ଦିବ୍ୟାଙ୍ଗ ମହିଳାଙ୍କୁ ହ୍ୟୁଇଲ ଚେଆର ପ୍ରଦାନ କଲେ ଗୌତମ ସିଂ

0 2

ବରଗଡ :-ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଝାରବନ୍ଦ ପଞ୍ଚାୟତର ପତ୍ରାଗୁଡା ଗ୍ରାମରେ ୪୦ବର୍ଷର ଦିବ୍ୟାଙ୍ଗ ମହିଳା ବାସନ୍ତୀ ମାଝିଙ୍କୁ ବିଧାୟକ ବିଜୟ ରଞନ ସିଂ ବରିହା ଙ୍କ ନିର୍ଦେଶ ରେ ଏକ ହ୍ୟୁଇଲ ଚେଆର ପ୍ରଦାନ କରିଥିଲେ ପାଇକମାଲ ବିଜୁ ଯୁବଜନତା ଦଳ ବ୍ଲକ ସଭାପତି ଗୌତମ ସିଂ। ଏହି କାର୍ଯ୍ୟକୁ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଛି।ଗୌତମ ସିଂ ଙ୍କ ସାଙ୍ଗରେ ଜିଲ୍ଲାପରିଷଦ ବିଶ୍ୱନାଥ ବାଗ ବିଜେଡି ଆଇଟି ବ୍ଲକ କୋଡିନେଟର ରାଜେନ୍ଦ୍ର କୁମାର ପ୍ରଧାନ ବିଜେଡି ଡିଜିଟାଲ ସେକ୍ରେଟାରୀ ସରାପ ବିଜେଡି ସେକ୍ରେଟାରୀ ବେଣୁଧର ଭୋଇ ଉପସ୍ଥିତ ଥିଲେ।

Leave A Reply

Your email address will not be published.