Sign in
Sign in
Recover your password.
A password will be e-mailed to you.
ଆଜିଠୁ ବରଗଡ଼ ସହରରେ ଗଡ଼ିଲା ସଂକଲ୍ପ ରଥ”
ବରଗଡ଼ :- କରୋନାର ଦ୍ଵିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟାବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀ କାଳୀନ ସମୟରେ ଲୋକଙ୍କୁ ଚିକିତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ ହେଲା "ସଂକଲ୍ପ ରଥ"…
ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ
ଶ୍ରୀ ଦରୱାନଙ୍କର ଠାରୁ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ପାତ୍ର
ବରଗଡ :- ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ତ୍ରିଲୋଚନ ପାତ୍ର | ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ର…
ମମତାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ସକାଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ବିଧାନସଭା ନିର୍ବାଚନରେ ତାଙ୍କ ଦଳର ଆଶାତୀତ ବିଜୟ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ …
ଗ୍ରାମ୍ୟ କୃଷିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ
ରାୟଗଡ଼ା/ ସରୋଜ କୁମାର ସାହୁ : ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗ୍ରାମ୍ୟ କୃଷିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯୋଗ୍ୟ ପ୍ରାର୍ଥୀ ଚାକିରୀ ପାଇବାରୁ ବଂଚିତ ହୋଇଥିବା ସୂଚନା ମିଳିଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୫ ବର୍ଷ ପରେ ନିଯୁକ୍ତି ନାମରେ…
ବିନା ଶ୍ରଦ୍ଧାଳୁରେ ସରିଲା ଶ୍ରୀରାମ ନବମୀ ଯାତ୍ରା
ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କ ଦୁର୍ଲ୍ଲଭ ରାଜ୍ୟାଭିଷେକ ବେଶ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୟାଗଡ ଜିଲ୍ଲା ଓଡଗାଁରେ ବିରାଜିତ ପ୍ରଭୁ ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ମହାର୍ଘ୍ୟ ଶ୍ରୀରାମ ନବମୀ ଯାତ୍ରା ବିନା ଶ୍ରଦ୍ଧାଳୁରେ ସମାପନ ହୋଇଛି ଶେଷ ସନ୍ଧ୍ୟାରେ ରାଜ୍ୟାଭିଷେକ ବେଶ ସହ | ।…
ମାରୱାଡି ଯୁବାମଂଚ ପକ୍ଷରୁ ରକ୍ତଦାନ ଶିବିର,୩୨ ୟୁନିଟ ରକ୍ତ ସଂଗ୍ରହ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ଧର୍ମଶାଳା ଠାରେ ମାରୱାଡି ଯୁବାମଂଚ ଓ ଜାଗୃତି ଶାଖା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଯୁବା ମଂଚର ସଭାପତି ହରିଶଙ୍କର ଅଗ୍ରୱାଲ,ସଂପାଦକ ଆଶୁତୋଷ ଅଗ୍ରୱାଲ,ଉପ ସଭାପତି ଭଜନ ଅଗ୍ରୱାଲ,ରକ୍ତ ସଂଯୋଜକ ଜୟପ୍ରକାଶ…
ମୋହନାରେ ଶ୍ରମିକ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମେ ୧ ତାରିଖ ବିଶ୍ଵ ଶ୍ରମିକ ଦିବସ ଅବସରରେ ମୋହନା ଆଞ୍ଚଳିକ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କୋଭିଡ଼-୧୯ର ନିୟମ ପ୍ରକାରେ ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ…
ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭରଚୁଆଲ ଶୋକ ସଭା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା…
ବିଜେତାଙ୍କୁ ନବୀନ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର : ଚାରି ରାଜ୍ୟର ନିର୍ବାଚନ ଫଳ ବାହାରିବା ପରେ ବିଜୟୀ ମୁଖ୍ୟମନ୍ତ୍ରୀ ଓ ରାଜନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ, କେରଳର ମୁଖ୍ୟମନ୍ତ୍ରୀ ପି ବିଜୟାନଙ୍କୁ…
କଣ ରହିବ ଲକଡାଉନର ସ୍ୱରୂପ : କଣ ଖୋଲିବ, କଣ ବନ୍ଦ ରହିବ ଦେଖନ୍ତୁ
ରାଜ୍ୟରେ କୋଭିଡ଼୍ ସଂକ୍ରମଣ ରୋକିବା ନିମନ୍ତେ ମଇ ମାସ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଲକ୍ଡ଼ାଉନ୍
ଜୀବନ ଓ ଜୀବିକାର ସମନ୍ୱୟ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ
ଭୁବନେଶ୍ୱର: ସାରା ଦେଶରେ ବୃଦ୍ଧିପାଉଥିବା କୋଭିଡ୍ ସଂକ୍ରମଣ ହାର ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣ ରୋକିବା ନିମନ୍ତେ…