Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁବାସ ସାହାରେ ଆଉ ନାହାନ୍ତି
ବରଗଡ / ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା "ଶାସକ ପ୍ରଶାସକ"ର ଝାରସୁଗୁଡା ଜିଲ୍ଲା ପ୍ରତିନିଧି ଶ୍ରୀ ସୁବାଷ ସାହାରେ ଆଉ ନାହାନ୍ତି | ତାଙ୍କର ଆଜି ସକାଳେ ଝାରସୁଗୁଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଅସୁସ୍ଥ ହୋଇ …
ଅମାନିଆ ହୋଇଛି କରୋନା, ଭୁତାଣୁର ଲମ୍ବା ଡିଆଁ: ଗୋଟେ ଦିନରେ ୮ ହଜାରରୁ ଉର୍ଧ୍ଵ ଆକ୍ରାନ୍ତ
ଖୋର୍ଦ୍ଧା ୧୮୦୦ ଉପରେ, ସୁନ୍ଦରଗଡ ହଜାରେ ପାଖାପାଖି
ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୯ ଜିଲ୍ଲା
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୨୮୫୧୫ , ସୁସ୍ଥ ହୋଇସାରିଲେଣି ୩୭୧୨୦୦
ଭୁବନେଶ୍ୱର : ଆଜି ଅମାନିଆ ହୋଇଛି କରୋନା | ଆକ୍ରାନ୍ତଙ୍କ…
ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।
ଯଶସ୍ବୀ ସାରସ୍ବତ ସାଧକ , ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଭାରତୀୟ କଥା…
କୋଭିଡ଼ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ
ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଗସ୍ତରେ ଆସି କୋଭିଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି | ଡାକ୍ତରଖାନାର ଅଧିଖ୍ୟକ ଡ. ମହେନ୍ଦ୍ର ନାଏକ ଓ ଅନ୍ୟ ବରିଷ୍ଠ କର୍ମଚାରୀ ଙ୍କ ସହ କୋଭିଡ ଆଇସୋଲେସନ୍, ଆଇସିୟୁ…
କରୋନା ଆଳରେ ଚାଲିଛି କଲାବଜାରୀ !!!
ପଦ୍ମପୁର(ଶାସକପ୍ରଶାସକ)- କରୋନାର ଦ୍ବିତୀୟ ଲହର ସମଗ୍ର ଓଡ଼ିଶାରେ କାୟା ବାସ୍ତାର କରିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ନିୟମ ମାନ କରିଛନ୍ତି । ଛତିଶଗଡ଼ ରାଜ୍ୟରେ କରୋନା ଅଧିକ ସଂକ୍ରମଣ ହେଉଥିଲା ତେଣୁ ରାଜ୍ୟ ସରକାର ଛତିଶଗଡ଼ ସିମାନ୍ତବର୍ତ୍ତୀ ଦଶ ଗୋଟି…
ଆରପାରିରେ କଥା ସମ୍ରାଟ ମନୋଜ ଦାସ।
ମହାନିଦ୍ରାରେ କଥା ସାମ୍ରାଜ୍ୟର ସମ୍ରାଟ ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ| ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି |
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ହଜିଗଲା ମାନବିକତା : କୋରୋନା ଭୟରେ ୧୪ ଘଣ୍ଟା ଧରି ପଡ଼ିରହିଲା ଶବ
ପଦ୍ମପୁର: ହଜିଗଲା ମାନବିକତା ,କରୋନା ଭୟରେ ଛୁଇଁଲେନି ସମ୍ପର୍କୟ ,୧୪ ଘଣ୍ଟା ଧରି ପଡିରହିଲା ଶବ । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଜାମୁଟବାହାଲ ଗ୍ରାମରେ ।ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ…
ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତି ଜୀବନ ରକ୍ଷା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରହିଛି – ମୁଖ୍ୟମନ୍ତ୍ରୀ
https://www.youtube.com/watch?v=EEb-omyENMk
ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ବେଡ୍ ଉପରୁ ଚାପ କମିବ, ଜୀବନମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହେବ
ପର୍ଯ୍ୟାପ୍ତ ଜରୁରୀ ଔଷଧ ମହଜୁବ ଓ ଅକ୍ସିଜେନ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୂତ୍ବ
ଗୋଷ୍ଠୀକୁ…
ଲୋକଙ୍କ ଜୀବନ ଆଗ – ଭୋଟ ପଛ : ପ୍ରଦୀପ
କରୋନା ମହାମାରୀର ଉଗ୍ର ରୂପ ଓ କାୟା ବିସ୍ତାରକୁ ନେଇ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦାବି
ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀର ୨ୟ ଲହରୀର ପ୍ରଭାବ ତୀବ୍ର ବୃଦ୍ଧି ପାଇବାକୁ ନେଇ ରାଜ୍ୟବାସୀ ଓ ପିପିଲି ନିର୍ବାଚନ…
ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ସଦର ମହକୁମାରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀ ଧର ଭର୍ଚୁଆଲ ମୋଡ଼ରେ ଏହି ବହୁ ପ୍ରତୀକ୍ଷିତ ଅତିରିକ୍ତ…