କାଳବୈଶାଖୀରେ ଉଡିଲା ଛପର , ରାସ୍ତାରେ ପଡିଲା ଗଛ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମଙ୍ଗଳବାର ଦିନ ପୂର୍ବାହ୍ନରେ ଅଦିନିଆ କାଳବୈଶାଖୀ ଆସିବାରୁ ବର୍ଷା ଓ ପବନ ତାଣ୍ଡବରେ ଲୁହାଗୁଡ଼ି ଗ୍ରାମ ଠାରେ ରହିଥିବା ଦୋକାନ ଓ ଘରର ଟିଣ ଛପର ଉଡିଯିବା ସହ ଜାତୀୟ ରାଜପଥ ୩୨୬ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା…

ନୂତନ ନିର୍ବାହୀ ଯନ୍ତ୍ରୀଙ୍କ ଦାୟୀତ୍ଵ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳନରେ ବହୁ ଦିନ ଧରି ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଶୁକ୍ରବାର ଦିନ ନୂତନ ନିର୍ବାହୀ ଯନ୍ତ୍ରୀ ଭାବେ ଅଭିମନ୍ୟୁ ପାତ୍ର ରାଉରକେଲାରୁ  ଆସି ଯୋଗଦାନ କରିଛନ୍ତି। ସେ…

କୋଭିଡ ମୁକାବିଲା: ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୭ ସୂତ୍ରୀ ପରାମର୍ଶ 

https://www.youtube.com/watch?v=jRE7FOAhtpc କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା  ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କୋଭିଡ଼ ଚିକିତ୍ସା କରୁଥିବା ଘରୋଇ ଡାକ୍ତର ଖାନା ନିର୍ଧାରିତ ଫି ଠାରୁ ଅଧିକ ନେଲେ ଦୃଢ଼…

ଷୋହଳ ଜିଲ୍ଲା ରେ RTPCR ଟେଷ୍ଟିଙ୍ଗ ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ  କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା  ଯଥା ଭଦ୍ରକ,ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁରମାଲକାନଗିରି ,ନୂଆପଡା…

ଢାବାରେ ଚାଲିଛି ମଦ ବିକ୍ରି, ଅବକାରୀ ବିଭାଗର ଚଢ଼ାଉ ।

 ସାତ ଲିଟର ବିଦେଶୀ ମଦ ସହ ଜଣେ ଗିରଫ ପଦ୍ମପୁର(ଶାସକପ୍ରଶାସକ)- ବର୍ତ୍ତମାନ ସମୟରେ ସାରା ରାଜ୍ୟ କରୋନା ପରି ଭୟାବହ ମହାମାରୀ ସହ ଲଢେଇ କରୁଛି । କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ରାସ୍ତା କଡ଼ରେ ଥିବା ହୋଟେଲ ଓ ଢାବା ଗୁଡ଼ିକ…

ମହିଳାଙ୍କୁ ସଶକ୍ତ କରୁଛି ୟୁଏଆଇଏଲର ‘ପ୍ରୋଜେକ୍ଟ ସକ୍ଷମ’

ଭୁବନେଶ୍ୱର/ରାୟଗଡ଼ରୁ ସରୋଜ କୁମାର ସାହୁ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏହାର କାରଖାନା ନିକଟରେ ବାସ କରୁଥିବା ଜନସମୁଦାୟଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକଳାପରେ ଗଭୀର ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ‘ପ୍ରୋଜେକ୍ଟ…

କରୋନ। ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ 

ଭୁବନେଶ୍ୱର : ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ  Voice of SOA Community 90.4 ରେ କାର୍ଯ୍ୟରତ Production Executive cum RJ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ  ମୃତ୍ୟୁ ଘଟିଛି |  ଗତ କିଛି ଦିନ…

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର

ପୁରୀ:    ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ମଇ ମାସ ୧୦ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇ ସାରିଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ ଅନ୍ତରାତ୍ମାରୁ ସାହିତ୍ୟର ସୃଷ୍ଟିକୁ  ବୁଝାଇ ଥିଲେ । ଗଞ୍ଜାମର ସହିତ୍ୟଘର ଅଧ୍ୟକ୍ଷ…

ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ତୋଫାନ ସହିତ ବିଜୁଳି ମାରିଥିଲା। ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା।ମୃତ ମହିଳାଙ୍କ ନାଁ ପାଣିବୁଡ଼ି ମେଶ୍ୱା। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ୟ ଜଣେ…

ଜିଲ୍ଲା ପ୍ରଶାସନର ସହାୟତାରେ ବାଲ୍ୟବିବାହ ବନ୍ଦ କଲା “ସଖୀ” ୱାନ ଷ୍ଟପ ସେଣ୍ଟର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତ ମାସ ୧୮ ତାରିଖରେ ଏକ ବାଲ୍ୟବିବାହ ହେବାକୁ ଯାଉଥିବା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କାର୍ଯ୍ୟରତ "ସଖୀ" ୱାନ ଷ୍ଟପ ସେଣ୍ଟରଙ୍କୁ ଦୃଷ୍ଟି ଗୋଚର ହୋଇଥିଲା।  ଏହାର ସତ୍ୟାସତ୍ୟ ଜାଣିବା…