ମହା ଶିବରାତ୍ରୀ: ଉଜାଗର ଆଲୋକରେ ଆଲୋକିତ ପୋଡ଼ାପାଡ଼ି ଧବଳେଶ୍ୱର ପୀଠ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ମହା ଶିବରାତ୍ରୀର ପବିତ୍ର ରାତ୍ରିରେ ପୋଡ଼ାପାଡ଼ି ଗ୍ରାମ ଭକ୍ତି ଓ ଆନନ୍ଦର ଅଲୌକିକ ମହଲରେ ମହିମାମୟ ହୋଇଉଠିଲା। ପୁରାତନ ଐତିହ୍ୟ ଓ ଆସ୍ଥାର ପ୍ରତୀକ ଧବଳେଶ୍ୱର ମନ୍ଦିର ରେ ସକାଳୁଠାରୁ ଭକ୍ତମାନଙ୍କ ଅସାଧାରଣ ଭିଡ଼ ଦେଖିବାକୁ ମିଳିଥିଲା। ହାତରେ ବେଳପତ୍ର,…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

 https://youtu.be/NmIic7jbTX0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥ‌ିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ…

ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର, ପାଲକଷଣ୍ଢାର…

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦଘାଟିତ ରାଉରକେଲା :(ବସନ୍ତ କୁମାର ଜେନା):  ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆଜିଠାରୁ ଆରମ୍ଭ ହୋଇଯାଇଛି।  ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା…

ବାବା ଦୂତୀକେଶ୍ବରଙ୍କ ଜାଗରଯାତ୍ରା, ୨୯ତମ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ

ଉତ୍ସବରେ ୧୫ ହଜାରରୁ ଅଧିକ ମାନସିକଧାରୀଙ୍କ ଅଂଶଗ୍ରହଣ ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଜାମୁପାଟଣା ସ୍ଥିତ ଶୂଳିଆ ପାହାଡ଼ ପାଦଦେଶରେ ବିରାଜିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶୂଳପାଣି ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦ୍ମପୁର ଉପଖଣ୍ଡ ଆୟୁଷ ଡାକ୍ତର ସଂଘ।

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୫/୦୨)ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସମୟରେ ପଦ୍ମପୁର ଉପଖଣ୍ଡ ଆୟୁଷ ଡାକ୍ତରମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।…

କାର ଦୁର୍ଘଟଣାରୁ ଧରା ପଡ଼ିଲା ବ୍ରାଉନ ସୁଗାର,୩ଜଣ ଗିରଫ।

କେନ୍ଦୁଝର,ତା୧୫/୨- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ କଟରାବେଡ଼ା ନୂତନ ତେଲ ଟାଙ୍କି ନିକଟରେ ଗତକାଲି ଅପରାହ୍ନରେ କେନ୍ଦୁଝରରୁ ବ୍ରାଉନ ସୁଗାର ନେଇ ଘଟଗାଁ ଅଭିମୁଖେ ଯାଉଥିବା ଏକ କାର୍ ଅସାବଧାନତା ଯୋଗୁଁ ଉକ୍ତ ତେଲଟାଙ୍କି ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା । ସେହି…

ମାଲକାନଗିରି ‘ଲକ୍ଷ୍ୟ’ କୋଚିଂ ସେଣ୍ଟର ଓ ଜିଲ୍ଲା ପାଠାଗାରରେ ଅଚଳାବସ୍ଥା,ଗାଁ ପିଲାଙ୍କ ଭବିଷ୍ୟତ ସହ ଖେଳ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲାର ଚାକିରି ଆଶାୟୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲା ପାଠାଗାର ଏବଂ 'ଲକ୍ଷ୍ୟ' କୋଚିଂ ସେଣ୍ଟରର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ନିଜର ଦାବି ଜଣାଇଛନ୍ତି। ୨୦୨୩ ମସିହାରେ ଗାଁରୁ ଆସୁଥିବା ଗରିବ ଓ…

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ

ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ସ ଅପ୍ ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ…

ଜୟ ଜଗନ୍ନାଥ କ୍ରିକେଟ୍ କ୍ଳବ୍ ପକ୍ଷ ରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ର ତେଇଶି ନମ୍ୱର୍ ୱାର୍ଡ଼ ର ଗୋପାଳପୁର ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ୍ ପକ୍ଷ ରୁ ତିନି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି କ୍ରିକେଟ୍ ମ୍ୟାଚ୍। ଏଥିରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ଦିନ ରେ  ଏନ ୱାଇ ଶି…