ତାଲାବନ୍ଦ ସମୟରେ ମାତିଛନ୍ତି ମଦ ମାଫିଆ,କାବୁକଲା ଅବକାରୀ ବିଭାଗ ।

ବିପୁଳ ପରିମାଣର ଦେଶୀ,ବିଦେଶୀ ମଦ ସହ ମୋଟର ସାଇକେଲ ଜବତ,୫ ଗିରଫ ପଦ୍ମପୁର(ଶାସକପ୍ରଶାସକ )-ତାଲାବନ୍ଦର ସୁଯୋଗ ନେଇ ପଦ୍ମପୁର ଉପଖଣ୍ତର ବିଭିନ୍ନ ସ୍ଥାନରେ ବେଆଇନ ମଦ ରନ୍ଧା ଓ ବିକ୍ରୟ ହେଉଥିବା ଖବର ପାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ…

ମୋହନା ଓ ଅଡ଼ବା ପୁଲିସର କଡ଼ାକଡ଼ି ଯାଞ୍ଚ ଏବଂ ଜନ ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ୍ ଡ଼ାଉନ୍ କୁ କଡାକଡି ଭାବେ ପାଳନ କରିବା ପାଇଁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୁତ୍ଵରେ ପୁଲିସ ତତ୍ପର ହୋଇ ଉଠିଛି।  ସ୍ଥାନୀୟ ଅଞ୍ଚଳର…

ଗଜପତି ଜିଲ୍ଲାପାଳଙ୍କ ମୋହନା ବ୍ଳକ  ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ସ୍ତରେ ମୋହନା ବ୍ଳକ କନ୍‌ଫରେନ୍ସ ହଲ , ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ଠାରେ ରହିଥିବା କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିବା ସହ କୋଭିଡ୍‌ କାର୍ଯ୍ୟର…

 ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ କଲେ ବାପା ।

ପଦ୍ମପୁର : ପ୍ରଥମେ ପ୍ରେମ ବିବାହ ତାପରେ ଯୌତୁକ ଦାବୀ ଏବଂ ଶେଷରେ ହତ୍ୟା  । ଏଭଲ ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ  । ଥାନା ବଡ଼ସାହାଜବାହାଲ ଗାଁର ପିଙ୍କି ସାହୁ ତିନି ବର୍ଷ ପୂର୍ବେ ଟୁରଚା ଗାଁର ଅଶୋକ ସାହୁଙ୍କୁ ପ୍ରେମ…

କରୋନା ମୁକାବିଲା : ତିନୋଟି ଜିଲ୍ଲା ପାଇଁ  ୭ କୋଟି ଟଙ୍କା ଅତିରିକ୍ତ ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ  ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ତିନୋଟି ଜିଲ୍ଲା ପାଇଁ  ୭ କୋଟି ଟଙ୍କା ମଂଜୁର କରିଛନ୍ତି ଅତିରିକ୍ତ ସହାୟତା ଭାବେ |  ପୁରୀ…

ଓଡ଼ିଶାରେ କୋଭିଡ୍-୧୯ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟରେ ଟେଷ୍ଟିଂ , ଟିକାକରଣ, ଭେଂଟିଲେଟର ଓ ଅକ୍ସିଜେନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଭିତିଭୂମିକୁ ବଢାଇବା ଉପରେ ଗୁରୁତ୍ୱାରୋପ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ…

ଜରୁରୀକାଳୀନ ପରିସ୍ଥିତିରେ ଶିକ୍ଷକଙ୍କର ଜୀବନ ବଞ୍ଚେଇଲେ ମନ୍ତ୍ରୀଙ୍କର ଅଙ୍ଗରକ୍ଷକ

ପିପିଇ କିଟ ପିନ୍ଧି ରୋଗୀଙ୍କୁ ଦେଲେ ଅକ୍ସିଜେନ ବରଗଡ :--ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ ନିଜର ଅତି ଆପଣାର ଲୋକ ମାନେ ବି ସଂକ୍ରମଣ ଭୟରେ ପାଖକୁ ଆସୁ ନାହାନ୍ତି । ଏହିଭଳି ସ୍ଥିତିରେ ନିଜର ଜୀବନକୁ ବାଜି ଲଗାଇ ଅନେକ ଆଗେଇ ଆସୁଛନ୍ତି ପୀଡିତ ମାନଙ୍କର ପ୍ରତକ୍ଷ ଓ ପରୋକ୍ଷରେ ସେବା…

ତଥାପି ବଞ୍ଚିଛି ମଣିଷ ପଣିଆ : କାନ୍ଧ ଦେଲେନି ଆତ୍ମୀୟ ସ୍ଵଜନ, ଆଗେଇ ଆସିଲା ପ୍ରଶାସନ   

ବିଡ଼ିଓ ଓ ଅନ୍ୟ ଅଧିକାରୀ କାନ୍ଧ ଦେଇ କଲେ ଶବ ସଂସ୍କାର ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ସ୍ୱାର୍ଥପର ଦୁନିଆ ରେ ଆଜିବି ବଞ୍ଚି ରହିଛି ମଣିଷ ପଣିଆ ବା ମାନବିକତା। ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ବୁଗୁଡା ବ୍ଲକ, ଗୋଲିଆ ପାଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ଗତକାଲିର ଘଟଣା।…

ଟୀକା ପାଇଁ ପ୍ରବଳ ଭିଡ : ଧାଡିରେ ଆଧାର କାର୍ଡ

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଜି ଦେଖିବାକୁ ମିଳିଛି ଲମ୍ବା ଧାଡି । ଦୁଇଦିନ ଧରି ବନ୍ଦ ଥିବା covid ଟୀକା ଆଜି ଦବା ପାଇଁ ଜାଣିବା ପରେ ଲୋକଙ୍କର ଚିକିତ୍ସାଳୟ ପରିସରରେ ଭୀଷଣ ଗହଳି । କିଛି ଲୋକ ପ୍ରାୟ ରାତି 3ଟା ରୁ ନିଜ ନିଜ ଆଧାର କାର୍ଡ ଧରି ନିଜେ ଲାଇନ କରି…

୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୫୨୧ 

ରାଜ୍ୟରେ ଏଯାବତ ମୋଟ  ପଜିଟିଭ ୫୦୦୧୬୨ , ସୁସ୍ଥ ହୋଇସାରିଲେଣି ୪୧୬୪୦୩      ଭୁବନେଶ୍ୱର :  କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ  ଗତକାଲିଠୁ ରାଜ୍ୟବ୍ୟାପୀ ଲକଡାଉନ ଆରମ୍ଭ ହୋଇଛି |ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାଭିତରେ  ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୫୨୧ | ସେମାନଙ୍କ…