ଟୋକିଓ ଅଲିମ୍ପିକରେ ଚମକିଲେ ଭାରତର ସୁନାପୁଅ ନିରଜ ଚୋପ୍ରା

0 1

neeraj chopra javelin final: neeraj chopra javelin throw ke final main  phaunche: नीरज चोपड़ा जैवलीन थ्रो के फाइनल में पहुंचे - Navbharat Times

ଇତିହାସ ସୃଷ୍ଟି କରି ଭାରତ ପାଇଁ ଗୌରବ ଆଣିଲେ ନିରଜ

ଟୋକିଓ :  ଅଲିମ୍ପିକରେ ଭାରତ ପାଇଁ ଫିଲଡ ଆଣ୍ଡ ଟ୍ରାକ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଏପରି ବିରଳ ଗୌରବ ଆଣିଦେଇଛନ୍ତି ଭାରତର ସୁନା ପୁଅ  ନିରଜ ଚୋପ୍ରା |  ଅଲିମ୍ପିକ ଜାଭେଲିନ ଥ୍ରୋରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ପାଇଁ  ଇତିହାସ ସୃଷ୍ଟି କରିଛନ୍ତି ନିରଜ  |  ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲ୍ ଇଭେଣ୍ଟରେ 87.58 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଭାରତ ପାଇଁ ଆଣିଛନ୍ତି ଏହି ବିରଳ ଗୌରବ  | ଭାରତକୁ ଗର୍ବିତ କରିଛନ୍ତି ନିରଜ |  ଫିଲଡ ଆଣ୍ଡ ଟ୍ରାକ ଇଭେଣ୍ଟରେ ଏହା ହେଉଛି ପ୍ରଥମ  ତଥା  ସ୍ବର୍ଣ୍ଣ ପଦକ | ଏ ବିରଳ ସଫଳତା ପାଇଁ ନିରଜଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି | 

Leave A Reply

Your email address will not be published.