନ୍ଦରଗଡ ହଜାରେ ପାଖାପାଖି
ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୨୪ ଜିଲ୍ଲା
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୫୪୬୦୭ , ସୁସ୍ଥ ହୋଇସାରିଲେଣି ୩୮୫୪୧୪
ଭୁବନେଶ୍ୱର : ଗତ ୨୪ ଘଣ୍ଟାଭିତରେ ସମଗ୍ର ଦେଶରେ ମୋଟ ୪,୦୧,୯୯୩ ଜଣ…
ଷ୍ଟିଲ ଉଦ୍ୟୋଗ ଦ୍ୱାରା ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା ହେଉଛି – ଧର୍ମେନ୍ଦ୍ର ପ୍ରଧାନ
ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର – କୋଭିଡ୍-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ…
ଆସିଲା ଦେଢ଼ଲକ୍ଷ ଡୋଜ କୋଭାକସିନ : ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ ଆରମ୍ଭ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆଜି ବିଳମ୍ବିତ ସଂଧ୍ୟାରେ ଦେଢ଼ ଲକ୍ଷ ଡୋଜ୍ କୋଭାକସିନ ଟିକା ଭୁବନେଶ୍ୱରରେ ପହଞ୍ଚିଛି । ରାଜ୍ୟ ସରକାର ସିଧାସଳଖ ଏହି ଟିକା ଭାରତ ବାଇଓଟେକ୍ କମ୍ପାନୀଠାରୁ କିଣିଥିବା ଜଣାପଡିଛି । ଆସନ୍ତା ୩…
ମିଛ ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା କଲା ସରପଞ୍ଚଙ୍କ ପୁଅ
ଭଦ୍ରକ, ( ସତ୍ୟଭୂଷଣ ସ୍ବାମୀ ):ଗୋଟିଏ ୧୯ ବର୍ଷର ନିରୀହ ଝିଅକୁ ଜନୈକ ସରପଞ୍ଚଙ୍କ ପୁଅ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ଶାରିରୀକ ସଂପର୍କ ରଖିବା ପରେ ବିବାହ କରିବା ନାମରେ ଭୁବନେଶ୍ଵର ନେଇ ଜଣେ ବନ୍ଧୁଙ୍କ ଘରେ ରଖି ପୁଣି ଗାଁକୁ ଆସ ଏଠାରେ ପରସ୍ପର ପରିବାରର ବୁଝାମଣା ଭିତରେ ବାହାଘର…
୨୦୨୧ ନିମନ୍ତେ ଶ୍ରେଷ୍ଠ ପ୍ରଧ୍ୟାପକ ସମ୍ମାନରେ ସୋଆ ପ୍ରଫେସର ସମ୍ମାନିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଦୀର୍ଘ ଦିନ…