ପାନୀୟଜଳର ଅଭାବ ନେଇ ଉପଜିଲ୍ଲାପାଳଙ୍କ ନିକଟକୁ ଦ୍ବାରସ୍ଥ ହେଲେ ଫୁଲଫୁଟି ଗ୍ରାମ ବାସୀ

ଗୁଣୁପୁର (ସୁବ୍ରତ କୁମାର ପଣ୍ଡା) :ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରେ ପାନୀୟ ଜଳ ଯୋଗାଣ ଯୋଜନା ଅନ୍ୟତମ କିନ୍ତୁ ଏହି ଯୋଜନାରୁ ବଞ୍ଚିତ ଭିମପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଫୁଟି ଗ୍ରାମ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମ ରେ ଗୋଟିଏ ମାତ୍ର ନଳକୂପ ରହିଛି ତାହା ମଧ୍ୟ ଦୀର୍ଘଦିନ ଦିନ ହେବ…

ବୀରମହାରାଜାପୁର  ବ୍ଲକରେ ମାତିଛନ୍ତି କ୍ବାକ୍ !

ଗାଁ ଗାଁରେ ଲୋକେ ଜ୍ବରରେ ଆକ୍ରାନ୍ତ : କରୋନା ଭୟରେ ଯାଉନାହାନ୍ତି ଡାକ୍ତରଖାନା । ବୀରମହାରାଜାପୁର - (ବିନୋଦ ପାଣ୍ଡେ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ପ୍ରତେକ ଗ୍ରାମରେ ଶହ ଶହ ଲୋକ ଥଣ୍ଡା,  ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି । କରୋନା ଭୟରେ ଲୋକେ ଡାକ୍ତରଖାନା ନଯାଇ ବିଭିନ୍ନ…

ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି 

ଭୁବନେଶ୍ୱର, (ଶାସକ ପ୍ରଶାସକ)-ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ୩ଟି ପୋଷ୍ୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଏକ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛିା  ଏହି ବୈଠକରେ…

ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ପରିଦର୍ଶନ

ନିୟନ୍ତ୍ରଣ କକ୍ଷର ସଠିକ କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କଲେ ରାୟଗଡ/ସରୋଜ କୁମାର ସାହୁ-  ଜିଲ୍ଲାରେ କରୋନା ସଂକ୍ରମଣର  ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ   କୋଭିଡ୍ ପରିଚାଳନା ନେଇ  ଜିଲ୍ଲା  ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ…

ବରିଷ୍ଠ ସାମ୍ବାଦିକ ଶରତ ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

ରାୟଗଡ/ସରୋଜ କୁମାର ସାହୁ  : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା ଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଲାର ସର୍ବ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…

ଭଦ୍ରକ ; ଟୀକାକରଣ କେନ୍ଦ୍ର ମାନଙ୍କରେ ଲୋକେ ମାନୁ ନାହାଁନ୍ତି କରୋନା କଟକଣା।

ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ); ଭଦ୍ରକରେ କରୋନା ଟୀକା ନେବା ପାଇଁ ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କରେ ଲାଗିଛି ଲମ୍ବା ଲାଇନ ଓ ଭିଡ଼ । କିଏ ଆଗ ଟୀକା ନେଇ ପଳେଇ ଯିବା ସେଥିପାଇଁ ଲାଗିଛି ପ୍ରତିଦ୍ବନ୍ଦୀତା , ଫଳରେ ଟିକା କରଣ କେନ୍ଦ୍ରରେ ମାନଙ୍କରେ କରୋନା କଟକଣା ଫୁ, ସାମାଜିକ ଦୂରତା…

ବିଷ୍ଣୁପଦ ସେଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ 

ବଦଳିଲେ ବିଏମସି କମିଶନର : ପ୍ରେମଚନ୍ଦ୍ରଙ୍କ ବଦଳରେ ଆସିଲେ ସଞ୍ଜୟ ସିଂ  ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି |  ୧୯୯୫ ବ୍ୟାଚର  ବରିଷ୍ଠ ଆଇଏଏସ ଅଫିସର, ସ୍ୱନାମଧନ୍ୟ କବି ତଥା ବର୍ତ୍ତମାନର ରାଜସ୍ବ, ବିପର୍ଯ୍ୟୟ ପରିଚାଳନା ତଥା ଓଡ଼ିଆ ଭାଷା…

ମୟୂରଭଞ୍ଜରେ ଗଡ଼ୁନି ୪ଶହରରୁ ଊର୍ଧ୍ବ ବସ୍ ,ସମସ୍ୟାରେ ୨ହଜାରରୁ ଊର୍ଧ୍ବ କର୍ମଚାରୀଙ୍କ ପରିବାର

ଆର୍ଥିକ ସଙ୍କଟରେ ୨୦୦ରୁ ଊର୍ଧ୍ବ ମାଲିକ, ପରିବହନ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ଦାବି ବାରିପଦା,/ ଦିଲ୍ଲୀପ ମହାନ୍ତି : କରୋନାରେ ୨ୟ ଲହର ମୟୂରଭଞ୍ଜରେ ତାଣ୍ଡବ ରଚୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂକ୍ରମଣର ଗତି ଦ୍ରୁତତର ହେବା ଯେତିକି ବାଧୁଛି ସମପରିମାଣରେ କଷ୍ଟ…

କୋଭିଡ ନିୟମ ପାଳନ ଉପରେ ସହରରେ ଅନୁଧ୍ୟାନ କଲେ ଜିଲ୍ଳାପାଳ 

ରାୟଗଡ-ସରୋଜ କୁମାର ସାହୁ: - ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର   ସହରର ବିଭନ୍ନ ସ୍ଥାନ ପରିଦର୍ଶନ କରି କୋଭିଡ ନିୟମ ପାଳନ ଉପରେ ଅନୁଧ୍ୟାନ କରିଛନ୍ତି  l  ସହରରୁ ଯେକେପୁରକୁ ଓ ପିତାମହଲ ଯିବାରାସ୍ତାରେ ପୋଲିସ ତରଫରୁ କରାଯାଇଥିବା ନାକl ବନ୍ଦୀକୁ ଅନୁଧ୍ୟାନ କରିବା ସହ କୋଭିଡ ନିୟମ…

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାକା ଗେଟ ଓ କ୍ଵାରେଣ୍ଟାଇନ ଗୃହ ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ  ଅନ୍ତର୍ଗତ ଲୁହାଗୁଡ଼ି ନିକଟ କମଳାପୁର ଠାରେ ରହିଥିବା ନାକା ଗେଟ ଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ପହଞ୍ଚି ସେଠାକାର ପରିସ୍ଥିତି, ପ୍ରବାସୀ ମାନଙ୍କ ପଞ୍ଜିକରଣ , ପାନୀୟ ଜଳର ସମସ୍ୟା ଆଦି ସମ୍ପର୍କରେ ପଚାରି…