ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

0 1

ଭୁବନେଶ୍ୱ(ଶାସକ ପ୍ରଶାସକ) : ଆଜି ବିଜୁ ଜନତା ଦଳ ପକ୍ଷରୁ ଦୁଇଜଣ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି |ସେମାନେ ହେଲେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକର କେ ରାମକୃଷ୍ଣ ଓ ରାମନାଗୁଡ଼ା ବ୍ଲକର ମନୋରଞ୍ଜନ ସାହୁ | ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଆଜି ଦଳ ପକ୍ଷରୁ ସମ୍ପୃକ୍ତ ନେତା ଦ୍ଵୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

Leave A Reply

Your email address will not be published.