Sign in
Sign in
Recover your password.
A password will be e-mailed to you.
ଓଡିଶା ଲୋକଙ୍କ ପାଇଁ ବିଦେଶରୁ ଟୀକା କିଣିବେ ସରକାର : କ୍ୟାବିନେଟ ନିଷ୍ପତ୍ତି
ଯେପରି ଓଡ଼ିଶାର ଲୋକ ସୁବିଧାରେ ପାଇ ପାରିବେ ସେଥିପାଇଁ ବିଶ୍ଵର ବିଭିନ୍ନ ଟୀକା କମ୍ପାନୀରୁ ଟୀକା ସଗ୍ରହ ପାଇଁ ପଦକ୍ଷେପ ନିଆଯିବ
କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା, କୋଭିଡ଼ ନିୟମର କଡ଼ାକଡ଼ି ପାଳନ ପାଇଁ ଜନସାଧାରଣ ଙ୍କୁ ନିବେଦନ
ଭୁବନେଶ୍ୱର : କୋଭିଡ଼19…
ମନ୍ତ୍ରୀ ହବତ ଏମିତି : ଲୋକଙ୍କ ସହ ଲୋକଙ୍କ ସେବାରେ ସମର୍ପିତ ସବୁବେଳେ
ଅକ୍ସୀଜେନ ସିଲିଣ୍ଡର ଧରି ରାସ୍ତାରେ ଅପେକ୍ଷା କଲେ ମନ୍ତ୍ରୀ
ବରଗଡ :- ଫୋନ ଆସିଲା ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଜଣେ କୋରୋନା ସଂକ୍ରମିତ ମହିଳା ଯିଏକି ହୋମ ଆଇସଲେସନରେ ଅଛନ୍ତି ତାଙ୍କର ଅକ୍ସୀଜେନ ଲେବେଳ କମି କମି ଯାଉଛି । ଅତିଶୀଘ୍ର ତାଙ୍କୁ ଅକ୍ସୀଜେନ…
ଉତ୍ତର-ପୂର୍ବ ଭାରତର ବିକାଶ ଅଭିଯାନକୁ ଆଗକୁ ନେବେ ହିମନ୍ତ : ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ/ଭୁବନେଶ୍ୱର : ସୋମବାର ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଶପଥ ଗ୍ରହଣ କରିଥିବା ବେଳେ ଏହି ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଶ୍ରୀଯୁକ୍ତ ବିଏଲ ସନ୍ତୋଷଙ୍କ ସହ ରାଷ୍ଟ୍ରୀୟ…
ଦିଲ୍ଲୀ ଏବଂ ଗୋଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ): ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ…
କରୋନାରେ ଚାଲିଗଲେ “ସମାଜ” ର ବରିଷ୍ଠ ପ୍ରତିନିଧି କିଶୋର ଦାସ
ପୋଲସରା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ପୋଲସରାର "ସମାଜ" ପତ୍ରିକାର ପ୍ରତିନିଧି ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶ(ବାପି) ୬୧ ବର୍ଷ ବୟସରେ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୦ ତାରିଖ ଭୋର ସାଢ଼େ ଦୁଇଟା ସମୟରେ ଆରପାରିକୁ ଚାଲିଯାଇଛନ୍ତି। ଗତ…
ମହଙ୍ଗା ପଡ଼ିଲା ହସ୍ପିଟାଲ୍ ଭିତରେ ଲାଞ୍ଚ କାରବାର
ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ମହଙ୍ଗା ପଡ଼ିଲା ହସ୍ପିଟାଲ୍ ଭିତରେ ଲାଞ୍ଚ କାରବାର। ଜଣେ ଏସ୍ଡିଏମ୍ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର।ପାଟଣାଗଡ଼ ଏସ୍ଡିଏମ୍ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍ ପାଇଁ ୨୦…
ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ
ବଲାଙ୍ଗୀର (ନିରୋଜ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ଡାକ୍ତରଖାନା ସୁପରିଷ୍ଟେଣ୍ଡେନ୍ଟ ଶ୍ରୀ ନାଏକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଗରୁତୁର ରୋଗୀମାନଙ୍କୁ…
କୋଭିଡ୍ ମୁକାବିଲା ପାଇଁ ଓଡିଶାକୁ କେନ୍ଦ୍ରର ୩୩୩.୮ କୋଟି ଅନୁଦାନ
ରାଜ୍ୟର ଗ୍ରାମାଂଚଳରେ କରୋନା ମୁକାବିଲା ସୁଦୃଢ ହେବ-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,- କୋଭିଡ଼୍ -୧୯ ମହାମାରୀର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ସମେତ ୨୫ଟି ରାଜ୍ୟର ପଂଚାୟତକୁ ୮ ହଜାର ୯୨୩.୮ କୋଟି…
ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ଓ ଦେଶୀ ମଦ ଜବତ ସହ ଦୁଇ ଗିରଫ ।
ପଦ୍ମପୁର(ଶାସକପ୍ରଶାସକ)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ କିଛି ଅସାଧୁ ମଦ ବ୍ୟବସାୟୀ ଲୁଚାଛପା ଭାବରେ ମଦ ବିକ୍ରି କରୁଛନ୍ତି ।…
“ସର୍ତକତା ଓ ସାବଧାନତା ଅବଲମ୍ବନ କରି ନିଜେ ବଂଚନ୍ତୁ,ନିଜ ପରିବାରକୁ ବଂଚାନ୍ତୁ ଏବଂ ଅନ୍ୟଙ୍କୁ ସୁରକ୍ଷିତ…
ରାୟଗଡ ଜିଲ୍ଳାରେ କୋଭିଡ୍ ପରିଚାଳନା ନେଇ ଜିଲ୍ଳାପାଳଙ୍କ ବାର୍ତା
ରାୟଗଡ/ସରୋଜ କୁମାର ସାହୁ:- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ ଜାରି…