ଟୋକିଓ ପାରାଲିମ୍ପିକ୍ସ: ପଦକ ହରାଇଲେ ବିନୋଦ କୁମାର

0

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତର ବିନୋଦ କୁମାର ପୁରୁଷ F52 ଡିସ୍କସ୍ ଥ୍ରୋ ପାଇଥିବା ବ୍ରୋଞ୍ଜ ପଦକ ହରାଇଛନ୍ତି |  ବର୍ଗୀକରଣ ପୁନଃ ମୂଲ୍ୟାଙ୍କନରେ ଘୋଷିତ “ଅଯୋଗ୍ୟ” ଘୋଷିତ ହେବା ପରେ ତାଙ୍କୁ ପାଇଥିବା ପଦକ ହରାଇବାକୁ ପଡିଛି |

Leave A Reply

Your email address will not be published.