Sign in
Sign in
Recover your password.
A password will be e-mailed to you.
୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୦,୩୧
ଭୁବନେଶ୍ୱର : କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଲେ ଗତକାଲି ଭୁତାଣୁ ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଁ ପହଂଚିଛି ୧୦୦,୩୧ | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
ମୋହନାରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକଙ୍କୁ କରୋନା ଟିକାକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନାରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଦିନ କରୋନା ଟିକା ନେଇଛନ୍ତି। ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟର…
କିସ୍ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ
ଭୁବନେଶ୍ୱର: କିସ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍ ତ୍ରିପାଠୀ କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ
ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନ
ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, ଢେଙ୍କାନାଳ ସାଂସଦମହେଶ ସାହୁଙ୍କ ପତ୍ର ଆଧାରରେ ଚିଠି ଲେଖିଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡ଼ିଶାର…
ଆଖି ବୁଜିଦେଲେ ମହାନ ଶିଳ୍ପୀ ରଘୁନାଥ ମହାପାତ୍ର
ଭୁବନେଶ୍ୱର : ଓଡ଼ିଶା କଳା ଭାସ୍କର୍ଯ୍ୟ ସ୍ପର୍ଦ୍ଧିତ ଉଚ୍ଚାରଣ, ପଦ୍ମ ବିଭୂଷଣ ସାଂସଦ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଏମସ୍ ରେ ଚିକିତ୍ସିତ ହେଉଥିବା ଶ୍ରୀ ମହାପାତ୍ର ଆଜି ୭୮ ବର୍ଷ ବୟସre ଇହଲୀଳା ସମ୍ବରଣ କରିଛନ୍ତି ।
୧୯୪୩ ମାର୍ଚ୍ଚ ୨୪ ରେ ଜନ୍ମ ଗ୍ରହଣ…
ମଧ୍ୟପ୍ରଦେଶ ବୀନା ରିଫାଇନାରୀ ନିକଟରେ ନିର୍ମାଣାଧୀନ ୧ ହଜାର ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲର ସମୀକ୍ଷା କଲେ…
ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ
ମଧ୍ୟପ୍ରଦେଶ – ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ବିପିସିଏଲର ବୀନା ରିଫାଇନାରୀ ନିକଟରେ ଡ଼ିଆରଡ଼ିଓ ସହଯୋଗରେ ନିର୍ମାଣାଧୀନ…
ବରଗଡ: କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
https://www.youtube.com/watch?v=ubElYJoJkhI
ବରଗଡ :: - ବରଗଡ ଜିଲ୍ଲାରେ କରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଲାଣି । ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ତଥ ସଂକ୍ରମିତ ଙ୍କର ଉପଚାର କରିବା ପାଇଁ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ତରଫରୁ…
ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା
ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ…
ରାଉରକେଲାରେ ୧୮-୪୫ ବର୍ଷ ବୟସ୍କଙ୍କୁ ଟୀକାଦାନ ମଙ୍ଗଳବାର ଠାରୁ
ଭୁବନେଶ୍ୱର : ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ଟୀକା ରାଉରକେଲାରେ ଆରମ୍ଭ କରାଯିବ | କୋଭିଡି ହଟ୍ସପଟ ପାଲଟି ଯାଇଥିବା ସୁନ୍ଦରଃଘଡ ଜିଲ୍ଲାର ରାଉରକେଲାରୁ ଆସନ୍ତା ମଙ୍ଗଳବାର ଠାରୁ ଏ ଟୀକାଦାନ ଆରମ୍ଭ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ସୂଚନା…
୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦,୬୩୫
ଭୁବନେଶ୍ୱର : କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଲେ ଗତକାଲି ଭୁତାଣୁ ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ହଜାରେ ହ୍ରାସ ପାଇଁ ପହଂଚିଛି ୧୦୬୩୫ | ସୂଚନାଯୋଗ୍ୟ ଗତକାଲି ୧୧,୮୦୭ ନୂତନ ଆକ୍ରାନ୍ତ…