ପଦ୍ମପୁର-ଆଜି ବିଶ୍ଵ ସ୍ତନ୍ୟପାନସପ୍ତାହ ଉପଲକ୍ଷେ ରଜାପଡା ଅଙ୍ଗନବାଡ଼ି ସେଣ୍ଟରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ତହସିଲ ସାହୁ ,ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଦିତି ପୁରୋହିତ, ବିଶ୍ୱଲୟା ସାହୁ ଓ ମିନତୀ ସାହୁ ଯୋଗଦାନ କରି ସ୍ତନ୍ୟପାନ ର ଗୁରୁତ୍ୱ ସମ୍ବନ୍ଧରେ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି, ସୁପରଭାଇଜର ତିଲୋତାମା ଦାସ ,ପଦ୍ମପୁର ଏନଏସି ର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ଯୋଗ ଦେଇଥିଲେ।ସଭା ଶେଷରେ ଏକ ସଚେତନ ରାଳି ରଜାପଡା ସ୍କୁଲ ରୁ ବାହାରି ସମଗ୍ର ରଜାପଡା ଅଞ୍ଚଳରେ ପରିକ୍ରମା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post