Sign in
Sign in
Recover your password.
A password will be e-mailed to you.
ପ୍ରତାପ ବାଦ : ଓଡ଼ିଶାର ଆଉ ଦୁଇ ସାଂସଦଙ୍କୁ ମନ୍ତ୍ରୀ ପଦ
ନୂଆଦିଲ୍ଲୀ : ଓଡ଼ିଶାର ଜଣେ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀପରିଷଦରୁ ବିଦାୟ ଦେଇ ଆଉ ଦୁଇ ସାଂସଦଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଆ ଭାବେ କେନ୍ଦ୍ର ସରକାରରେ ନିଜ ଦକ୍ଷତା ପ୍ରତିପାଦିତ କରି ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଅତୁଟ ରଖି ଶ୍ରୀ ଧର୍ମେନ୍ଦ୍ର…
୨୨୦ ଲିଟର ମଦ ଜବତ ସହ, ଦୁଇ ଗିରଫ।
ଭଦ୍ରକବ୍ଲକ୍(ସୀତାକାନ୍ତ ପାଢ଼ୀ):ଭଦ୍ରକ - ପ୍ରତେକ ଦିନ ଚୋରାମଦ ବିକ୍ରି ବଡ଼ିବାରେ ଲାଗିଛି |ଗତକାଲି ବିଳମ୍ବିତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ…
ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ
ରଣପୁର ବ୍ଲକ ଆଗରେ କଂଗ୍ରେସର ଗଣଧାରଣା ଓ ପ୍ରତିବାଦସଭା ।
ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ : ଅଖିଳ ଭାରତ କଂଗ୍ରେସ କମିଟି ର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନରେ, ସାରା ଭାରତ ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ, ଖାଇବା…
ପାଟଣାଗଡ଼ରେ ଖୋଲିଛି ଅଲିଖିତ ବାର !
ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ):ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରେ ଅନେକ ଗୁଡ଼ାଏ ଅଲିଖିତ ବାର ଖୋଲିଛି!ପାନ ଦୋକାନ, ହୋଟେଲ, ଏମିତିକି ଜୁସ ସେଣ୍ଟର ମଧ୍ୟ ବାର ପାଲଟିଯାଇଛି! ସହରର ବିଭିନ୍ନ ଛକ ମାନଙ୍କରେ ଥିବା ଏହିଭଳି ଦୋକାନ ମାନଙ୍କରେ ସନ୍ଧ୍ୟା ହେଲେ ଏହି ଅଲିଖିତ ବାର…
ତାଲା ଭାଙ୍ଗି ଟାୟାର ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର ଚୋରି
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କେନ୍ଦୁଭଟା ଗ୍ରାମ ନିକଟରେ ଥିବା ଇଣ୍ଡିଆନ ଟାୟାର ଦୋକାନରୁ ଗତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଯାଇଛି । ଦୋକାନ ମାଲିକ ଙ୍କର କହିବା ମୁତାବକ ଗତ ରାତିରେ କାମ ସାରି ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ଆଜି ସକାଳ ପାଞ୍ଚ ଘଣ୍ଟା…
ଆରପାରିରେ ଟ୍ରାଜେଡି କିଙ୍ଗ
ମୁମ୍ବାଇ :ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁ ଚିକିତ୍ସିତ ହେଉଥିବା ଅବସ୍ଥାରେ ଭାରତୀୟ ଚଳଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ ହୋଇଛି | ଏ ବିଷୟ ତାଙ୍କ ଡାକ୍ତର ଜଲିଲ ପାର୍କର ଗଣମାଧ୍ୟମକୁ ଜଣାଇଛନ୍ତି। ବଲିଉଡର ଟ୍ରାଜେଡି କିଙ୍ଗ ଭାବରେ ଜଣାଶୁଣା…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ‘ ଉର୍ବଶୀର ଗାଁ’ ଓ ‘ ଆଜିର ଦିନଟି ମୋର’
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ।ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ ‘ଆଜିର ଦିନଟି ମୋର’ ରେ ସେ ତାଙ୍କ ଜୀବନର…
ମାଙ୍ଗାପାଙ୍ଗା ବିଟ୍ ଵୁଡାନଇ ଠାରେ ୪୨ତମ ବନ ମହୋତ୍ସବ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ରର ମାଙ୍ଗାପାଙ୍ଗା ବିଟ୍ ଵୁଡାନଇ ଠାରେ ୪୨ତମ ବନ ମହୋତ୍ସବ ପାଳିତ ହୋଇଛି I ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ରର ମାଙ୍ଗାପାଙ୍ଗା ବିଟ୍ ଵୁଡାନଇ…
କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଗ୍ରାମପଞ୍ଚାୟତ କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଛି I କୁର୍ତମଗଡ ଗ୍ରାମପଞ୍ଚାୟତ ଠାରୁ ଅଲଗା ହୋଇ ତା ୦୧/୦୭/୨୦୧୫ରିଖ ଦିନ କରକୁଡୁପା ଗ୍ରାମ ପଞ୍ଚାୟତ ଗଠିତ…
ରାଜ୍ୟରେ ଆବାସ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରିବ ବିଜେପି ।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ): ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ କେଲେଙ୍କାରୀକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ନେଇଛି। ସାରା ରାଜ୍ୟରେ ଏହି ଘୋଟଲା ବିଷୟରେ ଆନ୍ଦୋଳନ ତୀବ୍ର କରିବାକୁ ଭାରତୀୟ ଜନତା…