ରାଜ୍ୟ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଭାବରେ  ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

6944 କାର୍ଯ୍ୟରତ ସାମ୍ବାଦିକମାନେ ଉପକୃତ ହେବେ | ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଘୋଷଣା କରିଛନ୍ତି। ଏଥିପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ରାଜ୍ୟରେ ଜାରି ହେଲା ସମ୍ପୂର୍ଣ୍ଣ ଲକ ଡାଉନ : ସରକାର  କଲେ ଘୋଷଣା 

ଭୁବନେଶ୍ୱର : କରୋନାର ପ୍ରାବଲ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜାରି କରିଛନ୍ତି ସମ୍ପିର୍ଣ୍ଣ ଲକଡାଉନ | ସରକାର  କଲେ ଘୋଷଣା | ଏହି ଲକ ଡାଉନ ଆସନ୍ତା ମେ ୫ ତାରୀଖ ସକାଳୁ ମେ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ | ଏ ସମୟରେ ଅତ୍ୟାବଶ୍ୟକ ସେବା ବଳବତ୍ତର ରହିବ ବୋଲି…

ପାଉଣା ଛାଡ଼କଲା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର

ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ  ଗତବର୍ଷ ଓ ଚଳିତ ଶିକ୍ଷା ବର୍ଷର କେତକ ପାଉଣା ଛାଡ କରାଯାଇଥିବା ଅଧ୍ୟକ୍ଷା ରଶ୍ମିରେଖା ସାହୁ ପ୍ରକାଶ କରିଛନ୍ତି। କଳମ୍ବ ଶ୍ରୀ ଅରବିନ୍ଦ…

ପୋଲସରାର ସବୁଜ ମଣିଷ ପଦ୍ମନାଭ ପ୍ରଧାନ

ପୋଲସରା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୃକ୍ଷ ହିଁ ଜୀବନ। ବୃକ୍ଷ ଓ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ଗ୍ରୀଷ୍ମର ପ୍ରଚଣ୍ଡ ନିଆଁରେ ଜଳଛୁ ସାରା ବିଶ୍ୱ ଓ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବ ଜଗତ । ସେଥିପାଇଁ ପରିବେଶର ସୁରକ୍ଷା ଓ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ ସମଗ୍ର ବିଶ୍ୱ ଆଜି ତପ୍ତର । ସରକାରୀ ଓ…

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା:ଶ୍ରୀଜିଉଙ୍କ ଯୁଦ୍ଧ ଯାତ୍ରା ବେଶ ଓ ରାବଣ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଭକ୍ତରାଜ ହନୁମାନ ଓ ଯୁବରାଜ…

ଆଜି କମିଛି କରୋନା : ତଥାପି  ୮  ହଜାରରୁ ଉର୍ଧ୍ଵ ଆକ୍ରାନ୍ତ 

ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୨୪ ଜିଲ୍ଲା ରାଜ୍ୟରେ ଏଯାବତ ମୋଟ  ପଜିଟିଭ ୪୬୨୬୨୨, ସୁସ୍ଥ ହୋଇସାରିଲେଣି ୩୯୧୦୪୮      ଭୁବନେଶ୍ୱର :  ଗତକାଲି ଅପେକ୍ଷା ଆଜି କମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ |  ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି…

ନିର୍ମାଣ ହେଲା ତୁମୁସିଙ୍ଗିଆ ଘାଇ : ହେଲେ ଲୋକଙ୍କ କାମରେ ଆସୁନି 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ହେବ I ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡର ରଟିଙ୍ଗିଆ, ଡଡାପଡ଼ା, ସରସୁନିଙ୍ଗିଆ, ତୁମୁସିଙ୍ଗିଆ, କଲାନାଜୁ,…

ସଂଜୟ ମହାନ୍ତି ରେଲୱେ ବୋର୍ଡର ନୂଆ ମେମ୍ବର

ଭୁବନେଶ୍ୱର : ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚର  ବରିଷ୍ଠ ଅଧିକାରୀ ସଂଜୟ କୁମାର ମହାନ୍ତି ନୂଆଦିଲ୍ଲୀସ୍ଥ ରେଳ ମନ୍ତ୍ରଣାଳୟର ରେଲୱେ ବୋଡର଼୍ର ନୂଆ ମେମ୍ବର (ଅପରେସନ୍ ଓ ବିଜ୍ନେସ୍ ଡେଭେଲପ୍ମେଣ୍ଟ) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଏହି…

ସ୍ଥାନୀୟ ମ‌ହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥଙ୍କ ବିୟୋଗରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମ‌ହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥ ଆଉ ନାହାଁନ୍ତି। ୩୦-୪-୨୧ ତାରିଖ  ସକାଳେ  ବ୍ରହ୍ମପୁର ଅଶ୍ଵିନୀ ହସ୍ପିଟାଲରେ କରୋନାରରେ  ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। …

ଝାରସୁଗୁଡ଼ାରୁ ଦେଶର ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ 

ପଶ୍ଚିମ ଓଡିଶାବାସୀ ଅଧିକ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ସ୍ପାଇସଜେଟ୍ ପକ୍ଷରୁ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହର ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର  ଲୋକମାନେ ଅଧିକ…