କୁଚିଣ୍ଡା – ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ କୁଚିଣ୍ଡା ବ୍ଲକ ବାଙ୍କେ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ନିର୍ମାଣ ହୋଇଥିବା ହରିଜନ ପଡ଼ା ଯାତ୍ରା ମଣ୍ଡପ , ପଞ୍ଚାୟତ ବାସଗୃହ, ମହିଳାମାନଙ୍କ ମିଶନ ଶକ୍ତି ଗୃହ ଉଦଘାଟନ କରିଛନ୍ତି l ଏହି ଅବସରରେ କୁଚିଣ୍ଡା ବିଡ଼ିଓ ଦାୟିତ୍ୱରେ ରହିଥିବା ଏବିଡ଼ିଓ ସହଦେବ ନନ୍ଦ, ଚେୟାରମ୍ୟାନ ତିଳୋତ୍ତମା ନାଏକ, ସରପଞ୍ଚ ସଞ୍ଜୟ ସମର୍ଥl, ସମିତି ସଭ୍ୟା ପାର୍ବତୀ ନାଏକ, ପଞ୍ଚାୟତ କର୍ମଚାରୀ, କୁଚିଣ୍ଡା ନଗର ବିଜେଡି ସଭାପତି ସଞ୍ଜୟ ବେହେରା, ଅକ୍ଷୟ ପଟେଲ, ଏସଏସଜି ଗ୍ରୁପ କର୍ମକର୍ତ୍ତା, ଓ ଗ୍ରାମବାସୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.