Sign in
Sign in
Recover your password.
A password will be e-mailed to you.
କାର ଦୁର୍ଘଟଣାରୁ ଧରା ପଡ଼ିଲା ବ୍ରାଉନ ସୁଗାର,୩ଜଣ ଗିରଫ।
କେନ୍ଦୁଝର,ତା୧୫/୨- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ କଟରାବେଡ଼ା ନୂତନ ତେଲ ଟାଙ୍କି ନିକଟରେ ଗତକାଲି ଅପରାହ୍ନରେ କେନ୍ଦୁଝରରୁ ବ୍ରାଉନ ସୁଗାର ନେଇ ଘଟଗାଁ ଅଭିମୁଖେ ଯାଉଥିବା ଏକ କାର୍ ଅସାବଧାନତା ଯୋଗୁଁ ଉକ୍ତ ତେଲଟାଙ୍କି ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା । ସେହି…
ମାଲକାନଗିରି ‘ଲକ୍ଷ୍ୟ’ କୋଚିଂ ସେଣ୍ଟର ଓ ଜିଲ୍ଲା ପାଠାଗାରରେ ଅଚଳାବସ୍ଥା,ଗାଁ ପିଲାଙ୍କ ଭବିଷ୍ୟତ ସହ ଖେଳ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲାର ଚାକିରି ଆଶାୟୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲା ପାଠାଗାର ଏବଂ 'ଲକ୍ଷ୍ୟ' କୋଚିଂ ସେଣ୍ଟରର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ନିଜର ଦାବି ଜଣାଇଛନ୍ତି। ୨୦୨୩ ମସିହାରେ ଗାଁରୁ ଆସୁଥିବା ଗରିବ ଓ…
ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ
ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ସ ଅପ୍
ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ…
ଜୟ ଜଗନ୍ନାଥ କ୍ରିକେଟ୍ କ୍ଳବ୍ ପକ୍ଷ ରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ର ତେଇଶି ନମ୍ୱର୍ ୱାର୍ଡ଼ ର ଗୋପାଳପୁର ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ୍ ପକ୍ଷ ରୁ ତିନି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି କ୍ରିକେଟ୍ ମ୍ୟାଚ୍। ଏଥିରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ଦିନ ରେ ଏନ ୱାଇ ଶି…
ଶ୍ରମ ବାହିନୀଙ୍କ ହସ୍ତକ୍ଷେପରେ ଉଦ୍ଧାର ହୋଇଥିବା ୩୪ ଜଣ ବନ୍ଧୁଆ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ଫେରି ଆସିଛନ୍ତି
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) : ଶ୍ରମ ବାହିନୀଙ୍କ ସମୟୋପଯୋଗୀ ହସ୍ତକ୍ଷେପ ଏବଂ ସକ୍ରିୟ ପଦକ୍ଷେପର ଫଳସ୍ୱରୂପ, କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ଇଲକାଲ ତହସିଲ ଅନ୍ତର୍ଗତ ସଂକଲାପୁର ଗ୍ରାମ ସମୀପର ଗୋଟିଏ ଇଟଭଟ୍ଟାରୁ ଉଦ୍ଧାର ହୋଇଥିବା ୩୪ ଜଣ ବନ୍ଧୁଆ ଶ୍ରମିକ,…
ଜାଗର ନେଇ ଶୈବପୀଠ ଚଳ ଚଞ୍ଚଳ
ଅସ୍ତରଙ୍ଗ: ପବିତ୍ର ଜାଗର ନେଇ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଶୈବପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି l ବଙ୍ଗୋପ ସାଗର କୂଳରେ ଥିବା ଦାଳୁଅ କଣିର ଗୋମୁଖି କେଶବ, ଶ୍ରୀି ବନ୍ତପୁର ର ଘଣ୍ଟି ବେଲେ ଶ୍ୱର, ଟିମୋର୍ ର ନୀଳ କଣ୍ଠେଶ୍ୱର,ଓଳିହଁ ର ଐଶାନେଶ୍ୱର୍, କେଳୁଣୀ ଠାକୁରାଣୀ ଙ୍କ ନିକଟ…
ବିଏସ୍ଏଫର ଜନସମ୍ପର୍କ ଶିବିର: ଦୁର୍ଗମ ଅଞ୍ଚଳକୁ ମୁଖ୍ୟଧାରା ସହ ଯୋଡ଼ି ରଖୀବାକୁ ପ୍ରୟାସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳ ପଡ଼ିଆରେ ୧୧୦ ନମ୍ବର ବାଟାଲିଅନ ବିଏସ୍ଏଫ୍ ଯବାନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ମୁକ୍ତ ସ୍ବାସ୍ଥ୍ୟ ଶିବିର…
ବିଧାୟକ ଅରବିନ୍ଦଙ୍କ ନିଲମ୍ବନ ଆଦେଶକୁ ସ୍ୱାଗତ କଲେ କର୍ମୀ ।
କେନ୍ଦ୍ରାପଡା:୧୫/୦୨(ପ୍ରଫୁଲ୍ଲ କୁମାର ମଲ୍ଲ)- ପାଟକୁରା ନିର୍ବାଚନମଣ୍ଡଳୀର ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହେବା ପରେ ଏହାକୁ ପାଟକୁରା ଅଞ୍ଚଳର ବହୁ କର୍ମୀ ଓ…
ବେଦାନ୍ତ ଝାରସୁଗୁଡା ପକ୍ଷରୁ ଶିଳ୍ପ ସୁରକ୍ଷା ଉପରେ ଜୋନାଲ-ସ୍ତରୀୟ ସେମିନାର ଆୟୋଜନ
ଓଡିଶାର କାରଖାନା ଏବଂ ବଏଲର୍ସ ନିର୍ଦ୍ଦେଶାଳୟ ସହ ମିଳିତ ଭାବରେ ଆୟୋଜିତ, ୨୩୮ ରୁ ଅଧିକ ଶିଳ୍ପ ବୃତିଗତ ସହଯୋଗୀ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।
ଝାରସୁଗୁଡା, ଓଡିଶା, ଫେବୃଆରୀ ୧୪, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡିଶା ସରକାରଙ୍କ କାରଖାନା…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା।
ଝାରସୁଗୁଡ଼ା: ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଯୁକ୍ତଦୁଇ ଉଭୟ ବାଳକ ଓ ବାଳିକା ଜାତୀୟ ସେବା ସଂସ୍ଥାର ଆନୁଷ୍ଠାନିକ ଉଦଘାଟନ ସହିତ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…