Sign in
Sign in
Recover your password.
A password will be e-mailed to you.
ଓଲଟିଲା ପେପର ବୋଝେଇ ଟ୍ରକ, ଦୁଇ ଆହତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି - ଗଞ୍ଜାମ ଜିଲ୍ଲା ସୀମାନ୍ତର ପାଳୁଖୁଳା ନିକଟ ବୁଲାଣିରେ ଓଲଟିଲା ଏକ ପେପର ଗୁଣ୍ଡ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ବୁଧବାର ଦିନ ସକାଳ ୮ଟା ସମୟରେ ରାୟଗଡା ପଟୁ ଏକ ପେପର ବୋଝେଇ ଟ୍ରକ ବ୍ରହ୍ମପୁର…
ରେଢ଼ାଖୋଲରେ ୧୮ ଦଫା ଦାବି ନେଇ ଜୀବନ ବୀମା ଅଭିକର୍ତ୍ତାଙ୍କ ଧର୍ମଘଟ ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢ଼ାଖୋଲ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଜୀବନ ବୀମା କାର୍ଯ୍ୟାଳୟର ଅଭିକର୍ତ୍ତା ମାନେ ବୁଧବାର ଠାରୁ ୧୮ ଦଫା ଦାବି ନେଇ ୧୫ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି । ଏହି ୧୫ ଦିନ ଅଭିକର୍ତ୍ତା ମାନେ ଜୀବନ ବୀମା କାର୍ଯ୍ୟାଳୟକୁ ଆସି କୋୖଣସି କାମ ନ…
ଭିନ୍ନକ୍ଷମ ହେଲେ ବି ଅନ୍ୟଙ୍କ ପାଇଁ ପ୍ରେରଣା ଦେଉଲବାଡ଼ି ଗ୍ରାମର ସୁରେନ୍ଦ୍ର, ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ।
କଲ୍ୟାସିଂହପୁର / ପ୍ରଦୀପ ଦଲାଇ -ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ଅଧିନସ୍ତ ଦେଉଲବାଡ଼ି ଚଞ୍ଚଡ଼ାସାହିର କାଣ୍ଟୁ ଶ୍ୟାମଙ୍କ ଦୁଇ ପୁତ୍ର ଙ୍କ ମଧ୍ୟରେ ବଡ଼ ପୁଅ ସୁରେନ୍ଦ୍ର କାଣ୍ଟୁ । ଜନ୍ମରୁ ଭିନ୍ନକ୍ଷମ ସୁରେନ୍ଦ୍ର କିନ୍ତୁ ଖୁବ୍ ବୁଦ୍ଧିମାନ । ନିଜର…
ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନାୟବ ସରପଞ୍ଚ
କଲ୍ୟାସିଂହପୁର// ପ୍ରଦୀପ ଦଳାଇ-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ଆଜି ନୂତନ କରି କେ. ଶୁଭାସିନୀ ଦାୟିତ୍ୱ ଗ୍ରହଣ କରିଛନ୍ତି କିଛି ଦିନ ପୂର୍ବେ ସରପଞ୍ଚ ଶସାଙ୍କ ନିଶିକା ଙ୍କ ଅକାଳ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡିଥିଲା ଜିଲ୍ଲାପାଳ ଙ୍କ…
ଅନଲକ ପରେ ରାୟଗଡରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସ.ପି.
ରାୟଗଡ/ସରୋଜ ସାହୁ : ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଚଳିତ ଜୁନ୍ ମାସରେ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି ୧୪ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଳାରେ କଟକଣା ଆଂଶିକ ଭାବେ ଆସନ୍ତା ଜୁଲାଇ ୧ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି ।…
ସେଲୁନ ଖୋଲିବାକୁ ବାରିକ ସମାଜ ପକ୍ଷରୁ ଦାବି, ନଚେତ୍ ଆଇନ୍ ହାତକୁ ନେବାକୁ ଚେତାବନୀ।
ସମ୍ବଲପୁର /ରମାକାନ୍ତ ବିଶ୍ବଳ - ରାଜ୍ୟ ରେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେଲୁନ୍ ଖୋଲିବାକୁ ଅନୁମତି ଦେଇ ନାହାନ୍ତି ସରକାର I ଏହି ପରିପ୍ରେକ୍ଷୀରେ ବନ୍ଦ ଯୋଗୁଁ ଜୀବନ ଜୀବିକା ଉପରେ ଆର୍ଥିକ କରଜ ପ୍ରଭାବ କୁ ଦୃଷ୍ଟି ରେ ରଖି ବାରିକ ସମାଜ ସମ୍ବଲପୁର ପକ୍ଷରୁ ସେଲୁନ୍…
ଜାଡାବୁଇଡା ଗ୍ରାମବାସୀଙ୍କ ଉପରେ ସଦୟ ହେବେ କି ପ୍ରଶାସନ !
ସାକାର ହୁଅନ୍ତା ରାସ୍ତାଟିଏ ଆଉ ଆଲୁଅ ଟିକେ ପାଇବାର ସପନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦେଶ ସ୍ୱାଧିନତା ପାଇବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତିଗଲାଣି I ହେଲେ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ ଆଜିବି ଗମନାଗମନ, ସ୍ୱାସ୍ଥ୍ୟ ସେବା, ସୁଦ୍ଧ ପାନିୟଜଳ ସେବା ଇତ୍ୟାଦି ମୌଳିକ ସୁବିଧା…
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଆକ୍ରମଣ
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତ୍ରଗତ ତିଗିରିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି | ସୂଚନା ଅନୁଯାଇ ଗ୍ରମାଞ୍ଚଳ ଥାନା…
୧୦୦୦ ଲିଟର ଦେଶୀ ମଦ ସହିତ ଅଟୋ ଜବତ, ୦୮ ଗିରଫ I
ଭଦ୍ରକ, ବ୍ଲକ୍(ସୀତାକାନ୍ତ ପାଢ଼ୀ): ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକଙ୍କ ନେତୃତ୍ତ୍ୱରେ ମାଜିଷ୍ଟ୍ରେଟ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ତିହିଡ଼ି ଥାନା…
ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ
ଟିଟିଲାଗଡ଼ ( ଗୌରବ ଦର୍ଜୀ ) : ଦେଶ ସାରା ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବି ପୂରଣ ନେଇ ବୁଧବାର ଠାରୁ ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ…