Sign in
Sign in
Recover your password.
A password will be e-mailed to you.
କରୋନା ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ, ବିଡିଓଙ୍କ ତତ୍ତ୍ୱାବଧାନରେ ହେଲା ଅନ୍ତିମ ସଂସ୍କାର ।
ବୀରମହାରାଜାପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଚୁପକାଦାଦର ଗ୍ରାମର ବାବୁଲାଲ ପଧାନ ଙ୍କ ସ୍ତ୍ରୀ ନମିତା ପଧାନ (୩୫) ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଚମ୍ପାମାଳ ଠାରେ ଏକ ଭଡାଘରେ ବାବୁଲାଲ ସପରିବାର…
ପ୍ରଶାସନ ପକ୍ଷରୁ କମିରା ଗ୍ରାମ ସହ ୬ ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷିତ ।
ବୀରମହାରାଜାପୁର -( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ବିଭିନ୍ନ ଗ୍ରାମରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ହୋଇଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଗ୍ରାମକୁ ଆବଦ୍ଧା ଅଞ୍ଚଳରେ ଘୋଷଣା କରାଯାଇଛି । ବ୍ଲକ ର କମିରା, ଲକ୍ଷ୍ମୀ, ଚମ୍ପାମାଳ ର…
ଉଦୟନାଥ ଫର୍ଣ୍ଣିଚରର ୧୮ତମ ଲକି ଡ୍ର ଉଠାଣ
ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୮ତମ ଲକି ଡ୍ର' ଉଠାଣ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଶମ୍ଭୁରାମ ସାହୁ ।ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ,…
ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ପିଏସୟୁର ଅଫିସର ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ଇସ୍ପାତ୍ ପ୍ଲାଂଟ୍ ଦ୍ୱାରା ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ନେଇ ସମୀକ୍ଷା କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ – କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍ କାରଖାନା ଦ୍ୱାରା ଉତ୍ପାଦିତ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ (ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା…
ଚିକିତ୍ସାଧୀନ ଅବସ୍ଥାରେ ଫେମିଲି କୋର୍ଟ କର୍ମଚାରୀ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ ଭୁତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଫେମିଲି କୋର୍ଟ କର୍ମଚାରୀ ମୃତ ପ୍ରଭାତ ବେହେରାଙ୍କର ଗତ କାଲି ବିଳମ୍ବିତ ରାତିରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତେବେ ଦିବଂଗର ଫେମିଲି…
ରାସ୍ତା ପାଲଟିଛି ଅଭିଶାପ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବ୍ଲକ ଅଧୀନ ବୈଶିଙ୍ଗା ପଂଚାୟତ ଜାମନଣ୍ଡା ଗ୍ରାମଟି ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ସ୍ୱାଧୀନତାର ୭୪ ବର୍ଷ ପର୍ଯ୍ୟନ୍ତ ଏହି ଗ୍ରାମକୁ ସରକାରୀ ରାସ୍ତାଟିଏ ନାହିଁ । ଲୋକେ ରେଳଧାରଣା ପାଶ୍ୱର୍ରେ ୩କିମି ଯାଉଥିଲେ । ସାଂସଦ ଭାବେ…
ଚାରାରୋପଣରେ ବ୍ୟାପକ ଦୁର୍ନୀତି : ଦୃଢ଼ କାର୍ଯାନୁଷ୍ଠାନ ଦାବିରେ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ବାରିପଦା/ଦିଲ୍ଲୀପ ମହାନ୍ତି: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଗତ ଦିନରୁ ଚାରାରୋପଣର ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ୨୦୨୦ ଜାନୁଆରୀରୁ ୨୦୨୧ ଏପ୍ରିଲ ମଧ୍ୟରେ ଦେଶର ମହାମାରୀ କରୋନା ମହାମାରୀ ଜନସାଧାରଣଙ୍କ ଆର୍ଥିକ…
ସମ ଅଲ୍ଟିମେଟ ମେଡିକେଆର ରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ
ଭୁବନେଶ୍ୱର :ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗୀ ସମ୍ ଅଲ୍ଟିମେଟ୍ ରେ ଚିହ୍ନଟ ହୋଇଛି | ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମ ର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ।…
୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୭୯୩
ଧୀରେ ଧୀରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା !
ଭୁବନେଶ୍ୱର : ଗତ କିଛି ଦିନ ଧରି ଅଳ୍ପ ଅଳ୍ପ କମୁଛି କରନା ଆକ୍ରାନ୍ତଙ୍କ ସଂଖ୍ୟା | ଲକଡାଉନ ପରେ ଲଗାତାର ଧୀରେ ଧୀରେ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି | ଗତକାଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋଟ ଅନୁସାରେ ରାଜ୍ୟରେ…
ବରଗଡ଼ ଜିଲ୍ଲା ପୋଲିସ ରେ ଅଦଳବଦଳ: ୨୬ଅଧିକାରୀ ଙ୍କୁ ନୂଆ ଦାୟିତ୍ୱ
ବରଗଡ଼.ଝାରବନ୍ଧ(ଶାସକ ପ୍ରଶାସକ)ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ପରାମର୍ଶ।ନୁଯାଇ ପୋଲିସ ଏଷ୍ଟାବ୍ଲିଷମେଣ୍ଟ ବୋର୍ଡ ପକ୍ଷରୁ ପୋଲିସ ଅଧିକାରୀ ମହଲରେ ଅଦଳବଦଳ କରାଯାଇଛି। ଇନିସ୍ପେକ୍ଟର ,ଏସ.ଆଇ ,ଏ.ଏସ.ଆଇ କୁ ନେଇ ୨୬ଜଣ ଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ …