ଲକ୍ ଡାଉନ୍ ପ୍ରଥମ ସପ୍ତାହରେ ୮୫ ହଜାର ଜରିମାନା ଆଦାୟ ।

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ଓଡ଼ିଶାରେ କରୋନା ଦୃତ ଗତିରେ କାୟା ବିସ୍ତାର କରିବାରୁ ରାଜ୍ୟ ସରକାର ଗତ ମଇ ୫ ତାରିଖ ଠାରୁ ଲକ୍ ଡାଉନ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ ସପ୍ତାହାନ୍ତ ସଟ୍ ଡାଉନ୍ ମଧ୍ୟ କାର୍ଯ୍ୟକାରୀ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ…

ବୁଗୁଡ଼ାରେ ସାମ୍ବାଦିକଙ୍କ ସ୍ୱତନ୍ତ୍ର ଟିକା ଗ୍ରହଣ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମଇ ୧୨ ତାରିଖ ଦିନ ବୁଗୁଡା ସାମ୍ବାଦିକ ମାନଙ୍କୁ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିକାକରଣର ବ୍ୟବସ୍ଥା କରାଯାଇଥିଲା। ୪୫ ବର୍ଷରୁ କମ ବୟସ ସାମ୍ବାଦିକ ଉମାକାନ୍ତ ସାହୁ, ଆଶୀଷ କୁମାର ମିଶ୍ର, ସ୍ୱରୁପ ସୁମନ…

ବଡଖମାର ବରାହପଦର ମଠ ବାବାଜୀ  ଖେଳାକୃଷ୍ଣ ଦାସଙ୍କ ଦେହାନ୍ତ ।

ମଠ ରିତି ନୀତି ଅନୁସାରେ ଅନ୍ତିମ ସଂସ୍କାର ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ ବରାହପଦର ମଠ ମଠାଧୀଶ ବାବାଜୀ ଶ୍ରୀ ଖେଳାକୃଷ୍ଣ ଦାସଙ୍କ  ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଗ୍ରାମାଞ୍ଚଳର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୭ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତିଙ୍କ…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୭ ଟି କେନ୍ଦ୍ରରେ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି ।  ଜିଲ୍ଲାରେ…

ଅଙ୍ଗନବାଡି କେନ୍ଦ୍ର ସାଜିପାରେ କରୋନାର ସୁପର ସ୍ପେଡର !!

 ଗୁଣୁପୁର(ସୁବ୍ରତ କୁମାର ପଣ୍ଡା ) : ସରକାର ଙ୍କ ସମସ୍ତ କଟକଣା ଙ୍କୁ ଫୁ କରି  ଏବେ ଅଙ୍ଗନବାଡି କେନ୍ଦ୍ର ରେ ଦିଆଯାଉଛି ଚାଉଳ । ରାଜ୍ୟ ରେ ଦିନକୁ ଦିନ କରନା ତାର ଉଗ୍ର ରୂପ ନେବାକୁ ଲାଗିଛି  ଏ ନେଇ ପ୍ରଶାସନ ଲୋକଙ୍କୁ ସଚେତନ ର ବାର୍ତା ଦେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ରେସମୟରେ…

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଆଦ୍ୟାଶା ପ୍ରିୟଦର୍ଶିନୀ ପଣ୍ଡାଙ୍କ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପଣ୍ଡା ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି (I.A.A.C) ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ ଆଷ୍ଟ୍ରୋନୋମି ଏବଂ…

“ଓଡିଶା – ମୋ ପରିବାର” ର କାର୍ଯ୍ୟକଳାପର ସମୀକ୍ଷା ନେଲେ ମୁଖ୍ୟମନ୍ତ୍ରୀ 

https://www.youtube.com/watch?v=KxM7H3eLqlc ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି, ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବିଜୁ ଜନତା ଦଳର ସାମାଜିକ ଅନୁଷ୍ଠାନ "ଓଡିଶା - ମୋ ପରିବାର" ର କାର୍ଯ୍ୟକଳାପର ସମୀକ୍ଷା ଆଭାସୀ…

ବିଶ୍ବ ନର୍ସିଂ ଦିବସ :ନର୍ସ ମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କ ରେ କାର୍ଯ୍ୟ ରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୂ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି …

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟରେ ଗାଁ ଓ ୱାଡ଼୍ ସ୍ତରରେ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,  – ରାଜ୍ୟରେ ଗାଁ ଓ ୱାଡ଼୍ ସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର…

ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବିକଲା ରାଜ୍ୟ ଶିକ୍ଷକ ସଂଘ । 

ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ) : ବର୍ତ୍ତମାନ କରୋନା ମହାମାରୀ ଲଢ଼େଇରେ ଏକ ନିର୍ଣ୍ଣାୟକ ଭୂମିକା ଆରମ୍ଭ ହୋଇଛି । ଏଥିରେ ସରକାରଙ୍କ ଅନେକ ବିଭାଗର କର୍ମଚାରୀ ମାନେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ବେଳେ ଓଡ଼ିଶାର କାର୍ଯ୍ୟରତ ଶିକ୍ଷକମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ଯୋଦ୍ଧା…